ଜାଣନ୍ତୁ କେଉଁ ଟ୍ରାଫିକ ନିୟମ ଉଲ୍ଲଂଘନ କଲେ କେତେ ଭରିବେ
ଭୁୁବନେଶ୍ୱର: ପୁରିଲା ମହଲତ । କାଲିଠାରୁ ଲାଗିବ କଡା ଟ୍ରାଫିକ ନିୟମ । ଆକ୍ସନ ମୋଡକୁ ଆସିବେ ପୋଲିସ ଏବଂ ପରିବହନ ବିଭାଗ । କଡାକଡି ହେବ ଟ୍ରାଫିକ ଚେକିଂ । ଆଉ ବଢିବ ନାହିଁ ଡେଡଲାଇନ୍ ।...
ଅଣ୍ଡା ଟ୍ରକ ଅପହରଣ ଘଟଣାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ
ଖନ୍ତାପଡା:ଅଣ୍ଡା ଟ୍ରକ ଏବଂ ଡ୍ରାଇଭରକୁ ଅପହରଣ ଘଟଣାରେ ଖନ୍ତପଡା ପୁଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନାନୁଯାୟୀ, ଦୁବୁର୍ତ୍ତମାନେ ଗତ ୧୮ ତାରିଖ ଦିନ ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଖନ୍ତାପଡା ଅଞ୍ଚଳରୁ ଏକ ଅଣ୍ଡା...
ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କଲେ ଅମିତ ଶାହ
ଭୁୁବନେଶ୍ୱର : ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଆଜି ସକାଳେ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ ଶାହ । ଏବେ ଭୁୁବନେଶ୍ୱରରେ ଶ୍ରୀ ଲିଙ୍ଗରାଜଙ୍କୁ...
ସିଏଏ ଦ୍ୱାରା ନାଗରିକତା ଯିବନି ବରଂ ମିଳିବ – ଶାହ
ଭୁବନେଶ୍ୱର : ଆଜି ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକ ପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସିଏଏ ସମର୍ଥନ ସଭାରେ ଯୋଗ ଦେଇଛନ୍ତି । ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ହୋଇଛି ସମର୍ଥନ ସମାବେଶ । ଅମିତ...
କମ୍ ଟଙ୍କାରେ ବିଦେଶ ଯାତ୍ରା
ଭୁବନେଶ୍ୱର : ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଓଟିଡିସି ବିଭିନ୍ନ ପ୍ରକାର ପ୍ୟାକେଜ ଘୋଷଣା କରୁଛି I ଗତବର୍ଷ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଓ୍ୱେଡିଙ୍ଗ ପ୍ୟାକେଜ ଲଞ୍ଚ କରିଥିଲା I ଏବେ ରାଜ୍ୟ ପର୍ଯ୍ୟଟକଙ୍କ ପାଇଁ ଆଣିଛି...
ନବୀନ ନିବାସରେ ମଧ୍ୟାହ୍ନ ଭୋଜନ
ଭୁବନେଶ୍ୱର : ନବୀନ ନିବାସରେ ଆଜି ଶାହ କରିବେ ମଧ୍ୟାହ୍ନ ଭୋଜନ । ଲୋକସେବା ଭବନରେ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୨୪ତମ ପୂବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକ ପରେ ନବୀନ ନିବାସରେ ଏକ ମଧ୍ୟାହ୍ନ ଭୋଜନ ଆୟୋଜନ...
ଓଡିଶାକୁ ସ୍ପେଶାଲ ଫୋକସ ଷ୍ଟେଟ ଦାବି କଲେ ନବୀନ
ଭୁବନେଶ୍ୱର : ଓଡିଶାକୁ ୨ଦିନିଆ ଗସ୍ତରେ ଆସିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଚାଲିଛି ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକ । ଏହି ବୈଠକରେ ଓଡିଶା, ବିହାର, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଯୋଗ ଦେଇଛନ୍ତି ।...
ଓଡିଶାରେ ଅମିତ ଶାହ
ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ସେ ଦୁଇଦିନ ଓଡିଶା ଗସ୍ତରେ ଆସିଛନ୍ତି । ଶାହ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିମାନ ବନ୍ଦରରେ...
ଏପ୍ରିଲ ପାଞ୍ଚରୁ ଭୁବନେଶ୍ବର ପୁସ୍ତକ ମେଳା
ଆସନ୍ତା ଏପ୍ରିଲ ପାଞ୍ଚରୁ ଚଉଦ ତାରିଖ ପର୍ଯ୍ୟନ୍ତ ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବ ଭୁବନେଶ୍ବର ପୁସ୍ତକ ମେଳା I ଚଳିତ ବର୍ଷ ଠାରୁ ଏହି ପୁସ୍ତକ ମେଳାରେ ଅନୁବାଦ ସାହିତ୍ୟ ପାଇଁ ବିଶିଷ୍ଟ ଅନୁବାଦକ ଯୁଗଳ କିଶୋର ଦତ୍ତଙ୍କ ସ୍ମୃତିରେ...
ନାଇଁ କାନ୍ଦ ମାଉସି, ମତେ ଖୁସି ଖୁସିରେ ଛାଡ..
ସମସ୍ତଙ୍କ ଆଖିରେ ଲୁହ, ହୃଦୟରେ କୋହ I କେହି ମୁହଁ ଲୁଚାଇ କାନ୍ଦୁଛି ତ, ଆଉ କିଏ କୁଣ୍ଢେଇ ପକେଇ କାନ୍ଦୁଛି I ଏମିତି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ...



















