ମତେ ଘରୁ ବାହାର କରିଦେବା ପାଇଁ ଷଡଯନ୍ତ୍ର:ବର୍ଷା
ଅନୁଭବ-ବର୍ଷାଙ୍କ କଳି ସମାଧାନ ନହେଉଣୁ ଏବେ ଏକ ନୂଆ ବିବାଦ ସାମ୍ନାକୁ ଆସିଛି । ବର୍ଷାଙ୍କୁ ନେଇ ଥାନାକୁ ଯାଇଛନ୍ତି ଅଭିନେତା ଅନୁଭବଙ୍କ ମା ମଧୁସ୍ମିତା ମହାନ୍ତି । କଟକର ପୁରୀ ଘାଟ ଥାନାରେ କରିଥିବା...
ନଭେମ୍ବରରେ ଖୋଲିବନି ସ୍କୁଲ
ନଭେମ୍ବରରେ ସ୍କୁଲ ଖୋଲିବା ନିଷ୍ପତ୍ତି ସ୍ଥଗିତ ରହିଲା । ଡିସେମ୍ବରରେ ରାଜ୍ୟରେ କରୋନା ସଙ୍କ୍ରମଣ ବଢିବା ଆଶଙ୍କା ଥିବାରୁ ସ୍କୁଲ ଖୋଲିବା ପ୍ରକ୍ରିିୟାକୁ ସ୍ଥଗିତ ରଖାଯାଇଛି । ସ୍କୁଲ ଖୋଲିବା ନିଷ୍ପତ୍ତି ନେଇ ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ...
ପ୍ରଚାର ମଇଦାନରେ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ବିହାର ବିଧାନସଭା ନିର୍ବାଚନର ପ୍ରଚାର ଗୁରୁବାର ଶେଷ ହୋଇଛି । ଶେଷ ପ୍ରଚାରରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବଡ ଘୋଷଣା କରିଛନ୍ତି । ନୀତିଶ କହିଛନ୍ତି ଯେ, ଏହା ତାଙ୍କ ଶେଷ ପ୍ରଚାର ଏବଂ ଏହା ତାଙ୍କ ଶେଷ...
ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି
ଯୁବ ସାମ୍ବାଦିକ ପ୍ରବୀରଙ୍କ ଦେହାନ୍ତରେ ସମସ୍ତେ ମର୍ମାହତ । ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ପ୍ରବୀରଙ୍କୁ ଶେଷ ସମ୍ମାନ ଜଣାଇଛନ୍ତି । ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି । ଏଥିସହିତ ସବୁ କ୍ରାଇମ ରିପୋର୍ଟର ମଧ୍ୟ...
ଆଗପଛ ହୋଇ ଚାଲିଗଲେ ବାପା-ପୁଅ
ଆଉ ନାହାଁନ୍ତି ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନ । ମହାମାରୀ କରୋନା ଯୁଦ୍ଧରେ ସବୁଦିନ ପାଇଁ ଆଖି ବୁଜିଛନ୍ତି ସିନିୟର କ୍ରାଇମ ରିପୋର୍ଟର ପ୍ରବୀର ପ୍ରଧାନ । କରୋନାରେ ଆକ୍ରାନ୍ତ ହୋଇ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ପ୍ରବୀର ।...
ନଭେମ୍ବର ମାସରେ ହିଁ ଖୋଲିବ ସ୍କୁଲ: ସ୍ପଷ୍ଟ କଲେ ସମୀର ଦାଶ
ନଭେମ୍ବର ମାସରେ ହିଁ ଖୋଲିବ ସ୍କୁଲ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି । ନବମରୁ ଦ୍ୱାଦଶ ଯାଏ ସମ୍ପୂର୍ଣ୍ଣ କ୍ଲାସ ହେବ । ପିଲାଙ୍କୁ ଛାଡିବାକୁ ଅଭିଭାବକ ଯଦି ରାଜି ନହେଲେ...
ପିଆଜ ପରେ ହୁ ହୁ ହୋଇ ବଢୁଛି ଆଳୁ ଦର
ବଜାରରେ ଏବେ ପିଆଜ ପରେ ଭାଉ ଦେଖାଇଲାଣି ଆଳୁ । କାର୍ତ୍ତିକ ମାସ ଚାଲିଥିବାରୁ ଅଧିକାଂଶ ଲୋକ ନିରାମିଶ ଉପରେ ନିର୍ଭର କରିଥାନ୍ତି । ଏବଂ ତଟକା ପନିପରିବା ଖାଇବାକୁ ଭଲ ପାଇଥାନ୍ତି । କିନ୍ତୁ ବଜାରରେ ପରିବା ଦର...
ଶାନ୍ତି ଶୃଙ୍ଖଳା ଭିତରେ ଚାଲିଛି ମତଦାନ
ବାଲେଶ୍ବର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନ ଉପନିର୍ବାଚନ ପାଇଁ ଶାନ୍ତି ଶୃଙ୍ଖଳା ଭିତରେ ଚାଲିଛି ମତଦାନ । କୋଭିଡ କଟକଣା ଭିତରେ ସକାଳ ସାତଟାରୁ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରୁଛନ୍ତି । ସାମାଜିକ ଦୂରତା, ମାସ୍କ ସାଙ୍ଗକୁ...
ସାଇକେଲରୁ କାର୍ ଚଢିଲେ ବେଣୁ ମଉସା
ବାଲେଶ୍ବର ସଦର ଉପନିର୍ବାଚନରେ ଚର୍ଚ୍ଚିତ ପ୍ରାର୍ଥୀ ବେଣୁ ମଉସା ଓ ଓରଫ ବେଣୁଧର ବାରିକ I ଉପନିର୍ବାଚନରେ ତିନିଜଣ ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରୁ ବେଣୁଧର ବାରିକ ଜଣେ I ମାତ୍ର ତାଙ୍କ ନିର୍ବାଚନ ପ୍ରଚାର ସୋସିଆଲ ମିଡିଆ ଓ...
ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା 1331 କୁ ବୃଦ୍ଧି
ଆଜି ରାଜ୍ୟରେ 11 ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା 1331କୁ ବୃଦ୍ଧି ପାଇଛି I ସୁନ୍ଦରଗଡ ଜିଲ୍ଲାରୁ 3 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କଟକ, ଖୋର୍ଦ୍ଧା, କେନ୍ଦ୍ରାପଡା, ଦେବଗଡ, କେନ୍ଦୁଝର, ଅନୁଗୁଳ,...


















