ଉତ୍ତର ଦେଇପାରିଲେନି ପିଲା, ଶିକ୍ଷକଙ୍କ ବିରୋଧରେ ଆକ୍ସନ
ଆକ୍ସନ ମୋଡରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ. ରାୟଗଡା ଗସ୍ତରେ ଆସିଥିବା ବେଳେ ମନ୍ତ୍ରୀ ଅଚାନକ କୁଟୁଳି ଓ ଉଦୟପୁରକୁ ଯାଇ ସ୍କୁଲ ପରିଦର୍ଶନ କରିଥିଲେ. ଉଦୟପୁର ପ୍ରାଥମିକ ବିଦ୍ୟାଳୟରେ ପିଲାମାନେ ମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେଇ...
ନରମିଲେ ଓକିଲ, 4ରୁ ସ୍ବାଭାବିକ ହେବ କୋର୍ଟ
ଶେଷରେ ନରମିଲେ ହାଇକୋର୍ଟ ଓକିଲ. ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଏବଂ କେନ୍ଦ୍ର ବାର ଆସୋସିଏସନର ଆଦେଶମାନା ପରେ ଆନ୍ଦୋଳନରୁ ଓହରିବାକୁ ବାଧ୍ୟ ହୋଇଛନ୍ତି ଓଡିଶା ହାଇକୋର୍ଟ ଓକିଲ ସଂଘ. ଆଜି ହାଇକୋର୍ଟ ଓକିଲ ସଂଘର ସାଧାରଣ ପରିଷଦ ବୈଠକରେ ଆନ୍ଦୋଳନ ସ୍ଥଗିତ...
ଅଲିଭ ରିଡଲେଙ୍କ ପାଇଁ ମାଛଧରିବା ଉପରେ ଲାଗିଲା କଟକଣା
କେନ୍ଦ୍ରାପଡା ରାଜନଗର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟକୁ ଆସିବେ ନୂଆ ଅତିଥି ଅଲିଭ ରିଡଲେ । ସେଥିପାଇଁ ଗହୀର ମଥାରେ ମାଛ ଧରିବା ଉପରେ କଟକଣା ଲାଗିଛି । ଏହି କଟକଣା ଆସନ୍ତା ମେ ୩୧ ଯାଏ ବଳବତ୍ତର ରହିବ ।...
କଟକ ବାଲିଯାତ୍ରା ହେବ ସରକାରୀ ପର୍ବ
କଟକ ବାଲିଯାତ୍ରାକୁ ମିଳିବ ସରକାରୀ ମାନ୍ୟତା. ଏଣିକି ବର୍ଷ ବର୍ଷ ଧରି ହୋଇ ଆସୁଥିବା କଟକ ବାଲିଯ଼ାତ୍ରାକୁ ସରକାର ରାଜ୍ୟସ୍ତରୀୟ ଉତ୍ସବ ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି. ବାଲିଯାତ୍ରା ପ୍ରସ୍ତୁତି ବୈଠକ ପରେ ଏହି ସୂଚନା ଦେଇଛନ୍ତି ନଗର...
ବୋଲ ମାନିଲେ ନା ଅଡୁଆ କଲେ
ଦିନକୁ ଦିନ ଯାଜପୁର ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ମାମଲା ସରକାରଙ୍କୁ ଅଡୁଆରେ ପକାଉଛି. ଯାଜପୁର ଏସପିଙ୍କ ତଦନ୍ତ ରିପୋର୍ଟକୁ ଖୋଦ୍ ରାଜ୍ୟ ମହିଳା କମିଶନର କଟାକ୍ଷ କରିବା ପରେ ତଦନ୍ତ ରିପୋର୍ଟର ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି. ସ୍ମିତାରାଣୀଙ୍କ...
ଆଜିଠାରୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ
ଆଜିଠାରୁ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ଖୋଲାଯ଼ାଇଛି. ଗତ ଜୁନମାସରୁ ଚାରିମାସ ପାଇଁ ଶିମିଲିପାଳକୁ ସର୍ବସାଧାରଣଙ୍କ ପାଇଁ ବନ୍ଦ ରଖାଯାଇଥିଲା. ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଜୈବ ବିବିଧତାରେ ଭରପୁର ଶିମିଳିପାଳ ଅଭୟାରଣ୍ୟକୁ ଉପଭୋଗ କରିବା ପାଇଁ ପ୍ରଥମ ଦିନରୁ ପର୍ଯ୍ୟଟକଙ୍କ...
ଟିକ୍ ଟକ୍ କରି ଯୁବତୀ ଅଟକ
ମହଙ୍ଗା ପଡ଼ିଲା ଶ୍ରୀମନ୍ଦିର ଭିତରେ ଟିକ୍ଟକ୍ ଭିଡିଓ କରିବା । ଭିଡିଓ କରିଥିବା ନାବାଳିକା ନିମାପଡ଼ାର ବୋଲି ଜଣାପଡ଼ିଛି । ସିଂହଦ୍ୱାର ଥାନା ପୁଲିସ୍ ନାବାଳିକାଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏଥିସହ ସେ କେଉଁ ପରିସ୍ଥିତିରେ ଓ...
ଚଳନ୍ତା ବସରୁ ପଳାଇଗଲା ଚକା
ଚଳନ୍ତା ବସ୍ ରୁ ପଳାଇଗଲା ଚକା । ଆଉ ବଡ ଦୂର୍ଘଟଣାରୁ ବର୍ତ୍ତିଗଲେ ୪୦ ଯାତ୍ରୀ । ଉମରକୋଟରୁ ଜୟପୁରକୁ ଯାଉଥିବା ଏକ ଘରୋଇ ବସ ର ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା । ଏବଂ ଡାବୁଗାଁ ନିକଟ ମହେନ୍ଦ୍ରୀ...
ହାତକୁ ବ୍ଲେଡରେ କାଟି ଚାଲିଛି ଝଡାଫୁଙ୍କା
ପୁଣି ଗୁଣି ଗାରେଡି , ଝଡାଫୁଙ୍କା । ସାପ କାମୁଡିଥିବା ବ୍ୟକ୍ତିଙ୍କୁ ଗୁଣିଆ ଝାଡୁଥିବା ଦୃଶ୍ୟ ସାମ୍ନାକୁ ଆସିଛି । ଘଟଣାଟି ହେଉଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ଯଶୋଦାପୁର ଗାଁର । ବ୍ଲକ କାର୍ଯ୍ୟାଳୟଠାରୁ ମାତ୍ର ୨ କିଲୋମିଟର...
ଧୂମଧାମରେ ଚାଲିଛି କାଳୀପୂଜା
ପବିତ୍ର କାଳୀପୂଜା ପାଇଁ ଉତ୍ସବ ମୁଖର ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅଧୀନସ୍ଥ ପୋଡାଶୋଳ । ୯ଦିନ ଧରି ଆୟୋଜିତ ହେବାକୁ ଥିବା ପୂଜା ଆଜି ଚତୁର୍ଥ ଦିନରେ ପହଁଞ୍ଚିଛି । ପୂର୍ବରୁ ଲଘୁଚାପ ବର୍ଷା କାରଣରୁ ପୂଜା ଧୋଇଯିବା...

















