୧୨ ଘଣ୍ଟିଆ ତାଳଚେର ବନ୍ଦ
ତାଳଚେରରେ ବିଧାୟକ ଓ ଏସପି ମୁହାଁମୁହିଁ ହେବା ଘଟଣାକୁ ନେଇ ଆଜି ୧୨ ଘଣ୍ଟିଆ ତାଳଚେର ବନ୍ଦ ଡାକରା ଦେଇଛନ୍ତି ସ୍ଥାନୀୟ ଅଞ୍ଚଳବାସୀ | ତାଳଚେର ବିଧାୟକ ବ୍ରଜ ପ୍ରଧାନ ସମେତ ଶତାଧିକ ଲୋକଙ୍କୁ ନ୍ୟାୟ ଦାବିରେ ଏହି ବନ୍ଦ...
ବିଷ ହେଲା ମଧ୍ୟାହ୍ନ ଭୋଜନ, ୫୦ ଛାତ୍ରଛାତ୍ରୀ ଅସୁସ୍ଥ
ବିଷାକ୍ତ ମଧ୍ୟାହ୍ନ ଭୋଜନ ଖାଇ ୫୦ ଛାତ୍ରଛାତ୍ରୀ ଅସୁସ୍ଥ । ଘଟଣା ଘଟିଛି ବୌଦ୍ଧ କଣ୍ଟାମାଲ ବ୍ଲକ ଲୁକାପଡା ପ୍ରାଇମେରୀ ସ୍କୁଲରେ । ଗୁରୁତର ଛାତ୍ରଛାତ୍ରୀ ମାନଙ୍କୁ ମନମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା...
ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ରାସ୍ତା ଅବରୋଧ
ଦିନକୁ ଦିନ ବଢୁଥିବା ଚୋରଙ୍କ ପ୍ରାଦୁର୍ଭାବ ଓ ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ତେଜିଛି ଅସନ୍ତୋଷ | ଯାହାକୁ ନେଇ ରାସ୍ତା ଅବରୋଧ କରିଛନ୍ତି ଅଞ୍ଚଳବାସୀ | ଗୋଟିଏ ରାତିରେ ସାତଟି ଦୋକାନର କବାଟତାଡ଼ି ଚୋରି କରିବା ସହିତ ଗୋଟିଏ ବୋଲେରୋ...
‘ଓଡିଶା-ମୋ ପରିବାର’କାର୍ଯ୍ୟକ୍ରମ
‘ଓଡିଶା-ମୋ ପରିବାର’ କାର୍ଯ୍ୟକ୍ରମ ସମ୍ପର୍କରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ‘ଓଡିଶା-ମୋ ପରିବାର’ କାର୍ଯ୍ୟକ୍ରମ ମୁଖ୍ୟତଃ ୩ଟି ବିଷୟକୁ ଗୁରୁତ୍ୱ ଦେଇଛି | ପରିବେଶ, ସ୍ୱାସ୍ଥ୍ୟ ସେବା କଲ୍ୟାଣ ଓ ବିପନ୍ନ ଓଡିଆଙ୍କୁ ସହାୟତା ଉପରେ ଗୁରୁତ୍ୱ...
ପାଣି ଘେରରେ କୋଣାର୍କ
ଅର୍କକ୍ଷେତ୍ର କୋଣାର୍କରେ ପ୍ରବଳ ବର୍ଷା । ଦୁଇ ଦିନର ଲଗାଣ ବର୍ଷାରେ କୋଣାର୍କ ସୂର୍ଯ୍ୟମନ୍ଦିର ପରିସର ଜଳମଗ୍ନ ହୋଇଛି । ଫଳରେ ଦେଶ ବିଦେଶର ପର୍ଯ୍ୟଟକମାନେ ନାହିଁ ନଥିବା ହଇରାଣ ହୋଇଛନ୍ତି । ବର୍ଷା ଯୋଗୁଁ କୋଣାର୍କକୁ ବୁଲିବାକୁ ଆସିଥିବା...
ବିଜେପୁର ବିଜୟ ପରେ ନବୀନ ନିବାସରେ ରୀତା ସାହୁ
ନବୀନ ନିବାସରେ ବିଜେପୁର ବିଧାୟିକା ରୀତା ସାହୁ | ବିଜେପୁରରେ ଐତିହାସିକ ବିଜୟ ହାସଲ କରିବା ପରେ ନିଜ ସମର୍ଥକଙ୍କ ସହ ମିଶି ନବୀନ ନିବାସରେ ପହନ୍ଚିଛନ୍ତି ରୀତା | ନବୀନ ନିବାସରେ ପହଂଚି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ...
ନକ୍ସଲଙ୍କ ପକ୍ଷରୁ ୨୪ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା
ଆଜି ୨୪ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି ନକ୍ସଲ | କିଛି ଦିନର ନିରବତା ପରେ ପୁଣି ଥରେ ନିଜ ସ୍ଥିତି ଜାହିର କରିବା ସହ ପୁଲିସ୍ର କାର୍ଯ୍ୟକଳାପକୁ ବିରୋଧ କରି ସିପିଆଇ ନକ୍ସଲ ସଂଗ୍ରଠନ ପକ୍ଷରୁ...
ଲଗାଣ ବର୍ଷା ଯୋଗୁଁ ସ୍କୁଲ ଛୁଟି, ଟ୍ରେନ ବାତିଲ୍
ଲଗାଣ ବର୍ଷା ଯୋଗୁଁ ଇଷ୍ଟକୋଷ୍ଟ ରେଲୱେର ଟ୍ରେନସେବା ପ୍ରଭାବିତ ହୋଇଛି । ଆଜି ବିଶାଖାପାଟଣା-ବ୍ରହ୍ମପୁର ପାସେଞ୍ଜର ଟ୍ରେନ ଉଭୟ ପଟୁ ବାତିଲ କରାଯାଇଛି । ଆସନ୍ତାକାଲି ବ୍ରହ୍ମପୁରରୁ ଛାଡିବାକୁ ଥିବା ବ୍ରହ୍ମପୁର-ବିଶାଖାପାଟଣା ପାସେଞ୍ଜର ମଧ୍ୟ ବାତିଲ କରାଯାଇଛି । ବିଶାଖାପାଟଣା...
କେବିସିର ହଟ୍ ସିଟ୍ ରେ ଦୂତୀ
ପ୍ରଥମେ ଭୋଗ ମାଗାଜିନ୍ । ଏବେ ଲୋକପ୍ରିୟ କାର୍ଯ୍ୟକ୍ରମ କୋନ ବେନେଗା କରୋଡପତି । ବିଗ୍ ବିଙ୍କ ସହ ସିଟ୍ ସେଆର କରିଛନ୍ତି ଓଡିଆ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ । କୋଟି କୋଟି ଦର୍ଶକଙ୍କ ପ୍ର୍ରିୟ କାର୍ଯ୍ୟକ୍ରମ କେବିସିରେ...
ଛୁରୀ ଭୁସିଲା ଜୀବନ ନେଲା
ମାଲକାନଗିରିରେ ଚାଞ୍ଚଲ୍ୟ । ପାରିବାରିକ ବିବାଦର ସମାଧାନ ପାଇଁ ଗାଁରେ ସଭା ଚାଲିଥିବାବେଳେ ଉନ୍ମତ ଯୁକର ଛୁରିମାଡରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଆହାତ ହୋଇଛନ୍ତି । ଏ ଜଘନ୍ୟ କାଣ୍ଡ ଘଟାଇଛି କାଲିମେଳା ଏମଭି ୩୩...


















