ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ
ଆଜି ହେବ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ । ଭାରତୀୟ ସମୟ ରାତି ୧୦ଟା ୩୭ ମିନିଟରେ ଗ୍ରହଣ ଆରମ୍ଭ ହୋଇ ରାତି ଦୁଇଟା ୪୨ ମିନିଟରେ ଶେଷ ହେବ । ଆଜିର ଉପଛାୟା ଚନ୍ଦ୍ର ଗ୍ରହଣ ପୁରା ଭାରତରେ...
ଜଳୁଛି ମାଲକାନଗିରି
ଜିଲ୍ଲା କଂଗ୍ରେସ ପକ୍ଷରୁ ମାଲକାନଗିରି ଜିଲ୍ଲା ବନ୍ଦ । ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ବଦଳି ଦାବିରେ ଏହି ବନ୍ଦ ପାଳନ କରାଯାଉଛି । କଂଗ୍ରେସ ପକ୍ଷରୁ ଟାୟାର ଜାଳି ରାସ୍ତା ଅବରୋଧ କରାଯିବା ସହ ବରିଷ୍ଠ ନେତା ପ୍ରଦୀପ ମାଝୀଙ୍କ...
ଖରାଛୁଟିରେ ସ୍କୁଲରେ ଏକ୍ସଟ୍ରା କ୍ଲାସ
ଖରାଛୁଟିରେ ସ୍କୁଲରେ ପିଲାଙ୍କ ପାଇଁ ହେବ ଏକ୍ସଟ୍ରା କ୍ଲାସ । ପାଠପଢାରେ ଦୁର୍ବଳ ଥିବା ପିଲାଙ୍କ କ୍ଲାସ ନେବେ ଶିକ୍ଷକ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା । ଛୁଟି ସମୟରେ ବି ଶିକ୍ଷକମାନଙ୍କ ରୋଟେସନ ଡ୍ୟୁଟି...
ମୟୂରଭଞ୍ଜକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି
ଦରଦାମ ବୃଦ୍ଧି ଓ ସିଏଏକୁ ବିରୋଧ କରି କେନ୍ଦ୍ରୀୟ ଟ୍ରେଡ ୟୁନିଅନ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯ଼ାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୟୁରଭଞ୍ଜ ଗସ୍ତରେ ଯ଼ାଇଥିଲେ ଓ ବାରିପଦା ନିକଟସ୍ଥ ବାଙ୍କିଶୋଳ ନିକଟରେ ମୁଖ୍ୟମନ୍ତ୍ରୀ...
କୃଷ୍ଣଙ୍କ ଲୀଳାଖେଳାରେ ଉଠୁଛି ପଡୁଛି ଗୋପପୁର
କୃଷ୍ଣଙ୍କ ଲୀଳାଖେଳାରେ ଉଠୁଛି ପଡୁଛି ଗୋପପୁର । ଯମୁନା କୁଳେ କୃଷ୍ଣ ଓ ପ୍ରେମମୟୀ ରାଧାଙ୍କ ରାସଲୀଳା ଗୋପପୁରବାସୀଙ୍କୁ ଆକର୍ଷିତ କରିଛି । ନଟଖଟିଆ କୃଷ୍ଣ ଯମୁନା ନଦୀରେ ଗାଧୋଉଥିବା ଗୋପାଙ୍ଗ ମାନଙ୍କର ବସ୍ତ୍ର ନେଇକି କଦମ୍ବ ଗଛ ଉପରେ...
ଡାକ୍ତରୀ ଚିକିତ୍ସା ଆପଣାଇବାକୁ ଅଭିନବ ପ୍ରୟାସ
ଗୁଣି ଗାରେଡି ଓ ଦେଶୀ ଚିକିତ୍ସାରେ ବିଶ୍ୱାସ କରୁଥିବା ଲୋକଙ୍କୁ ମେଡିକାଲ ମୁହାଁ କରିବାକୁ ଡାକ୍ତରଙ୍କ ପ୍ରୟାସ । ମେଡିକାଲ ଯିବାକୁ ଅମଙ୍ଗ ହେଉଥିବା ଭର୍ଗବତୀଙ୍କୁ ବୁଝାଇ ନିଜେ ଡାକ୍ତର ତାଙ୍କୁ ମେଡିକାଲରେ ଭର୍ତ୍ତି କରାଇଛନ୍ତି । ଏଭଳି ଦୃଶ୍ୟ...
ବିଧାୟକଙ୍କୁ ଲାଗିଲା କାଳିଶୀ!
ଆପଣ ଦେଖୁଥିବା ଏ ଦୃଶ୍ୟ ହେଉଛି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଆମ୍ବସରମୁଣ୍ଡା ଗାଁର । ଶହ ଶହ ଲୋକଙ୍କ ଗହଣରେ ଓ ହାତରେ ଖଣ୍ଡା ଧରି ଥରୁଥିବା ବ୍ୟକ୍ତି ଜଣକ କିଏ ବୋଲି ଭାବୁଛନ୍ତି । ଏ ସମସ୍ତଙ୍କ ଲୋକ...
ଜେଲ୍ ଗଲେ ଆଇଏଏସ୍ ବିଜୟ କେତନ
ଶେଷରେ ଜେଲ୍ ଗଲେ ଆଇଏଏସ ଅଫିସର ବିଜୟ କେତନ ଉପାଧ୍ୟାୟ I ରିମାଣ୍ଡ ସରିବା ପରେ 14 ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି କୋର୍ଟ I ଉଦ୍ୟାନ ବିଭାଗର ନିର୍ଦ୍ଦେଶକ ବିଜୟ କେତନ ଲକ୍ଷେ ଟଙ୍କା...
ଗୋଟିଏ ଦିନର ଦୁଷ୍କର୍ମ ଖବର
କେତେବେଳେ କାଁ ଭା ଆଉ ଦୁଷ୍କର୍ମ ହେଉନି I ଦୁଷ୍କର୍ମ ଘଟଣା ଆମର ଯେମିତି ଦେହସୁଆ ହୋଇଗଲାଣି I ଜାନୁଆରୀ 4 ତାରିଖ, ଆଜି ଗୋଟିଏ ଦିନରେ କେତେ ଦୁଷ୍କର୍ମ ହେଇଛି ତାର ରିପୋର୍ଟ ଆମ କାହା ପାଖରେ ନାହିଁ...
ରାଜନୀତି କରିବେ ପାଇଲଟ ପୁଅ
ରାଜନୀତି କରିବେ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପାଇଲଟ ପୁଅ I ନିଜେ ସୁର ରାଉତରାୟ ଏମିତି ସୂଚନା ଦେଇଛନ୍ତି ସାମ୍ବାଦିକଙ୍କୁ I ସୁର କହିଛନ୍ତି, ତାଙ୍କ ସାନପୁଅ ମନ୍ମଥ ଏବେ ଏୟାର ଇଣ୍ଡିଆରେ ପାଇଲଟ ଭାବେ କାମ କରୁଛି...

















