28.3 C
Bhubaneswar
Friday, July 31, 2026
-Advertisement-
video

ଅଚାନକ ମେଡିକାଲ ଗସ୍ତ

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସ୍ୱାସ୍ଥ୍ୟସେବା ତଦାରଖ । ଆଜି ସକାଳେ ହଠାତ୍ ନୀଳଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗସ୍ତ କରି ସ୍ୱାସ୍ଥ୍ୟସେବା ସମ୍ପର୍କରେ ବୁଝିଛନ୍ତି । ଡାକ୍ତରଖାନାରେ ପହଁଞ୍ଚିବାବେଳେ ଡାକ୍ତର ନଥିବା ଦେଖିବାକୁ ପାଇଥିଲେ । ଏହାସହିତ ରୋଗୀଙ୍କୁ ଚିକିସôାରେ...
video

ରାସ୍ତାରେ ଗଡିଗଡି ଗଲେ କାଉଡିଆ

ଶ୍ରାବଣ ମାସର ଶେଷ ସୋମବାର । ରାତି ଅଧରୁ କାଉଡିଆଙ୍କ ଭିଡ ଲାଗି ଯାଇଥିଲା ବିଭିନ୍ନ ଶୈବପୀଠରେ । କିଏ କେଉଁଠୁ ଦୂରଦୂରାନ୍ତରୁ ପାଣି ଆଣି ରାତି ତମାମ ଅପେକ୍ଷା କରି ରହିଥିଲେ । ବଡି ଭୋରରୁ ଶିବଲିଙ୍ଗରେ...

ବଢିଲା ସିବିଏସଇ ପରୀକ୍ଷା ଫି

ବଢିଲା ସିବିଏସଇ ପରୀକ୍ଷା ଫି । ପରୀକ୍ଷା ଫି ବଢାଇଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସଇ । ଏଣିକି ସାଧାରଣ ବର୍ଗର ଦଶମ ଓ ଦ୍ୱାଦଶ ପରୀକ୍ଷାର୍ଥୀ ଦେବେ ୧୫୦୦ ଟଙ୍କା । ପୂର୍ବରୁ ସାଧାରଣ ବର୍ଗର ପିଲାଙ୍କ...

ଗଜରାଜଙ୍କ ପାଇଁ ଦିନଟିଏ

ଆଜି ହେଉଛି ବିଶ୍ୱ ହାତୀ ଦିବସ । ଦିନକୁ ଦିନ ଗଜରାଜଙ୍କୁ ନେଇ ମଣିଷ ଭୟବୀତ ହେଉଥିବା ବେଳେ ଏହାର ସମାଧାନ ଓ ଗଜରାଜଙ୍କ ସଚେତନା ସୃଷ୍ଟି ପାଇଁ ୨୦୧୨ ମସିହାରୁ ବିଶ୍ୱ ବ୍ୟାପି ହାତୀ ଦିବସ ପାଳିତ ହୋଇ...
video

ଲଗାଣ ବର୍ଷା ଧୋଇଦେଲା ଫସଲ

ବର୍ଷା ନ ଥିଲା, ଜମି ଫାଟି ଆଁକରିରହିଥିଲା, ଚାଷୀ ମୁଣ୍ଡରେ ହାତ ଦେଇ ବସିଥିଲେ । ଏବେ ପୁଣି ସ୍ଥିତି ବଦଳିଗଲା । ତିନିଦିନର ଲଗାଣବର୍ଷା ପରେ ରାୟଗଡା ଜିଲ୍ଲାରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । କେଉଁଠି...

ଚିରନିଦ୍ରାରେ ସ୍ୱାଧିନତା ସଂଗ୍ରାମୀ ଦୟାନିଧି ନାଏକ

ଚାଲିଗଲେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଦୟାନିଧି ନାଏକ । ଭାରତଛାଡ ଆନ୍ଦୋଳନରେ ସାମିଲ ହୋଇ ୯ ମାସ କାରାବରଣ କରି ପଶ୍ଚିମ ଓଡିଶାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଦୟାନିଧି ନାଏକ ଆଉ ଏବେ ନାହାଁନ୍ତି । ବରଗଡ ଜିଲ୍ଲା...

ଶିଶୁଙ୍କ ସୁରକ୍ଷା ପାଇଁ ସଚେତନ କାର୍ଯ୍ୟକ୍ରମ

କଳାହାଣ୍ଡି ଜିଲ୍ଲା କେଗାଁ ପୋଲିସ ତରଫରୁ ଶିଶୁ ଯୌନ ନିର୍ଯ୍ୟାତନା,ଶିଶୁ ଶ୍ରମିକ,ଶିଶୁ ଚାଲାଣ ବନ୍ଦ କରିବାକୁ,ମହାଲିଙ୍ଗ ଆଞ୍ଚଳିକ ମହାବିଦ୍ୟାଳୟରେ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ସଚେତନତା ଶୋଭାଯାତ୍ରାରେ ମହାଲିଙ୍ଗ ଆଞ୍ଚଳିକ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ କେଗାଁ ପୋଲିସ...

ମାଆ, ଝିଅଙ୍କୁ ଛୁରାମାଡ

କୁହାଯାଏ ସ୍ୱାମୀ-ସ୍ତ୍ରୀର ସମ୍ପର୍କ ନିବିଡ । ସାତ ଜନ୍ମର ଅତୁଟ ବନ୍ଧନ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କକୁ ବୁଝାଇଥାଏ । ହେଲେ ରାୟଗଡା ଜିଲ୍ଲାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ସ୍ୱାମୀ ପାଲିଟିଛି ସଇତାନ । ନିଜ ସ୍ତ୍ରୀ ଏବଂ...

ଧୂମଧାମରେ ଶେଷ ହୋଇଛି ଆଦିବାସୀ ଦିବସ 

ଶୁକ୍ରବାର ରାୟଗଡା ଜିଲ୍ଲାରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ଆଦିବାସୀମାନଙ୍କ ପାରମ୍ପରିକ ନାଚ ଗୀତ ସହିତ ଅନୁଷ୍ଠିତ ହୋଇଛି ଏହି ଦିବସ । ଏହି ଦିବସ ଉପଲକ୍ଷେ ମଝିଘରିଆଣି ମନ୍ଦିରରୁ ପାରମ୍ପରିକ ନାଚଗୀତ ସହ ଏକ ଶୋଭାଯାତ୍ରାରେ...

ବିଜେପି ସାଂସଦଙ୍କ ଚିଠି

ଦେଶର ୧୭ଟି ଆଇକନିକ୍‌ ପର୍ଯ୍ୟଟନ ସ୍ଥଳୀରେ ଓଡ଼ିଶାର ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଶ୍ରୀ ଜଗନ୍ନାଥ ମନ୍ଦିରକୁ ସାମିଲ କରାଯିବାକୁ ରାଜ୍ୟ ବିଜେପି ଅଣ୍ଟା ଭିଡ଼ିଛି । ଏ ନେଇ ରାଜ୍ୟ ବିଜେପିର ସମସ୍ତ ସାଂସଦ କେନ୍ଦ୍ର...
- Advertisement -

Latest article

ପାଣିକୁଣ୍ଡରୁ ମିଳିଲା ନିଖୋଜ ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE)ର ଡେମୋନଷ୍ଟ୍ରେସନ୍ ମଲ୍ଟିପର୍ପୋଜ୍ (ଡିଏମ୍) ସ୍କୁଲର ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ୨ୟ ଶ୍ରେଣୀ ଛାତ୍ରୀ ନିଖୋଜ ଘଟଣା। ସ୍କୁଲ୍ ପଛ ପଟେ ଥିବା ପୋଲିସ ରିଜର୍ଭ...

ଜାପାନରେ ବଡ ଭୂକମ୍ପ, ୭.୧ ତୀବ୍ରତା; ସୁନାମୀ ଆଲର୍ଟ ଜାରି

ନୂଆଦିଲ୍ଲୀ: ଆଜି ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି...

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...