ପାକିସ୍ତାନ ରୁଟ୍ ଦେଇ ଯିବନାହିଁ ମୋଦିଙ୍କ ବିମାନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ ପାକିସ୍ତାନ ରାସ୍ତାରୁ କିର୍ଗିଜ୍ସ୍ତାନ ଯିବ ନାହିଁ। ଭିଭିଆଇପି ବିମାନ ଓମାନ, ଇରାନ ଓ ମଧ୍ୟ ଏସିଆ ଦେଶ ଦେଇ କିର୍ଗିଜ୍ସ୍ତାନର ବିଶକେକ ଯିବ ବୋଲି ପ୍ରଶାସନିକ ଅଧିକାରୀ ସୂଚନା ଦେଇଛନ୍ତି। ଜୁନ୍ ୧୩ ଓ...
ରଜ ପରେ ଯୁକ୍ତଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ
ଯୁକ୍ତଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ ଋକ୍ସ ପରେ ଅର୍ଥାତ୍ ୧୭ କିମ୍ବା ୧୮ ସୁଦ୍ଧା ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ୍ ସୂଚନା ଦେଇଛନ୍ତି । ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଫଳ ଜୁନ ୩...
ବିଛାଇ ଥିବା ଜାଲରେ ନିଜେ ପଡିଲେ
ମାଇକ୍ରୋ ଫାଇନାନ୍ସ ଅର୍ଥ ଲୁଟ୍ ହୋଇଥିବା ମିଛ ଅଭିଯୋଗ କରି ନିଜ ଜାଲରେ ନିଜେ ଫସିଛନ୍ତି ମ୍ୟାନେଜର । ଲୋକଙ୍କ ଠାରୁ ସଞ୍ଚୟ କରି କମ୍ପାନି ଟଙ୍କାକୁ ଲୁଚାଇ ତାହା ଲୁଟ ହୋଇଛି ବୋଲି ପୁଲିସ ଆଗରେ ଅଭିଯୋଗ କରିଥିଲେ...
ଖୋଲିଲା ମଝିଘରିଆଣୀଙ୍କ ହୁଣ୍ଡି
କଡା ସୁରକ୍ଷା ମଧ୍ୟରେ ଆଜି ଖୋଲା ହୋଇଛି ଅଧିଷ୍ଠାତ୍ରୀ ଦେବୀ ମଝିଘରିଆଣୀଙ୍କ ଦାନ ହୁଣ୍ଡି । ୪ମାସ ବ୍ୟବଧାନରେ ଆଜି ବିଭିନ୍ନ ସ୍ୱେଛାସେବୀ ସଙ୍ଗଠନ ପକ୍ଷରୁ ଗଣତି କାର୍ଯ୍ୟ ଜାରି ରହିଛି । ସକାଳ ୯ଟାରୁ ଆରମ୍ଭ ହୋଇଥିବା ଏହି...
ରଥଯାତ୍ରା ସିଧା ପ୍ରସାରଣ ନିଲାମ ଡାକରା
ଶ୍ରୀମନ୍ଦିରରେ ରଥଯାତ୍ରା ସିଧା ପ୍ରସାରଣର ନିଲାମ । ସୋମବାର ସଂଧ୍ୟାରେ ଖୋଲାଯାଇଥିବା ନିଲାମ ପତ୍ରରେ ଓଟିଭି ସର୍ବାଧିକ ୫୪ ଲକ୍ଷ ଟଙ୍କା ପକାଇଥିବା ବେଳେ ଏମବିସି ଟିଭି ଦ୍ୱିତୀୟ ସ୍ଥାନରେ ରହିଛି । ଏମବିସି ଟିଭି ୩୬ଲକ୍ଷ ଓ ନ୍ୟୁଜ...
ଶୋଇଥିବାବେଳେ ମୁଣ୍ଡ କାଟିନେଲେ ଦୁର୍ବୃତ୍ତ
ସୀମା ଟପିଲା ନୃଶଂସତା । ଘର ବାହାରେ ଶୋଇଥିବା ବେଳେ ମୁଣ୍ଡ କାଟିନେଲେ ଦୁର୍ବୃତ୍ତ । ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ ତିଲେଇମାଳ ଗାଁରେ ଘଟିଯାଇଛି ଏହି ଅମାନବୀୟ ହତ୍ୟାକାଣ୍ଡ । ମୃତକ ଜଣକ ହେଲେ, ସେହି ଗାଁର ସତ୍ୟନାରାୟଣ...
ପୋଖରୀରେ ବୁଡି ଶିଶୁ ମୃତ
ପୋଖରୀରେ ବୁଡି ୮ ବର୍ଷର ଶିଶୁ ମୃତୁ୍ୟ ହୋଇଛି । ମାଲକାନଗିରି ଜିଲ୍ଲା ଏମଭି-୯ ଗ୍ରାମରେ ଘଟିଛି ଅଘଟଣ । ଶିଶୁଟି ପୋଖରିକୁ ଗାଧେଇବା ପାଇଁ ଯାଇ ମୃତୁ୍ୟ ବରଣ କରିଛି । ସୂଚନା ଅନୁଯାଇ ମୃତ ଶିଶୁ ଜଣକ...
ବ୍ରେକ୍ ଫେଲ ହୋଇ ଗଛରେ ପିଟିହେଲା କମାଣ୍ଡର: ୨ମୃତ
ବଣ୍ଡାଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୨ମୃତ ୪ ଗୁରୁତର । ମାଲକାନଗିରି ଜିଲ୍ଲାର ଖଇରପୁଟ ବଣ୍ଡାଘାଟିରେ କମାଣ୍ଡର ଦୁର୍ଘଟଣା ଗ୍ରସ୍ତ ହୋଇଛି । ସଂନ୍ଧ୍ୟା ପ୍ରାୟ ୫ଟାରେ ଏକ କମାଣ୍ଡର ଖଇରପୁଟରୁ ଯାତ୍ରୀଙ୍କୁ ନେଇ ବଣ୍ଡାଘାଟିର ମୁଦୁଲିପଡା...
ଖୋର୍ଦ୍ଧାରେ ଓଲଟିଲା ବସ: ୧୫ ଆହତ
ଖୋର୍ଦ୍ଧାରେ ଓଲଟିଲା ଯାତ୍ରୀବାହି ବସ୍ । ବେବି ନାମକ ଏକ ଯାତ୍ରୀବାହୀ ବସ ଓଲଟି ପଡ଼ିବାରୁ ୧୫ରୁଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ଏହି ଯାତ୍ରୀବାହି ବସଟି ଭୁବନେଶ୍ୱରରୁ ନୟାଗଡ଼ ଯାଉଥିଲା । ବସର ସାମର୍ଥ୍ୟ ଅପେକ୍ଷା ଦୁଇଗୁଣା...
ପ୍ରଖ୍ୟାତ ଅଭିନେତା ଗିରିଶ କର୍ଣ୍ଣଡଙ୍କ ପରଲୋକ
ଆଉ ନାହାଁନ୍ତି ଅଭିନେତା ତଥା ନିଦେ୍ର୍ଦଶକ ଗିରିଶ କର୍ଣ୍ଣଡ । ସୋମବାର ତାଙ୍କର ପରଲୋକ ହୋଇଯାଇଛି । ସେ ଏକା ଧାରାରେ ଜଣେ ଅଭିନେତା, ଲେଖକ ତଥା ଫିଲ୍ମ ନିର୍ଦ୍ଦେଶକ ଥିଲେ । ମୃତ୍ୟୁ ବେଳକ ତାଙ୍କୁ ୮୧ ବର୍ଷ...


















