ନକ୍ସଲ ପରିଚୟ ଦେଇ କରୁଥିଲେ ଲୁଟପାତ
ରାୟଗଡା ପୋଲିସ ହାବୁଡରେ ପଡିଛନ୍ତି ନକଲି ନକ୍ସଲ. ଗିରଫ ହେବା ପରେ ସେମାନଙ୍କ ନିକଟରୁ ନଗଦ ୧ ଲକ୍ଷ ୮୬ ହଜାର ୯୧୦ ଟଙ୍କା ଜବତ କରିଛି ପୋଲିସ. ନକଲି ନକ୍ସଲ ବନିଥିବା ଅଭିଯୁକ୍ତମାନେ ହେଲେ କାଶିପୁର ଥାନା ଜଲଖୁରା...
ଗଣତନ୍ତ୍ର ଦିବସରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ ?
ଶନିବାର ସାରା ଦେଶରେ ପାଳିତ ହେବ 70ତମ ଗଣତନ୍ତ୍ର ଦିବସ. ଏ ନେଇ ସବୁ ଜିଲ୍ଲାରେ ପ୍ରସ୍ତୁତି ସରିଛି ଏବଂ କେଉଁ ମନ୍ତ୍ରୀ କେଉଁଠି ଯୋଗ ଦେବେ ତାର ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି. ଗ୍ରାମ୍ୟ ଉନ୍ନୟନ ଏବଂ ସଂସଦୀୟ...
ରାଜେନ୍ଦ୍ର କଲେଜ ହେବ ବିଶ୍ୱବିଦ୍ୟାଳୟ
ରାଜେନ୍ଦ୍ର କଲେଜ ହେବ ବିଶ୍ୱ ବିଦ୍ୟାଳୟ । ବଲାଙ୍ଗିରରେ ବିଜୁ ଯୁବ ସମାଜରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଉପସ୍ଥିତଥିବା ଯୁବବର୍ଗଙ୍କୁ ତକ୍ରାଳୀନ ବଲାଙ୍ଗୀର ରାଜା ରାଜେନ୍ଦ୍ର ପ୍ରସାଦଙ୍କ ଭଳି ସେବା ମନୋଭାବ ଆପଣାଇବାକୁ ପରାମର୍ଶ ଦେଇଛନ୍ତି ନବୀନ...
ଅସ୍ୱାଭାବିକ ଭାବେ ବଢୁଛି ମୁଣ୍ଡ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକର କାନପୁରା ପଞ୍ଚାୟତ କାନପୁର ଗାଁରେ ଦେଖିବାକୁ ମିଳିଛି ଏକ ଅଜବ ଦୃଶ୍ୟ. ଉକ୍ତ ଗାଁରେ କ୍ରିଷ୍ଣା ଦେହୁରୀ ନାମକ ଏକ ଛୋଟ ଶିଶୁର ମୁଣ୍ଡ ଅଚାନକ ଭାବେ ବଢୁଥିବା ଦେଖିବାକୁ ମିଳିଛି. କ୍ରିଷ୍ଣା ଦେହୁରୀଙ୍କ...
ଅଧାରେ ସମଲିଙ୍ଗୀ ପ୍ରେମ
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ତୁମରିଖୋଲ ଗାଁରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ସମଲିଙ୍ଗୀ ପ୍ରେମ. ମାମଲା ଏବେ ପୋଲିସ ଥାନାରେ ପହଞ୍ଚିଛି. ମିଳିଥିବା ସୂଚନା ଅନୁସାରେ, ବଡକର୍ଲାକୋଟ ଗ୍ରାମ ପଞ୍ଚାୟତ ତୁମରିକୋଲ ଗାଁର ରିବିକା ସୁନା ନୟାଗଡର...
ଜେଲରୁ ଖସିଯିବାକୁ ଉଦ୍ୟମ
ପୁଣି ପୁଞ୍ଜିଲାଲର ମାଷ୍ଟର ପ୍ଲାନ । ୬ ଅଭିଯୁକ୍ତଙ୍କ ସହ ପାଟଣାଗଡ ଜେଲରୁ ଖସି ପଳାଇବାକୁ ଉଦ୍ୟମ କରିଛି ପୁଞ୍ଜିଲାଲ । ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମାଷ୍ଟରମାଇଣ୍ଡ ତଥା ଅଭିଯୁକ୍ତ ପୁଞ୍ଜିଲାଲ ମେହେର, ଅନ୍ୟ ଅପରାଧିକ ମାମଲାରେ...
ନିଆଁ ଲାଗି 20 ବଖରା ପାଉଁଶ
ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ଚିନ୍ତାଲିଗୁଡା ଗାଁରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି. ଫଳରେ ଅଗ୍ନିକାଣ୍ଡରେ ପ୍ରାୟ 7ଟି ପରିବାରର 20 ବଖରା ଘର ପୋଡି ପାଉଁଶ ହୋଇଯାଇଛି. ଅଗ୍ନିକାଣ୍ଡ ଏଭଳି ଭୟଙ୍କର ଥିଲା ଯେ, ଚାହୁଁଚାହୁଁ...
12 ଘଣ୍ଟିଆ କେନ୍ଦ୍ରାପଡା ବନ୍ଦ
ରାଷ୍ଟ୍ରୀୟ ସୁରକ୍ଷା ମଞ୍ଚ ପକ୍ଷରୁ ଗୁରୁବାର କେନ୍ଦ୍ରାପଡାରେ 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି. ଫଳରେ ସମସ୍ତ ଯାନବାହନ ଚଳାଚଳ ବନ୍ଦ ରହିଛି ଏବଂ ଅନେକ ଜାଗାରେ କର୍ମୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି. ଏହାସହ ଇଣ୍ଟରନେଟ ସେବା...
ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜିଲ୍ଲା କୃଷି ଉପ-ନିର୍ଦ୍ଦେଶକ ମୃତ
ବୌଦ୍ଧ ଜିଲ୍ଲା ରାଜନଗର ଛକ ନିକଟ 57 ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି. ଫଳରେ ସେଥିରେ ଯାଉଥିବା ବୌଦ୍ଧ ଜିଲ୍ଲାର କୃଷି ଉପ-ନିର୍ଦ୍ଦେଶକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି. ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ...
ରାହୁଲଙ୍କ ଗସ୍ତକୁ ନେଇ ଜୋସରେ କଂଗ୍ରେସ
ଓଡିଶାବାସୀଙ୍କୁ ଉଦବୋଧନ ଦେବାକୁ ଶୁକ୍ରବାର ଓଡିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ତେବେ ରାହୁଲଙ୍କ ଗସ୍ତ ପାଇଁ ପ୍ରଚାର କାର୍ଯ୍ୟରେ ୧୦ଟି ରଥ ନିୟୋଜିତ ହୋଇଛି । ମଙ୍ଗଳବାରଠାରୁ ରାଜ୍ୟ କଂଗ୍ରେସ ଭବନରୁ ଏହି ରଥ...








