ବେଙ୍ଗାଳୁରୁରେ ପହଁଞ୍ଚିଲେ ମୁଖ୍ୟମନ୍ତ୍ରୀ
ସିଲିକନ ସିଟି ବେଙ୍ଗାଳୁରରୁ ଆସିବ ବଡ ନିବେଶ । ଦୁବାଇ, ନୂଆଦିଲ୍ଲୀ, ମୁମ୍ବାଇ ପରେ ଆସନ୍ତାକାଲି ବେଙ୍ଗାଳୁରରେ ହେବ ଓଡିଶା ଇନଭେଷ୍ଟର୍ସ ମିଟ୍ । ନିବେଶ ସମ୍ମିଳନୀରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ । ବେଙ୍ଗାଳୁରରେ ଆଜି ପହଁଞ୍ଚିସାରିଛନ୍ତି...
ଅନୀଲ ଧୀରଙ୍କୁ ପଞ୍ଚମ ଗଣେଶ ପରିଜା ସ୍ମାରକୀ ସମ୍ମାନ
ବିଶିଷ୍ଟ ଗବେଷକ ଅନୀଲ ଧୀରଙ୍କୁ ଚଳିତବର୍ଷର ପଞ୍ଚମ ଗଣେଶ ପରିଜା ସ୍ମାରକୀ ସମ୍ମାନ ପ୍ରଦାନ କରାଯାଇଛି । ଶାରଳା ସ୍ମାରକ ପକ୍ଷରୁ ଗୀତହୋବିନ୍ଦ ଭବନରେ ଅନୁଷ୍ଠିତ ଗଣେଶ ପରିଜା ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା ।...
ଦେଶବ୍ୟାପୀ ପିଏଫଆଇ ଲିଙ୍କରେ ଜୋରଦାର ରେଡ୍
ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ଉପରେ ଆଜି ସାରା ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ରେଡ୍ ଚାଲିଛି । ଏହି ମାମଲାରେ ଦିଲ୍ଲୀରୁ ଏବେ ସୁଦ୍ଧା ୩୨ ଲୋକଙ୍କୁ ଗିରଫ କରାଯାଇଛି । ଆସାମ, କର୍ଣ୍ଣାଟକ, ମହାରାଷ୍ଟ୍ର , ଦିଲ୍ଲୀ ସମେତ...
ଚୀନ୍ ସୀମାରେ ଯୁଦ୍ଧ ବିମାନ ଉଡାଇଲେ ତିନି ଝିଅ
ଚୀନ ସୀମାରେ ଫାଇଟର ଜେଟ୍ ଉଡାଇଛନ୍ତି ଭାରତର ବାହାଦୁର ଝିଅ । ନାରୀ ଶକ୍ତିର ଦମ ଦେଖାଇଛନ୍ତି ତିନି ଝିଅ । ଦୁନିଆର ସବୁଠୁ ଉଚା ଯୁଦ୍ଧକ୍ଷେତ୍ର ସିଆଚିନ୍ ହେଉ କିମ୍ବା ଅରୁଣାଞ୍ଚଳ ପ୍ରଦେଶର ଭୟଙ୍କର ପାହାଡି ଇଲାକା ବିଜୟନଗର...
ପ୍ରେମ ବିବାହକୁ ସଫଳ କରାଇବାକୁ ମା’ଙ୍କୁ ଚିଠି
ଟଙ୍କା ଗଣୁ ଗଣୁ ହୁଣ୍ଡିରୁ ବାହାରିଲା ଚିଠି । ପ୍ରେମ ବିବାହକୁ ସଫଳ କରାଇବାକୁ ମା’ଙ୍କୁ ଚିଠି । ମା’ ସମଲେଇ ମନ୍ଦିର ହୁଣ୍ଡିରୁ ଟଙ୍କା ସହ ବାହାରିଛି ଚିଠି । ମନସ୍କାମନା ପୂରଣ ପାଇଁ ଭକ୍ତ ଭଗବାନଙ୍କ...
ଶ୍ୱାସରୁଦ୍ଧରୁ ଧର୍ମେନ୍ଦ୍ରଙ୍କ ମୃତ୍ୟୁ
ବିଜେଡି ଜିଲ୍ଲାପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣା । ଆସିଲା ମୃତ ଧର୍ମେନ୍ଦ୍ର ସାହୁଙ୍କର ପୋଷ୍ଟମର୍ଟମ ରିପୋର୍ଟ । ଶ୍ୱାସରୁଦ୍ଧ ଯୋଗୁଁ ଧର୍ମେନ୍ଦ୍ରଙ୍କର ମୃତ୍ୟୁ ଘଟିଥିବା ରିପୋର୍ଟରେ କୁହାଯାଇଛି । ଶରୀରରେ ଆଉ କୌଣସି ସ୍ଥାନରେ ଆଘାତ ଚିହ୍ନ...
ସୋସିଆଲ ମିଡିଆରେ ଦୁଇ ଭଉଣୀଙ୍କ ଜୋରଦାର କଳି
ସୋସିଆଲ ମିଡିଆରେ ଘୁରି ବୁଲୁଛି ଦୁଇ ଭଉଣୀ ଦୂତୀ-ସରସ୍ୱତୀଙ୍କ କଳି । ପରସ୍ପରର ଚରିତ୍ର ସଂହାର କରିଛନ୍ତି । ଆଜି ସୋଶାଲ୍ ମିଡିଆରେ ପ୍ରଥମ ପୋଷ୍ଟଟି ସରସ୍ୱତୀ ଚାନ୍ଦଙ୍କର ଆସିଥିଲା, ଯେଉଁଥିରେ ସେ ଦୂତୀଙ୍କ ପାରିବାରିକ ଜୀବନ, ଚାରିତ୍ରିକ...
ପୂଜାରେ ଭିଜାଇବ ବର୍ଷା
ଏଥର ଭିଜିବ ଦଶହରା । ବଙ୍ଗୋପ ସାଗରରେ ପୁଣି ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ । ଦଶହରାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨୭ ତାରିଖରେ ଘୂର୍ଣ୍ଣିବଳୟ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଉପକୁଳବର୍ତ୍ତୀ ଜିଲ୍ଲାର...
ବାପା, ଭାଇ ଦଳରୁ ନିଲମ୍ବିତ
ଉତ୍ତରାଖଣ୍ଡର ରିସ୍ପେସନିଷ୍ଟ ଅଙ୍କିତାଙ୍କ ହତ୍ୟାକାଣ୍ଡର ମୁଖ୍ୟ ଦୋଷୀ ପୁଲକିତ ଆର୍ଯ୍ୟଙ୍କ ବାପା ବିନୋଦ ଆର୍ୟ୍ୟ ଏବଂ ତାଙ୍କ ଭାଇ ଅଙ୍କିତ ଆର୍ୟ୍ୟଙ୍କୁ ବିଜେପି ଦଳରୁ ନିଲମ୍ବିତ କରିଛି। ଏ ନେଇ ଉତ୍ତରାଖଣ୍ଡ ବିଜେପିର ପ୍ରଦେଶ ମହାମନ୍ତ୍ରୀ...
ବିଧାନସଭାରେ ଭିଡିଓ ଗେମ୍ ଖେଳିଲେ ବିଧାୟକ
ବିଧାନସଭାରେ ଗୃହକାର୍ୟ୍ୟ ଚାଲିଥିବା ବେଳେ ମୋବାଇଲରେ ‘ତିନ୍ ପତି’ ଖେଳୁଥିଲେ ବିଧାୟକ । ଉତ୍ତର ପ୍ରଦେଶର ମହୋବା ଆସନରେ ଥିବା ବିଜେପି ବିଧାୟକଙ୍କ ର ଏମିତି ଭିଡିଓ ଏବେ ଭାଇରାଲ ହେଉଛି । ଏହି ଭିଡିଓକୁ ସମାଜବାଦୀ ପାର୍ଟି...


















