କରୋନାରେ ଆଖି ବୁଜିଲେ ମମତା ବାନାର୍ଜୀଙ୍କ ଭାଇ
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଡୀଙ୍କ ଭାଇ ଅସୀମ ବାନାର୍ଜୀଙ୍କ ଆଜି ସକାଳେ ଦେହାନ୍ତ ହୋଇଛି । କୋଭିଡରେ ଆକ୍ରାନ୍ତ ହେବା ପରେ ତାଙ୍କ ପରଲୋକ ଘଟିଥିବା କୁହାଯାଇଛି । କୋଭିଡ ପଜିଟିଭ ରିପୋର୍ଟ ଆସିବା ପରେ ହସପିଟାଲରେ ତାଙ୍କୁ ଭର୍ତ୍ତି...
ପଶ୍ଚିମବଙ୍ଗରେ ବଢିଲା ଲକଡାଉନ୍
ପଶ୍ଚିମବଙ୍ଗରେ ଆସନ୍ତାକାଲିଠାରୁ ଲକ୍ ଡାଉନ ଅବଧି ଦୁଇ ସପ୍ତାହ ପାଇଁ ବଢିଲା । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଲକ୍ ଡାଉନ ନିୟମକୁ ମଧ୍ୟ ରାଜ୍ୟ ସରକାର ପୂର୍ବାପେକ୍ଷା ଅଧିକ କଡା...
ନୂଆ ରୂପରେ ସ୍ୱର୍ଗଦ୍ୱାର
ନୂଆରୂପରେ ସ୍ୱର୍ଗଦ୍ୱାର ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏହାକୁ ଆଜି ଉଦଘାଟନ କରିଛନ୍ତି । ଶବ ସଂସ୍କାର ପାଇଁ ଆସୁଥିବା ଲୋକଙ୍କ ପାଇଁ ନୂଆ ସ୍ୱର୍ଗଦ୍ୱାରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସ୍ୱର୍ଗଦ୍ୱାରରେ...
ଛୋଟ ପିଲା ହେଲେ କାମ ମହାନ୍
ଏତେ କମ୍ ବୟସରେ ମଧ୍ୟ ସେ ଅନ୍ୟ ଜଣଙ୍କ କଷ୍ଟ ବୁଝି ପାରୁଛନ୍ତି । ସେଥିପାଇଁ ତ ଖୋଦ୍ ପୋଲିସ କମିଶନର ତାଙ୍କୁ ପ୍ରଶଂସା ବି କରିଛନ୍ତି । ନିଜ କ୍ଟ୍ରସଶଶଚ୍ଚ ଭବଦ୍ଭଳ ଭାଙ୍ଗି ୧୧ ହଜାର ଟଙ୍କା ଗିପ୍ଟ...
ଭଡାଟିଆଙ୍କୁ ଭଗବାନ୍ ଭରସା
(ରିପୋର୍ଟ : ଯମୁନା ରାଉତରାୟ) ରାଜ୍ୟରେ ଏବେ କରୋନା ଉପରମୁହାଁ । ଦିନକୁ ଦିନ ପଜିଟିଭ୍ ସଂଖ୍ୟା ମଧ୍ୟ ଦ୍ରୁତ ବେଗରେ ବଢିବାରେ ଲାଗିଛି । ଆପଣ ମାନେ ସମସ୍ତେ ଅବଗତ ଥିବେ ଯେ ସ୍ଥିତି ଏବେ କେତେ ଭୟଙ୍କର...
ସ୍ପୁଟନିକ-ଭି ଦର ୯୪୮ ଟଙ୍କା
ଋୁଷୀୟ ଟିକା ସ୍ପୁଟନିକ-ଭି ଦର ପ୍ରକାଶ କଲା ଡ.ରେଡ୍ଡୀ ଲ୍ୟାବ୍ । ସ୍ପୁଟନିକ-ଭି ଡୋଜ୍ ପିଛା ଦର ୯୪୮ ଟଙ୍କା ପଡିବ । ତେବେ ୫% ଜିଏସଟି ପରେ ଦର ପାଖାପାଖି ୯୯୫ ଟଙ୍କା ପଡିବ ବୋଲି କୁହାଯାଇଛି ।...
କରୋନାରେ ଆଖି ବୁଜିଲେ ଏହି ଭାଇରାଲ ଯୁବତୀ
ଜୀବନକୁ ଭଲ ପାଉଥିବା ଯୁବତୀ ମୃତ୍ୟୁ ସହ ଲଢି ଲଢି ହାରିଯାଇଛନ୍ତି । ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସିତ ହେବା ସମୟରେ କରୋନାରେ ତାଙ୍କର ମୃତ୍ୟୁ ଘଟିଛି । ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି ସେହି ଯୁବତୀଙ୍କୁ ଚିକିତ୍ସା...
ଏଠାରେ ଜୁନ୍ ୧ ଯାଏ ବଢିଲା ଲକଡାଉନ୍
ଦେଶରେ କରୋନାରେ ଭୟଙ୍କର ରୂପ । ପ୍ରତ୍ୟେକ ଦିନ ମହାରାଷ୍ଟ୍ରରେ ରେ ୩ ଲକ୍ଷରୁ ଉର୍ଦ୍ଧ୍ୱ କରୋନା ସଙ୍କ୍ରମିତ ଚିହ୍ନଟ ହେଉଛନ୍ତି । ମୃତ୍ୟୁ ସଂଖ୍ୟାରେ ମଧ୍ୟ ବ୍ରେକ୍ ଲାଗୁନି । ଏହାକୁ ନଜରରେ ରଖି ମହାରାଷ୍ଟ୍ର ସରକାର ଲକ୍ଡାଉନ...
ଅଜବ ବିଶ୍ବାସ: ଗୋବର ଓ ଗୋମୁତ୍ରରେ ଗାଧଉଛନ୍ତି ଭାରତୀୟ
ଅଜବ ବିଶ୍ବାସ । କରୋନାରୁ ବଞ୍ଚିବା ପାଇଁ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଗୋବର ଓ ଗୋମୁତ୍ରରେ ଗାଧଉଛନ୍ତି ଭାରତୀୟ । କେହି କେହି ଗୋମୁତ୍ର ବି ପିଉଛନ୍ତି । ଗୁଜରାଟରେ କିଛି ଲୋକ କରୋନାରୁ ବର୍ତ୍ତିବା...
ଆଖି ବୁଜିବା ଆଗରୁ ଶେଷ ମେସେଜ୍
ଡକ୍ଟର ଡିମ୍ପଲ ଆରୋରା ଚାଓ୍ବଲା । ବୟସ 34 ବର୍ଷ । ପ୍ରଫେସନ ଦାନ୍ତ ଡାକ୍ତର । ସାତମାସର ଗର୍ଭବତୀ ଥିଲେ ଡିମ୍ପଲ । ମାତ୍ର ଅପ୍ରେଲ ମାସରେ ସେ କରୋନା ଆକ୍ରାନ୍ତ ହେଲେ । କରୋନାରେ ଆକ୍ରାନ୍ତ ହେବାର...














