ନବୀନଙ୍କ ସହ କଥା ହେଲେ ଧର୍ମେନ୍ଦ୍ର
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ କରୋନା ଟିକା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କୁ ଜଣାଇଲେ ନବୀନ । କରୋନାକୁ ନେଇ ଆଗାମୀ ୧୫ ଦିନ ଓଡିଶା ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ମଧ୍ୟ ରହିଛି ।...
ଅନୁଗୁଳ ଓ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ମୃତ
ରାଜ୍ୟରେ ପଜିଟିଭ୍ଙ୍କ ସଂଖ୍ୟା କମିବାରେ ନା ନେଉନାହିଁ । ଆଜି ମଧ୍ୟ ୧୦ ହଜାର ପାର୍ କରିଛି ଦୈନିକ ସଙ୍କ୍ରମଣ । ନୂଆ ୧୦୯୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୬୧୪୯ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ...
କୋଭିଡ୍ ସହ ଯୁଦ୍ଧରେ ହାରିଗଲେ ରାମ ମିଶ୍ର
ମେ ଫେୟାର ଗ୍ରୁପର ଭାଇସ ପ୍ରେସିଡେଣ୍ଟ ରାମ ମିଶ୍ରଙ୍କ ଦେହାନ୍ତ ହୋଇଛି । କୋଭିଡରେ ଆକ୍ରାନ୍ତ ହୋଇ ସେ ଭୁବନେଶ୍ବର ସ୍ଥିତ ଆମ୍ରି ହସପିଟାଲରେ ଚିକିତ୍ସିତ ହେଉଥିଲେ । ମାତ୍ର କୋଭିଡ ସହ ଯୁଦ୍ଧରେ ଶେଷରେ ହାରିଗଲେ ରାମ ମିଶ୍ର...
ଗଙ୍ଗାରେ ଭାସୁଥିବା ମୃତଦେହ କାହାର ?
ଭୟଙ୍କର ପରିସ୍ଥିତି । କୋଭିଡ ପରିସ୍ଥିତି କେତେ ଭୟଙ୍କର ହୋଇପାରେ, ତାହା ବର୍ଣ୍ଣନା କରୁଛି ଏ ଘଟଣା । ଗତକାଲି ବିହାରର ବକ୍ସର ନିକଟସ୍ଥ ଗଙ୍ଗାକୂଳରେ ଶତାଧିକ ମୃତଦେହ ଆସି ଲାଗିଥିଲା । ଆଜି ଉତ୍ତରପ୍ରଦେଶର ଗାଜିପୁର ସ୍ଥିତ ଗଙ୍ଗା...
ଭୁବନେଶ୍ୱରରେ ଆଉ ୩ଟି ସ୍ଥାନରେ ହେଲା ଡ୍ରାଇଭିଂ ଟିକା ଅଭିଯାନ
ବିଏମସି ପକ୍ଷରୁ ଏସପ୍ଲାନେଡ ମଲ ପାର୍କିଂ ସ୍ଥାନରେ ଡ୍ରାଇଭିଂ ଟିକା ଅଭିଯାନ ଆରମ୍ଭ ହୋଇଥିଲା । ଏବଂ ଏଥିରେ ଲୋକେ ଖୁସି ଥିବା ଜଣାପଡିଛି । ଡ୍ରାଇଭିଂ ଟିକା ସଫଳ ହେବା ପରେ ଆଜି ଠାରୁ ଆଉ ତିନୋଟି ସ୍ଥାନରେ...
ଓମଫେଡ୍ କ୍ଷୀରରୁ ବାହାରିଲା ଜୀଅନ୍ତା ପୋକ
ପ୍ୟାକେଟ୍ ଉପରେ ତାରିଖ ଠିକ୍ । କିନ୍ତୁ ଭିତରେ ଜୀଅନ୍ତା ପୋକ ସାଲୁବାଲୁ । ଗନ୍ଧଉଛି କ୍ଷୀର । କ୍ଷୀର ପ୍ୟାକେଟ୍ ଖୋଲୁ ଖୋଲୁ ନଜରକୁ ଆସିଥିଲା ଏମିତି ଦୃଶ୍ୟ । ଲକଡାଉନରେ ଲୋକଙ୍କ ଜୀବନ ସହ ସାଂଘାତିକ...
ହିନ୍ଦୁଙ୍କ ଶବ ସତ୍କାର କଲେ ମୁସଲିମ୍
ଭାରତବର୍ଷରେ ହିନ୍ଦୁ ଓ ମୁସଲମାନକୁ ନେଇ ଧାର୍ମିକ ଅସହିଷ୍ଣୁତାର କଥା କୁହାଯାଉଥିବା ବେଳେ ଏଠାରେ ଧର୍ମର ଉର୍ଦ୍ଧରେ ମାନବିକତାର ପରିଚୟ ଦେଖିବାକୁ ମିଳିଛି। ଜାତି, ଧର୍ମ,ବର୍ଣ୍ଣ ନିର୍ବିଶେଷରେ ମହାମାନବିକତା ର ପରିଚୟ ସ୍ରୁଷ୍ଟି କରିଛନ୍ତି ଏହି ବ୍ଯକ୍ତି ଜଣକ। ଧର୍ମରେ...
କରୋନାରେ ଆଖି ବୁଜିଲେ ଡାକ୍ତର
ଟିକା ନେଲେ କରୋନା ହେବାର ପ୍ରଶ୍ନ ଉଠୁନି । ଯଦିବା କରୋନା ହେବ ଟିକା ନେଇଥିଲେ ଆକ୍ରାନ୍ତ ଗୁରୁତର ହେବ ନାହିଁ । ଏକଥା ଆମେ କହୁନୁ । ଏହା ବିଶେଷଜ୍ଞ ଏବଂ ସରକାର ଉଭୟ କହୁଛନ୍ତି। କରୋନା...
ବୁଲା ଗୋରୁ ଓ କୁକୁରଙ୍କ ପାଇଁ ୬୦ ଲକ୍ଷ
କୋଭିଡ୍ ମହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ରାଜ୍ୟରେ ଲକ୍ଡାଉନ୍ ଜାରି ରହିଛି । ଏହି ସମୟରେ ବୁଲା ଗାଈଗୋରୁ ଓ କୁକୁର ଆଦି ପ୍ରାଣୀମାନେ ଖାଦ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ନଜରରେ ରଖି ବୁଲା ଗୋରୁ ଓ...
ବାପାର ଶବକୁ ଅତି ଦୟନୀୟ ଅବସ୍ଥାରେ ନେଲା ପୁଅ
ମହାପ୍ରୟାଣ ଗାଡି କାହା ପାଇ? ରାତି ତମାମ ମେଡିକାଲରେ ପଡି ରହିଲା ଶବ । କିନ୍ତୁ ମିଳିଲାନି ମହାପ୍ରୟାଣ ଗାଡି । ଅନେକ ଗୁହାରି ପରେ ବି କେହି ନଶୁଣିବାରୁ ନିଜେ ଅଧକିଲୋମିଟର ବାପାଙ୍କ ଶବକୁ ବୁହାଇଲା ପୁଅ...















