କଟକରେ ନୂଆ ଷ୍ଟ୍ରେନ୍ ଆଶଙ୍କା
କଟକର ଏକ ଘରୋଇ ଶିକ୍ଷାନୁଷ୍ଠାନରୁ 17 ଜଣ କୋଭିଡ୍ ପଜିଟିଭ୍ । ଅନ୍ୟ ରାଜ୍ୟରୁ ଏହି ଘରୋଇ ଶିକ୍ଷାନୁଷ୍ଠାନକୁ ଯିବା ଆସିବା ରହିଥିବାରୁ କୋଭିଡ ପଜିଟିଭ୍ ଭିତରେ ନୂଆ ଷ୍ଟ୍ରେନ୍ ଥିବା ଆଶଙ୍କା କରାଯାଉଛି । 17 ଜଣ କର୍ମଚାରୀଙ୍କ...
ସୁରାକ୍ ଦେବ କଙ୍କାଳର ସ୍କେଚ୍
ଯାଆଁଳା ଫାଣ୍ଡି ପରିସରରୁ ଜବତ ଗାଡି ଭିତରୁ ମିଳିଥିବା ନର କଙ୍କାଳର ସ୍କେଚ ଜାରି କରିଛି ପୋଲିସ । ବେଙ୍ଗାଲୁରର ଏକ କଂପାନୀ ଏହି ସ୍କେଚ୍ ପ୍ରସ୍ତୁତ କରିଛି । ଯଦିଓ ସ୍କେଚ୍ ମହିଳାଙ୍କ ଚେହେରା ସହ ସଂପୂର୍ଣ୍ଣ ମ୍ୟାଚ...
ଓଡିଶା ଆସୁଛନ୍ତି ରାଷ୍ଟ୍ରପତି
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତକାଲି ଓଡିଶା ଗସ୍ତରେ ଆସୁଛନ୍ତି । ଆସନ୍ତାକାଲି ସଂଧ୍ୟା 6ଟାରେ ସେ ଭୁବନେଶ୍ବରରେ ପହଞ୍ଚିବେ । ମାର୍ଚ୍ଚ 21 ଓ 22 ଦୁଇଦିନିଆ ଗସ୍ତକାଳ ଭିତରେ ରାଷ୍ଟ୍ରପତି ପୁରୀ ଶ୍ରୀମନ୍ଦିର ଓ କୋଣାର୍କ ଯିବାର କାର୍ଯ୍ୟକ୍ରମ...
କାଲି ଉତ୍ତର ରଖିବେ ମନ୍ତ୍ରୀ
ବିଧାନସଭା ଅଚଳାବସ୍ଥା ଦୂର ପାଇଁ ଆଜି ସର୍ବଦଳୀୟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଚାଷୀଙ୍କ ଧାନକିଣା ପ୍ରସଙ୍ଗରେ ଆସନ୍ତାକାଲି ସାଢେ ଏଗାରଟାରେ ଯୋଗାଣମନ୍ତ୍ରୀ ଉତ୍ତର ରଖିବେ । ସେହିପରି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗ...
ବିଧାନସଭା ବାହାରେ ହାଇଡ୍ରାମା : ନବୀନ ନିବାସ ଗଲେ ବିଜେପି ନେତା
ପାଞ୍ଚଦିନ ଧରି ବିଧାନସଭାରେ ଅଚଳାବସ୍ଥା ଲାଗିରହିଛି । ଗୃହର ନେତା ହିସାବରେ ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଆସୁନାହାଁନ୍ତି । କିନ୍ତୁ ବାହାରେ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି । ଏମିତି ଆରୋପ ଲଗାଇ ଆଜି ବିଜେପି ବିଧାୟକ ଓ ନେତାମାନେ ବିଧାନସଭାରୁ...
ଆଜି ରାଜ୍ୟରେ 82 ପଜିଟିଭ୍
ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ପୁଣି ବୃଦ୍ଧି ପାଇବା ଆରମ୍ଭ କରିଛି । ଆଜି 82 ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କ୍ବାରେଣ୍ଟିନରୁ 48 ଜଣ ଏବଂ ଲୋକାଲରୁ 34 ଜଣ ଚିହ୍ନଟ ହୋଇଛନ୍ତି । ମୟୁରଭଞ୍ଜରୁ ସର୍ବାଧିକ...
ଭୁବନେଶ୍ୱରରେ ଟ୍ରାନ୍ସଫର୍ମର ଫାଟି ୪ ଗୁରୁତର
ଭୁବନେଶ୍ୱରରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଫାଟି ୪ ଗୁରୁତର । ଚନ୍ଦ୍ରଶେଖରପୁର ସ୍ଥିତ ଓମଫେଡ ଅଫିସ ଗେଟ୍ ସମ୍ମୁଖରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମର ଫାଟି ଯିବାରୁ ନିକଟରେ ଥିବା ଏକ ଜଳଖିଆ ଦୋକାନ ମାଲିକ ଓ ତାଙ୍କ ପୁଅ ଗୁରୁତର ଆହତ...
ପୁରୀ ବସଷ୍ଟାଣ୍ଡରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୩ବସ୍
ପୁରୀ ବସ୍ ଷ୍ଟାଣ୍ଡରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୩ଟି ବସ୍ ସମ୍ପୂର୍ଣ୍ଣ ଜଳିଯାଇଛି । କୌଣସି କାରଣରୁ ନିଆଁଲାଗି ୩ଟି ବସ୍ ଜଳିଯାଇଛି । ବସ୍ ଛିଡା ହୋଇଥିବାବେଳେ ନିଆଁ ଲାଗିଛି । ନିଆଁ ଲାଗିବାର କାରଣ...
ଓଡିଶାରେ ସଙ୍କ୍ରମଣ ବଢିବାର ସମ୍ଭାବନା ରହିଛି
ଦେଶର ବିଭିନ୍ନ ରାଜ୍ୟରେ କରୋନା ସଙ୍କ୍ରମଣ ବଢିବା ପରେ ରାଜ୍ୟରେ ସ୍ଥିତି ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ନିରଞ୍ଜନ ମିଶ୍ର । ଓଡିଶାରେ ସଙ୍କ୍ରମଣ ବଢିବା ସମ୍ଭାବନା ଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଗତ...
ଓଡିଶାରେ କରୋନାକୁ ବର୍ଷେ ପୁରିଗଲା
ଓଡିଶାରେ କରୋନା ସଂକ୍ରମଣର ବର୍ଷେ ପୁରିଗଲା । 2020 ମାର୍ଚ୍ଚ 15 ତାରିଖରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ଇଟାଲିରୁ ଫେରିଥିବା ଭୁବନେଶ୍ବର ବଡଗଡ ଅଞ୍ଚଳର ଜଣେ ଯୁବକ ଥିଲେ ପ୍ରଥମ କରୋନା ରୋଗୀ । କ୍ୟାପିଟାଲ...















