ପରିବା ବୋଝେଇ ଗାଡିରେ ଆସୁଛି ମଦ
ଚିନ୍ତାରେ ମଦୁଆ ଓ ମଦ ବେପାରୀ. କରୋନା କଟକଣା ଭିତରେ ଓର ଉଣ୍ଡୁଛନ୍ତି ମଦ ମାଫିଆ. ଅନ୍ଧାର ରାତିକୁ ଅପେକ୍ଷା କରି ରହୁଛନ୍ତି . ଆଉ ପରିବା ବୋଝେଇ ଗାଡିରେ ପଶ୍ଚିମବଙ୍ଗରୁ ଆମଦାନୀ କରୁଛନ୍ତି ମଦ. ସାରା ରାଜ୍ୟରେ ଲକ୍...
ଆମେ ଫସିଛୁ, ଆମକୁ ଉଦ୍ଧାର କର
ପ୍ରବାସୀ ଛାତ୍ରଛାତ୍ରୀଙ୍କୁ ଭୁଲିଗଲେ କି ସରକାର । ସାରା ଦେଶରେ ଲକ୍ ଡାଉନ୍ ଜାରି ରହିଥିବା ବେଳେ ବାହାର ରାଜ୍ୟରେ ଫସି ରହିଛନ୍ତି ଅନେକ ଓଡିଆ ଛାତ୍ରଛାତ୍ରୀ । କୋଟାରେ ଫସି ରହିଛନ୍ତି ପ୍ରାୟ ୧୨ ଶହରୁ ଅଧିକ ଓଡିଆ...
ଆରପାରିରେ ବିଜୟ ମିଶ୍ର
ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ରଙ୍କ ପରଲୋକ । ୮୩ ବର୍ଷ ବୟସରେ ନାଟ୍ୟକାର ବିଜୟ ମିଶ୍ରଙ୍କ ଦେହାନ୍ତ । ରାଜଧାନୀର ଏକ ଘରୋଇ ନର୍ସିଂ ହୋମରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅନେକ ଓଡିଆ ଚଳଚ୍ଚିତ୍ର ,...
ହଟିଲା ୬୦ ଘଣ୍ଟିଆ ସଟ୍ ଡାଉନ୍
କରୋନା ମୁକାବିଲା ପାଇଁ ବାଲେଶ୍ବର, ଭଦ୍ରକ ଓ ଯାଜପୁରକୁ ଲାଗୁ କରାଯାଇଥିବା ୬୦ ଘଣ୍ଟିଆ ସଟ୍ ଡାଉନ୍ ହଟିଲା । ୩ ଟି ଜିଲ୍ଲାରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏପ୍ରିଲ୍ ୨୩ ରାତି ୧୦ଟାରୁ ୨୬...
କରୋନା ଭାଇରସ୍କୁ ନେଇ ମନ୍ କି ବାତ୍ରେ କଣ କହିଲେ ପ୍ରଧାନମନ୍ତ୍ରୀ ?
ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କରୋନା ଯୁଦ୍ଧରେ ଲଢୁଥିବା ଦେଶର ପ୍ରତ୍ୟେକ ନାଗରିକଙ୍କୁ ଜଣେ ଜଣେ ଯୋଦ୍ଧା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଦେଶର ପ୍ରତ୍ୟେକ ନାଗରିକ କରୋନା...
କୋଭିଡ ସଂକଟରୁ ମୁକୁଳିବା ପାଇଁ MSMEକୁ ସହାୟତା ଦରକାର : ଡକ୍ଟର ଚାନ୍ଦ୍
ସାରା ବିଶ୍ୱ କୋଭିଡ ୧୯ରେ ଆକ୍ରାନ୍ତ ହୋଇଥିବା ବେଳେ ଅର୍ଥନୀତି ଓ ଶିଳ୍ପଦ୍ୟୋଗକୁ ଏହା ଭୟଙ୍କର ଭାବେ ପ୍ରଭାବିତ କରିବାକୁ ଯାଉଛି । ଏଥିରୁ ମୁକୁଳିବା ପାଇଁ ଅର୍ଥନୀତି ଓ ଶିଳ୍ପ ବିଶାରଦମାନେ ଭିନ୍ନ ଭିନ୍ନ ପନ୍ଥା ଖୋଜିବା...
କେଉଁ ଦୋକାନ ଖୋଲା ରହିବ ? କେଉଁ ଦୋକାନ ବନ୍ଦ ରହିବ ?
କରୋନା ଲକ୍ଡାଉନ୍ ବେଳେ ଦୋକାନ ଖୋଲିବା ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି । ଗ୍ରାମାଞ୍ଚଳରେ ଥିବା ସମସ୍ତ ଦୋକାନ ଖୋଲା ରହିବ। ସେହିପରି ସହରାଞ୍ଚଳରେ ଥିବା ସମସ୍ତ ଗୋଟିକିଆ ଦୋକାନ ତଥା ଆବାସିକ ଅଞ୍ଚଳ...
ଓଡିଶା ପାଇଁ ବାତ୍ୟା ଭୟ !
ଏବେ କରୋନା ସଙ୍କଟ ସମୟ ଦେଇ ରାଜ୍ୟ ଗତି କରୁଥିବା ବେଳେ ଆଉ ଏକ ବିପଦ ଓଡିଶା ଉପରକୁ ଆସୁଛି। ଓଡିଶା ପାଇଁ ବାତ୍ୟାର ଭୟ ରହିଛି। ଚଳିତ ବର୍ଷ ମେ’ରେ ଏହି ବାତ୍ୟା ହୋଇପାରେ ବୋଲି ଆଶଙ୍କା କରାଯାଉଛି।...
କରୋନା କଟକଣା ଭିତରେ ହେବ ରଥଯାତ୍ରା !
ବନ୍ଦ ହେବନି ମହାପ୍ରଭୁଙ୍କ ରୀତିନୀତି I କରୋନା କଟକଣା ଭିତରେ ହେବ ମହାପ୍ରଭୁଙ୍କ ରଥଯାତ୍ରା I କମ୍ ସେବାୟତଙ୍କୁ ନେଇ ରଥଯାତ୍ରା କରିବାକୁ ପ୍ରସ୍ତାବ ଦେଇଛି ଛତିଶା ନିଯୋଗ I କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କରୋନା ଗାଇଡଲାଇନକୁ ନଜରରେ...
ବିଲେଇକୁ କରୋନା
ବିଲେଇକୁ କରୋନା । ଆମେରିକାର ଦୁଇ ପୋଷା ବିଲେଇ କରୋନାରେ ସଙ୍କ୍ରମିତ ହୋଇଥିବା ଜଣାପଡିଛି । ଉଭୟଙ୍କ ରିପାର୍ଟ ପଜିଟିଭ ଆସିଛି । ନୁୟର୍କ ସହରର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଏଭଳି ଘଟଣା ସାମ୍ନାକୁ ଆସିଛି । ଯାହା...















