ରବିବାର ୩୭୦୦ ଟ୍ରେନ୍ ବାତିଲ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ “ଜନତା କଫ୍ୟୁ” ପାଇଁ ଆହ୍ୱାନ ଦେଇଛନ୍ତି । ଏହାକୁ ସମସ୍ତେ ସମର୍ଥନ ଜଣାଇଛନ୍ତି । ଭାରତୀୟ ରେଳବାଇ ମଧ୍ୟ ଏହାକୁ ଦୃଷ୍ଟିରେ ରଖି ରେଳ ଚଳାଚଳ ସ୍ଥଗିତ ରଖିବାକୁ...
ଲୋକପ୍ରିୟ ବଲିଉଡ କଣ୍ଠଶିଳ୍ପୀ କରୋନା ପଜିଟିଭ
ମୁୁମ୍ବାଇ : ପ୍ରସିଦ୍ଧ ବଲିଉଡ ଗାୟିକା କନିକା କପୁର କରୋନା ଆକ୍ରାନ୍ତ । କନିକାଙ୍କ କରୋନା ଟେଷ୍ଟ ପଜିଟିଭ ଆସିଛି । ସେ ଏବେ କିଙ୍ଗ ଜଜସ ମେଡିକାଲ ୟୁନିଭରସିଟ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ଚିକିତ୍ସିତ ହେଉଛନ୍ତି । ଗତ...
ନ୍ୟାୟ ପାଇଁ ଲଢୁଥିଲେ, ଟଙ୍କାଟିଏ ବି ନେଇ ନ ଥିଲେ
ଶେଷରେ ଧର୍ମର ହେଲା ଜୟ । ଦୀର୍ଘ ୭ବର୍ଷର ଲଢେଇ ପରେ ନିର୍ଭୟାଙ୍କୁ ମିଳିଲା ନ୍ୟାୟ । ଆଉ ନିର୍ଭୟାଙ୍କୁ ନ୍ୟାୟ ଦେବା ପଛରେ ଯାହାର ହାତ ରହିଛି ସେ ହେଉଛନ୍ତି ସୀମା କୁଶୱାହା । ...
କରୋନା କଟକଣା : ସର୍ବସାଧାରଣ ସ୍ଥାନରେ ୭ରୁ ଅଧିକ ଲୋକ ମନା
ଭୁୁବନେଶ୍ୱର : କରୋନା ମୁକାବିଲା ପାଇଁ ଜାରି ହେଲା ନୂଆ ନିର୍ଦ୍ଦେଶନାମା । କରୋନା ସତର୍କତା ସ୍ୱରୁପ ସର୍ବସାଧାରଣ ସ୍ଥାନରେ ୭ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ଏ ନେଇ ରାଜ୍ୟସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ...
ୟୁନିୟନ ବ୍ୟାଙ୍କରେ ରହିବ ୟେସ ବ୍ୟାଙ୍କରୁ ଫେରିଥିବା ମହାପ୍ରଭୁଙ୍କ ଟଙ୍କା
ପୁରୀ :ୟୁନିୟନ ବ୍ୟାଙ୍କରେ ରହିବ ମହାପ୍ରଭୁଙ୍କ ଟଙ୍କା । ୟେସ ବ୍ୟାଙ୍କରୁ ଫେରିଥିବା ଜମା ଟଙ୍କା ୟୁନିୟନ ବ୍ୟାଙ୍କରେ ରହିବା ନେଇ ଟେଣ୍ଡର ପ୍ରକ୍ରିୟାରେ ଚୟନ କରାଯାଇଛି । ୫.୭୫% ସୁଧହାରରେ ମହାପ୍ରଭୁଙ୍କ ଟଙ୍କା ୟୁନିୟନ ବ୍ୟାଙ୍କରେ ଜମା କରାଯିବ...
ମାର୍ଚ୍ଚ୨୨ ତାରିଖ, ରବିବାର ଜନତା କର୍ଫ୍ୟୁ
ନୂଆଦିଲ୍ଲୀ:ଆସନ୍ତା ରବିବାର ଜନତା କର୍ଫ୍ୟୁ । କରୋନା ସତର୍କତା ସ୍ୱରୁପ ଆସନ୍ତା ୨୨ତାରିଖ ରବିବାର ସକାଳ ୭ରୁ ରାତି ୯ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ପାଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଗରିକ ମାନଙ୍କୁ ଆହ୍ୱାନ ଦେଇଛନ୍ତି । ଏହି...
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କମଲନାଥ
ଭୋପାଳ: ମଧ୍ୟପ୍ରଦେଶ ରାଜନୀତିରେ ନୂଆ ମୋଡ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କମଲନାଥ । ଆସ୍ଥା ଭୋଟ ପୂର୍ବରୁ ନିଜ ଇସ୍ତଫା ଦେଇଛନ୍ତି କମଲନାଥ । ଆଜି ୧ଟାରେ ରାଜ୍ୟପାଳ ଲାଲାଜି ଲଣ୍ଡନଙ୍କୁ ଭେଟି ନିଜର ଇସ୍ତଫା ପତ୍ର...
ଜନଗଣନା ସ୍ଥଗିତ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି
ଭୁୁବନେଶ୍ୱର : ଜନଗଣନା ସ୍ଥଗିତ ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନାକୁ ଦୃଷ୍ଟିରେ ରଖି ଏଭଳି କରିବାକୁ ନିଷ୍ପତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଏପ୍ରିଲ ୧ରୁ୩୦ ସେପ୍ଟେମ୍ବର ମଧ୍ୟରେ ଜନଗଣନାର...
ମଦ ନିଶାରେ ଏଏସଆଇ
ଦେହରେ ଚକାଚକ ସୁଟ୍ସାଟ, ଲାଗୁଛି ନିହାତି ଜଣେ ଭଦ୍ର ବ୍ୟକ୍ତି ହୋଇଥିବେ, ହେଲେ ଏ ବାବୁ ଏଠି ଶୋଇଛନ୍ତି କାହିଁକି । ଆଜ୍ଞା ଏସବୁ ନାଲି ପାଣିର କମାଲ । ଏ ବାବୁ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ବେତନଟୀ...
ଭାରତୀୟ ସେନାରେ କରୋନା
ଜମ୍ମୁ : ଭାରତୀୟ ସେନାର ଜଣେ ଯବାନ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ଭାରତୀୟ ସେନାର ଏହା ପ୍ରଥମ ଘଟଣା । ଯବାନ ଜଣକ ଲଦାଖ ସ୍କାଉଟର ବୋଲି ଜଣାପଡିଛି । ନିକଟରେ ଯବାନଙ୍କର ବାପା ଇରାନରୁ...















