ଅନୁମତି ମିଳିଲେ PoK ଦଖଲ କରିବୁ
ସୀମା ସୁରକ୍ଷା ପାଇଁ ଆର୍ମି ମୁଖ୍ୟଙ୍କ କଡା ଅଭିମୁଖ୍ୟ I ପାକ୍ ଅଧିକୃତ କାଶ୍ମୀର ଦଖଲ ପାଇଁ ଇସାରା ଦେଲେ ଆର୍ମି ମୁଖ୍ୟ ଚିଫ୍ ଜେନେରାଲ ଏମ ଏମ ନର୍ଭାଣେ I ସାମ୍ବାଦିକ ସମ୍ମିଳନୀରେ କହିଲେ, ସମ୍ବିଧାନର ସୁରକ୍ଷା ପାଇଁ...
ବୌଦ୍ଧରେ ଲଜ୍ଜା: ନାବାଳିକାକୁ ଗଣଦୁଷ୍କର୍ମ
ବୌଦ୍ଧରେ ଲଜ୍ଜା । ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ । ନିର୍ଭୟା ଘଟଣାର ୪ ଅଭିଯୁକ୍ତଙ୍କୁ ଉଚ୍ଚତମ ନ୍ୟାୟଳୟ ଦ୍ୱାରା ଫାସି ଦଣ୍ଡାଦେଶ ପାଇଁ ଦିନ ଧାର୍ୟ୍ୟ ହେବାର ଦୁଇଦିନ ନ ଯାଉଣୁ ପୁଣି ଏକ ଗଣ ଦୁଷ୍କର୍ମ...
ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ
ଆଜି ହେବ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ । ଭାରତୀୟ ସମୟ ରାତି ୧୦ଟା ୩୭ ମିନିଟରେ ଗ୍ରହଣ ଆରମ୍ଭ ହୋଇ ରାତି ଦୁଇଟା ୪୨ ମିନିଟରେ ଶେଷ ହେବ । ଆଜିର ଉପଛାୟା ଚନ୍ଦ୍ର ଗ୍ରହଣ ପୁରା ଭାରତରେ...
ଜଳୁଛି ମାଲକାନଗିରି
ଜିଲ୍ଲା କଂଗ୍ରେସ ପକ୍ଷରୁ ମାଲକାନଗିରି ଜିଲ୍ଲା ବନ୍ଦ । ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ବଦଳି ଦାବିରେ ଏହି ବନ୍ଦ ପାଳନ କରାଯାଉଛି । କଂଗ୍ରେସ ପକ୍ଷରୁ ଟାୟାର ଜାଳି ରାସ୍ତା ଅବରୋଧ କରାଯିବା ସହ ବରିଷ୍ଠ ନେତା ପ୍ରଦୀପ ମାଝୀଙ୍କ...
ଖରାଛୁଟିରେ ସ୍କୁଲରେ ଏକ୍ସଟ୍ରା କ୍ଲାସ
ଖରାଛୁଟିରେ ସ୍କୁଲରେ ପିଲାଙ୍କ ପାଇଁ ହେବ ଏକ୍ସଟ୍ରା କ୍ଲାସ । ପାଠପଢାରେ ଦୁର୍ବଳ ଥିବା ପିଲାଙ୍କ କ୍ଲାସ ନେବେ ଶିକ୍ଷକ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା । ଛୁଟି ସମୟରେ ବି ଶିକ୍ଷକମାନଙ୍କ ରୋଟେସନ ଡ୍ୟୁଟି...
ମୟୂରଭଞ୍ଜକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି
ଦରଦାମ ବୃଦ୍ଧି ଓ ସିଏଏକୁ ବିରୋଧ କରି କେନ୍ଦ୍ରୀୟ ଟ୍ରେଡ ୟୁନିଅନ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯ଼ାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୟୁରଭଞ୍ଜ ଗସ୍ତରେ ଯ଼ାଇଥିଲେ ଓ ବାରିପଦା ନିକଟସ୍ଥ ବାଙ୍କିଶୋଳ ନିକଟରେ ମୁଖ୍ୟମନ୍ତ୍ରୀ...
ଅଲ୍ ଇଜ୍ ଓେଲ୍: ଆମେରିକା ଏୟାରବେସ୍ ଉପରେ ମିଜାଇଲ୍ ଆକ୍ରମଣ ପରେ ଟ୍ରମ୍ପଙ୍କ ଟ୍ବିଟ୍
ଅଲ୍ ଇଜ୍ ଓେଲ୍ I ଇରାକରେ ଥିବା ଆମେରିକା ଏୟାରବେସ୍ ଉପରେ ଇରାନର ମିଜାଇଲ୍ ଆକ୍ରମଣ ପରେ ଏହା କହିଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ I ଆକ୍ରମଣରେ ଆମେରିକାର କୌଣସି କ୍ଷତି ହୋଇନାହିଁ ଏବଂ ଆମେରିକାର ପ୍ରତିରକ୍ଷା ବିଶ୍ବର ସବୁଠୁ...
କୃଷ୍ଣଙ୍କ ଲୀଳାଖେଳାରେ ଉଠୁଛି ପଡୁଛି ଗୋପପୁର
କୃଷ୍ଣଙ୍କ ଲୀଳାଖେଳାରେ ଉଠୁଛି ପଡୁଛି ଗୋପପୁର । ଯମୁନା କୁଳେ କୃଷ୍ଣ ଓ ପ୍ରେମମୟୀ ରାଧାଙ୍କ ରାସଲୀଳା ଗୋପପୁରବାସୀଙ୍କୁ ଆକର୍ଷିତ କରିଛି । ନଟଖଟିଆ କୃଷ୍ଣ ଯମୁନା ନଦୀରେ ଗାଧୋଉଥିବା ଗୋପାଙ୍ଗ ମାନଙ୍କର ବସ୍ତ୍ର ନେଇକି କଦମ୍ବ ଗଛ ଉପରେ...
ଡାକ୍ତରୀ ଚିକିତ୍ସା ଆପଣାଇବାକୁ ଅଭିନବ ପ୍ରୟାସ
ଗୁଣି ଗାରେଡି ଓ ଦେଶୀ ଚିକିତ୍ସାରେ ବିଶ୍ୱାସ କରୁଥିବା ଲୋକଙ୍କୁ ମେଡିକାଲ ମୁହାଁ କରିବାକୁ ଡାକ୍ତରଙ୍କ ପ୍ରୟାସ । ମେଡିକାଲ ଯିବାକୁ ଅମଙ୍ଗ ହେଉଥିବା ଭର୍ଗବତୀଙ୍କୁ ବୁଝାଇ ନିଜେ ଡାକ୍ତର ତାଙ୍କୁ ମେଡିକାଲରେ ଭର୍ତ୍ତି କରାଇଛନ୍ତି । ଏଭଳି ଦୃଶ୍ୟ...
ଜେଏନୟୁ ଆକ୍ରମଣରେ ବିଜେପି ଲିଙ୍କ୍ !
ରବିବାର ରାତିରେ ନୂଆଦିଲ୍ଲୀ ଜେଏନୟୁ ଭିତରେ ପଶି ଆକ୍ରମଣ କରିଥିବା ମୁଖାପିନ୍ଧା ଦୁର୍ବୃତ୍ତ କିଏ ? ଏହାକୁ ନେଇ ତନାଘନା ଚାଲିଥିବା ବେଳେ ଆକ୍ରମଣ ପୂର୍ବର କିଛି ଫଟୋ ଏବେ ଗଣମାଧ୍ୟମରେ ଚର୍ଚ୍ଚାର ଖୋରାକ୍ ଯୋଗାଇଛି I ଫଟୋ କହୁଛି...
















