32.4 C
Bhubaneswar
Thursday, August 6, 2026
-Advertisement-

ଆଶୀର୍ବାଦ ବେହେରାଙ୍କୁ ଉଠାଇ ନେଲା ସିବିଆଇ

ସିବିଆଇ ଦ୍ବାରା ଗିରଫ ହେଲେ ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରା । ଚିଟଫଣ୍ଡ୍ ସଂସ୍ଥା ଅର୍ଥତତ୍ତ୍ୱ ସହିତ ଲିଙ୍କ୍ ଅଭିଯୋଗ ମାମଲାରେ ତାଙ୍କୁ ଗିରଫ କରାଯାଇଛି | ତାଙ୍କୁ ସିବିଆଇ କଟକ ସ୍ଥିତ ବାସଭବନରୁ ବୁଧବାର ରାତିରେ ଉଠେଇନେଇଛି...

ଅଚାନକ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଉତ୍କଳ ବିଶ୍ୱ ବିଦ୍ୟାଳୟ ଗସ୍ତ

ଉତ୍କଳ ବିଶ୍ୱ ବିଦ୍ୟାଳୟ ଅଚାନକ ଗସ୍ତ କରିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ | ଅଚାନକ ବିଶ୍ୱ ବିଦ୍ୟାଳୟ ପରିଦର୍ଶନ କରି ହଷ୍ଟେଲର ଭିତ୍ତିଭୂମି ଓ ଅନ୍ୟାନ୍ୟ ବିଷୟରେ ପଚାରି ବୁଝିବା ସହ ବିଭିନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା...

ତେଜସ ଉଡାଇଲେ ରାଜନାଥ

ସ୍ୱଦେଶୀ ଲଢୁଆ ବିମାନ ତେଜସ୍ ଉଡ଼ାଇଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ୍ ସିଂହ | ପ୍ରଥମ ଥର ପାଇଁ ଦେଶର ପ୍ରତିରକ୍ଷାମନ୍ତ୍ରୀ ଭାବେ ରାଜନାଥ୍ ସିଂହ ସ୍ୱଦେଶୀ ଲଢୁଆ ବିମାନ ଉଡାଇଛନ୍ତି | ବାଙ୍ଗାଲୋରର ସୁଲୁର୍ ଏୟାର୍ ଫୋର୍ସ ଷ୍ଟେସନ୍ ରେ ଦେଶୀ...

ସ୍କୁଲ ପିଲାଙ୍କୁ ମିଳିବ ଜୋତା, ଡ୍ରେସ୍

ଏଣିକି ସବୁ ସରକାରୀ ସ୍କୁଲ ପିଲାଙ୍କୁ ଜୋତା, ଡ୍ରେସ ଓ ପରିଚୟପତ୍ର ମିଳିବ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି। ପୂର୍ବରୁ କେବଳ ବିପିଏଲ୍ ପିଲାଙ୍କୁ ଜୋତା, ଡ୍ରେସ୍ ମିଳୁଥିଲା। ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ଗଣଶିକ୍ଷାମନ୍ତ୍ରୀ...

ବସିଲା କଙ୍ଗାରୁ କୋର୍ଟ, ଯୁବକକୁ ନିସ୍ତୁକ ମାଡ଼

ଛେଳି ଚୋରି ଅଭିଯୋଗରେ ବସିଲା କଙ୍ଗାରୁ କୋର୍ଟ | ସନ୍ଦେହରେ ଜଣେ ଯୁବକକୁ ଗଛରେ ବାନ୍ଧି ନିସ୍ତୁକ ପିଟିଲେ ଗାଁ ଲୋକେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି | ଏହି ଦୃଶ୍ୟ ଦେଖିବାକୁ ମିଳିଛି...

ରେଲୱେ କର୍ମଚାରୀଙ୍କୁ ମିଳିବ ବୋନସ୍

ରେଲୱେ କର୍ମଚାରୀଙ୍କୁ ମିଳିବ ବୋନସ୍ | ରେଲୱେ କର୍ମଚାରୀଙ୍କୁ ବୋନସ୍ ମିଳିବା ନିଷ୍ପତ୍ତିକୁ ମଂଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ | କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବେଡକର ଏନେଇ ସୂଚନା ଦେଇଛନ୍ତି | ୭୮ ଦିନର ବେତନ, ବୋନସ୍ ରୂପେ ମିଳିବ |...

ବ୍ୟାନ ହେଲା ଇ-ସିଗାରେଟ୍‌

ବ୍ୟାନ ହେବ ଇ-ସିଗାରେଟ୍ | ଇ ସିଗାରେଟ ବ୍ୟାନ କରିବା ନିଷ୍ପତ୍ତିକୁ ମଂଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ | ଇ-ସିଗାରେଟ୍ ର ଆମଦାନୀ, ରପ୍ତାନୀ, ଉତ୍ପାଦନ ଏବଂ ବିକ୍ରି ଉପରେ ପ୍ରତିବନ୍ଧକ ଲାଗିବ | ଅଧ୍ୟାଦେଶ ଆଣି ଏହାକୁ କାର୍ଯ୍ୟକାରୀ...

ଆନ୍ଦୋଳନ ପୂର୍ବରୁ ଥାନାରେ ଆନ୍ଦୋଳନକାରୀ

୪ ଦଫା ଦାବି ପୁରଣ ନେଇ ଆଜି ୧୨ ଘଣ୍ଟିଆ କଟକ ବନ୍ଦ | ହିନ୍ଦୁ ସେନା ଓ କଟକ ସହର ସୁରକ୍ଷା କର୍ମୀଙ୍କ ପକ୍ଷରୁ ଦିଆଯାଇଛି ବନ୍ଦ ଡାକରା । ସଂଘର ପ୍ରମୁଖ ଦାବି ହେଲା କଟକର ଗଳି...

ଫଟୋ ଫଟୋରେ କାହାଣୀ

ଆଜି ୬୯ ବର୍ଷରେ ପାଦ ଥାପିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ତାଙ୍କ ଜନ୍ମ ଦିବସ ଅବସରରେ ବାଲେଶ୍ଵର ଜିଲ୍ଲା ନୀଳଗିରି ବସ ଷ୍ଟାଣ୍ଡ ପରିସରରେ ଏକ ଫଟୋ ପ୍ରଦର୍ଶନୀ କାର୍ଯ୍ୟକ୍ରମର ଶୁଭଘାଟନ ହୋଇଯାଇଛି | ନୀଳଗିରୀ ବିଧାୟକ ସୁକାନ୍ତ...

ପ୍ଲାଷ୍ଟିକ ନା !

ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ସାରା ରାଜ୍ୟରେ ବ୍ୟାନ୍ ହେବ ପ୍ଲାଷ୍ଟିକ | ରାଜ୍ୟର ସବୁ ସହରଠୁ ଆରମ୍ଭ କରି ଗାଁରେ ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରାଯିବ | ସମସ୍ତ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବୋତଲ ଓ ବ୍ୟାଗ...
- Advertisement -

Latest article

Wwins Live Roulette Guide

ContentsGetting Started with Live Roulette at WwinsMaking Your First Deposit and Claiming a BonusUnderstanding Live Roulette Game Types and RTPHow to Place Your Bets...

Zoccer Casino VIP Exklusive Slot-Veröffentlichungen

InhaltWie Sie VIP-Status im Zoccer casino erreichenMerkmale der exklusiven Slot-ReleasesAblauf einer neuen Slot-Veröffentlichung für VIPsBonusbedingungen und wichtige HinweiseHäufige Fragen und Lösungen (FAQ)Fazit: Lohnt sich...

Glorion Re-Verification Triggers

ContentsWhat is Re-Verification and Why It HappensEssential Documents You Will Need to ProvideStep-by-Step Guide to the Re-Verification ProcessCommon Problems and Troubleshooting SolutionsHow Re-Verification Affects...