ବାଲିମେଳା ଜଳଭଣ୍ଡାରେ ଡଙ୍ଗା ବୁଡି ଘଟଣା, ୪ ମୃତ ଦେହ ଉଦ୍ଧାର
ମାଲକାନଗିରି ବାଲିମେଳା ଜଳଭଣ୍ଡାରେ ଡଙ୍ଗା ବୁଡି ଘଟଣା | ଉଦ୍ଧାର ହେଲା ୪ ଜଣକ ମୃତ ଦେହ । ଗତ ଶୁକ୍ରବାର ତୋଟାଗୁଡା ନିକଟରେ ଭାରସାମ୍ୟ ହରାଇ ବୁଡି ଯାଇଥିଲା ଡଙ୍ଗା | ଏହି ଅଘଟଣରେ ୪ ଜଣ ବୁଡି...
ଶକ୍ତି ଦେଖାଇଲେ ଶକ୍ତି ପ୍ରସାଦ
ପୁଣି ଜଣେ ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ଜଣେ ଡାକ୍ତର | ୫ କିଲୋମିଟର ରୋଗୀକୁ ଭାରରେ ବୋହିଲେ ଡାକ୍ତର | ଦୁର୍ଗମ ଅଂଚଳ ବୋଲି ଗାଁ ମଧ୍ୟଙ୍କୁ ଯାଇପାରିଲାନି ଆମ୍ବୁଲାନ୍ସ । ଫଳରେ ଉଭୟ ଡାକ୍ତର ଏବଂ ଆମ୍ବୁଲାନ୍ସ...
ଆଜି ଦେବଶିଳ୍ପୀଙ୍କ ପୂଜା, ସୁସଂଜିତ ହୋଇଛି ଶିଳ୍ପୀ ନଗର
ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା । ପୂରା ଦେଶରେ ଆଜି ଉତ୍ସବର ମାହୋଲ | ଚଳଚଞ୍ଚଳ ହୋଇଉଠିଛି ବିଭିନ୍ନ ଶିଳ୍ପାନୁଷ୍ଠାନ ଓ କଳକାରଖାନା | ବହୁ ଧୁମ ଧାମରେ ଚାଲିଛି ବିଶ୍ୱକର୍ମାଙ୍କ ପୂଜା | ବିଭିନ୍ନ ପୂଜା କମିଟି ପକ୍ଷରୁ...
ନ୍ୟାୟ ଦାବିରେ ନବୀନ ନିବାସରେ ଦୁଷ୍କର୍ମ ପୀଡ଼ିତା !
ଜଣେ ଥାନା ଏଏସଆଇଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି ନବୀନ ନିବାସରେ ପହଁଚିଲେ ଦୁଷ୍କର୍ମ ପୀଡ଼ିତା | ନ୍ୟାୟ ଦାବିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତା | ଯଦି ସରକାର ତାଙ୍କୁ ନ୍ୟାୟ ନଦିଅନ୍ତି ତେବେ ସେ...
ଅଶାନ୍ତ ବାଣୀବିହାର ବିଶ୍ୱବିଦ୍ୟାଳୟ
୧୦ ଦଫା ଦାବି ପୁରଣ ନେଇ ବାଣୀବିହାର ବିଶ୍ୱବିଦ୍ୟାଳୟ ଅଶାନ୍ତ | ମୁହାଁମୁହିଁ ହେଲେ ଶତାଧିକ ଛାତ୍ରଛାତ୍ରୀ ଓ ପୁଲିସ | ଶତାଧିକ ଛାତ୍ରଛାତ୍ରୀମାନେ ଏକତ୍ରିତ ହୋଇ କୁଳପତିଙ୍କ ଅଫିସକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ | ଛାତ୍ରଛାତ୍ରୀ ମାନଙ୍କର...
ପିସିସି ସଭାପତିଙ୍କ ଉପରକୁ ହେବ ଅଣ୍ଡା ମାଡ !
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଧମକ ଦେଲେ ଗତକାଲି ଛାତ୍ର କଂଗ୍ରେସ୍ରୁ ସସ୍ପେଣ୍ଡ୍ ହୋଇଥିବା ଇତୀଶ ପ୍ରଧାନ | ପିସିସି ସଭାପତିଙ୍କ ଉପରକୁ ଅଣ୍ଡା ମାଡ କରିବା ନେଇ ଦେଇଛନ୍ତି ଧମକ | ସେ ଯୁଆଡେ ବି ଯିବେ ତାଙ୍କୁ...
ବେହାଲ ଅଣ୍ଡାଚାଷୀ, ଗଠନ ହେଲା ସଂଘ
ଆର୍ଥିକ ମାନ୍ଦା ଅବସ୍ଥା ଦେଇ ଗତି କରୁଛନ୍ତି ଲୋୟର ଫାର୍ମର | ଭୁବନେଶ୍ୱରେ ଏକାଠି ହେଲେ ରାଜ୍ୟର ସମସ୍ତ ଲୋୟର ଫାର୍ମର | ଗତ କିଛି ମାସ ଧରି ରାଜ୍ୟର ଅଣ୍ଡା ଶିଳ୍ପୀ ଆର୍ଥିକ ମାନ୍ଦା ଅବସ୍ଥା ଦେଇ ଗତି...
ଅନ୍ତରାଷ୍ଟ୍ରୀୟ ବ୍ରାହ୍ମଣ ମହାସଂସ୍ଥାର ରାଜ୍ୟସ୍ତରୀୟ ଦ୍ବିତୀୟ ବୈଠକ
ଯାଜପୁର ଜିଲ୍ଲା ଡୁବୁରୀରେ ଅନ୍ତରାଷ୍ଟ୍ରୀୟ ବ୍ରାହ୍ମଣ ମହାସଂସ୍ଥା ଓଡିଶା ପ୍ରଦେଶର ରାଜ୍ୟସ୍ତରୀୟ ଦ୍ବିତୀୟ ବୈଠକ ସରାଂଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି ସଭାକାର୍ଯ୍ୟରେ ଓଡିଶାର କୋଣ ଅନୁକୋଣରୁ ପ୍ରାୟ 450 ଜଣ ବ୍ରାହ୍ମଣ ଏକତ୍ରିତ ହୋଇଥିଲେ | ଅନ୍ତରାଷ୍ଟ୍ରୀୟ...
ତାତିଲେ ଯନ୍ତାପାଇ ଗ୍ରାମବାସୀ
ଯୁବକଙ୍କୁ ସୁରକ୍ଷାକର୍ମୀ ହତ୍ୟା କରିଥିବା ଅଭିଯୋଗ ନେଇ ମାଲକାନଗିରି ଯନ୍ତାପାଇରେ ଆଜି ପ୍ରବଳ ଉତ୍ତେଜନା । ପେପରମେଟଲା ଥାନା ସମ୍ମୁଖରେ ମୃତ ଦେହ ରଖି ଗାଁ ଲୋକମାନେ ଧାରଣା ଦେଇଛନ୍ତି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ସ୍ୱାଭିମାନ...
ନକ୍ସଲ ନାଁରେ ଚାନ୍ଦା ଆଦାୟ କରୁଥିଲେ କନେଷ୍ଟବଳ
nରାୟଗଡା ଜିଲ୍ଲାରେ ରକ୍ଷକ ସାଜିଲା ଭକ୍ଷକ । ଦୀର୍ଘଦିନ ଧରି ନକ୍ସଲ ନାରେ ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ଜଣେ ଏପିଆର କନେଷ୍ଟବଳକୁ ବିଷମକଟକ ଥାନା ପୋଲିସ ଗିରଫ କରିଛି । ଗିରଫ କନେଷ୍ଟବଳ ହେଲେ ଜିଲ୍ଲା ଗୁଇନ୍ଦା ବିଭାଗର...











