ସର୍ବ ସମ୍ମୁଖରେ ସହଯୋଗୀଙ୍କୁ ଶକ୍ତ ଚାପୁଡା
ଟିକେ କଥାରେ ରାଗିଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ସର୍ବ ସମ୍ମୁଖରେ ନିଜ ସହଯୋଗୀଙ୍କୁ ଶକ୍ତ ଚାପୁଡା ମାରି ଚର୍ଚ୍ଚାରେ ସିଦ୍ଧରମୈୟା । ମୈଶୂର ବିମାନବନ୍ଦରରେ ତାଙ୍କର ସହଯୋଗୀଙ୍କୁ ମାଡ଼ ମାରିଥିବାରୁ ଭିଡ଼ିଓ ଭାଇରାଲ ହୋଇଛି । ତେବେ ସେ...
ବାରମ୍ବାର ଦାବି ପରେ ବି ବିଫଳ ବହୁଭାଶୀ ଶିକ୍ଷା ସ୍ୱେଚ୍ଛାସେବୀ
ରାୟଗଡା ଜିଲ୍ଲାର ଚାନ୍ଦିଲି ପଞ୍ଚାୟତ କାର୍ଯ୍ୟାଳୟରେ ବହୁଭାଶୀ ଶିକ୍ଷା ସ୍ୱେଚ୍ଛାସେବୀ ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ରାଜ୍ୟ ସମ୍ପାଦକ ପୁରନ୍ଦିର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ସାତୋଟି ଜିଲ୍ଲାରୁ ବହୁଭାଶୀ ଶିକ୍ଷକ ମାନେ ଯୋଗ ଦେଇଥିଲେ ।...
ଇଲେକ୍ଟ୍ରି ତାର ଛିଡି ଜଣେ ମୃତ, ଜଣେ ଆହତ
ଇଲେକ୍ଟ୍ରି ତାର ଛିଡି ଜଣେ ମୃତ୍ୟୁବରଣ କରିଥିବାବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏପରି ଦୁଃଖଦ ଘଟଣା ଘଟିଛି ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଉର୍ଲାଯୋଡି ଗାଁରେ । ମୃତକ ହେଲେ ଶୁଙ୍କପାଡି...
ବଜ୍ରାଘାତରେ ପରିବାରର ୫ ଗୁରୁତର
ବଜ୍ରାଘାତରେ ଗୋଟିଏ ପରିବାରର ୫ ଗୁରୁତର । ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଖମାର ଥାନା ମୁଣ୍ଡୁରୀବେଡା ଗାଁର ଘଟଣା । ବଜ୍ରାଘାତରେ ଗୋଟିଏ ପରିବାରର ମା ସମେତ ୪ ଛୁଆ ଗୁରୁତର ହୋଇଛନ୍ତି । ସମସ୍ତେ ଘରେ ଥିବାବେଳେ...
ବାଇକ୍ ସହ ପାଣିରେ ଭାସିଗଲେ ୩ ଯୁବକ
କାଲି ରାତିରେ ରାଜଧାନୀରେ ଜାରି ରହିଥିଲା ବର୍ଷା । ରାସ୍ତା ଉପରେ ପ୍ରଚୁର ବର୍ଷା ଜଳରେ ବୁଡି ଯାଇଥିଲା ଡ୍ରେନ୍ । ଆଜି ସକାଳେ ଡ୍ରେନରେ ୩ଜଣ ଯୁବକ ଭାସିଯାଇଥିବା ଜଣାପଡ଼ିଛି । ରାସ୍ତା ଉପରେ ପ୍ରବଳ ପାଣି ଥିବାରୁ...
ବାୟୁସେନା ଶକ୍ତି ବଢାଇବ ‘ଆପାଚି’
ଆଜିଠାରୁ ବାୟୁସେନାରେ ସାମିଲ ହେବ ଅତ୍ୟାଧୁନିକ ‘ଆପାଚି’ ହେଲିକପ୍ଟର । ଦୁନିଆର ସବୁଠାରୁ ଲଢୁଆ ଏଏଚ ୬୪-ଇ ଏହି ହେଲିକପ୍ଟରକୁ କୁହାଯାଇଛି । ଆମେରିକା ସେନା ଏହି ‘ଆପାଚି’ ହେଲିକପ୍ଟର ବ୍ୟବହାର କରିଥାନ୍ତି । ଆଠଟି ‘ଆପାଚି’ହେଲିକପ୍ଟର ଆଜି ଭାରତୀୟ...
କୁଳଭୂଷଣଙ୍କୁ ଭେଟିବେ ଭାରତୀୟ ପ୍ରତିନିଧି
କୁଳଭୂଷଣ ଯାଦବଙ୍କୁ ପାକିସ୍ତାନରେ ଭେଟିଲେ ଭାରତୀୟ ପ୍ରତିନିଧି । ପାକିସ୍ତାନ ଦେଇଥିବା ପ୍ରସ୍ତାବକୁ ଗ୍ରହଣ କରିଛି ଭାରତ । ଏହାପରେ କୁଳଭୂଷଣ ଯାଦବଙ୍କୁ ଭେଟିଛନ୍ତି ଭାରତୀୟ ପ୍ରତିନିଧି ଗୌରବ ଆଲୁବାଲିଆ । ତେବେ ଏହି ସାକ୍ଷାତକାର ଅବାଧ୍ୟ ନିରପକ୍ଷ ହେବା...
ଶିକ୍ଷୟତ୍ରୀଙ୍କୁ ପ୍ରେମ ନିବେଦନ କରି ଗିରଫ ହେଲେ କିରାଣୀ
ଜଣେ ଶିକ୍ଷୟତ୍ରୀଙ୍କୁ ପ୍ରେମ ନିବେଦନ କରି ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରି ଗିରଫ ହୋଇଛନ୍ତି ଜଣେ ସ୍କୁଲର କିରାଣୀ । ଏହି ଘଟଣା ଘଟିଛି ରାୟଗଡା ଜିଲ୍ଲା ବିଷମକଟକ ଅଞ୍ଚଳରେ । ଏହି ଅଞ୍ଚଳର ଦୁର୍ଗୀ ହାଇସ୍କୁଲକୁ ବଦଳି...
୪୦୭ ଧକ୍କାରେ ଜଣେ ମୃତ,ଜଣେ ଗୁରୁତର
ଭୁଜବଲ ନିକଟସ୍ଥ ବ୍ରିଜ ଉପରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ୪୦୭ ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ସୂଚନା ଯେ,ଭୁଜବଲ ଅଞ୍ଚଳର ଚୈତନ୍ୟ...
ନୁଆଁଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡିଶା
ନୂଆ ଉତ୍ସାହ ନୂଆ ଉଦ୍ଦିପନା ନେଇ ଆସୁଛି ନୂଆଖାଇ । ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇରେ ନବାନ୍ନ ପାଳନ କରିବାକୁ କେହି ବି ହାତ ଛଡା କରିବାକୁ ଚାହାଁନ୍ତିନି । ମହିଳାମାନେ ଘରକରଣା ଜିନିଷ ଓ ଲୁଗାପଟା ସଫା ସୁତୁରା...















