34.1 C
Bhubaneswar
Monday, April 21, 2025
-Advertisement-

ପୋଲିସ ଭ୍ୟାନରେ ପ୍ରସବ କଲେ ମହିଳା

ପୋଲିସ ଭ୍ୟାନରେ ଜଣେ ମହିଳା ପ୍ରସବ କରିଛନ୍ତି । ଦିଲ୍ଲୀର ବୁରାଡିର ଏକ ପୋଲିସ ଭ୍ୟାନକୁ ସତ୍ୟା ବିହାରରେ ରହୁଥିବା ଜଣେ ମହିଳା ସହାୟତା ଲାଗି ଫୋନ କରିଥିଲେ। ପୋଲିସ ଭ୍ୟାନ ମହିଳାଙ୍କ ନିକଟରେ ପହଁଞ୍ଚିଥିଲା। ଭ୍ୟାନରେ ମହିଳାଙ୍କୁ ସ୍ଥାନୀୟ...

ସତୁରି ବର୍ଷ ତଳେ ଡଲାର ସହ ସମାନ ଥିଲା ଟଙ୍କା, ଏବେ ଗୋଟିଏ ଡଲାରର ବିନିମୟ ମୂଲ୍ୟ ୭୦...

ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ହୋଇଛି। ପ୍ରାୟ ୭୦ ବର୍ଷ ତଳେ ୧ଆମେରିକୀୟ ଡଲାରର ମୂଲ୍ୟ ଭାରତୀୟ ମୁଦ୍ରାରେ ୧ଟଙ୍କା ସହ ସମାନ ଥିଲା। ମାତ୍ର ସ୍ୱାଧିନତାର ୭୧ ବର୍ଷ ପାଳନ କରିବାକୁ ଯାଉଥିବା ବେଳେ ଭାରତୀୟ ଟଙ୍କା...

ସ୍ମାର୍ଟସିଟି ! ଭାସିଗଲେ ହରିମାଷ୍ଟ୍ରେ

ସ୍ମାର୍ଟସିଟି ବାସିନ୍ଦାଙ୍କ ପାଇଁ ଦୁଃଖଦ ଖବର. ଛ ନମ୍ବର ୟୁନିଟ ବନଦୁର୍ଗା ମନ୍ଦିର ପାଖରେ ରହୁଥିବା ହରିମାଷ୍ଟ୍ରେ ବର୍ଷା ପାଣି ସୁଅରେ ନାଳରେ ପଡି ଭାସିଗଲେ. ଘଣ୍ଟାଏ କାଳ ତାଙ୍କୁ ଖୋଜାଖୋଜି କରିବା ପରେ ଉଦ୍ଧାର କରାଗଲା. କ୍ୟାପିଟାଲ ହସପିଟାଲରେ...

କେମିତି ଚାଲିଛି ରାଜ୍ୟ ଔଷଧ ନିଗମ ? ଯୋଗ୍ୟତା ଓ ଅଭିଜ୍ଞତା ନଥାଇ ନିଯୁକ୍ତି

ଜାଲ୍ ଡକ୍ୟୁମେଣ୍ଟରେ ନିଯୁକ୍ତି. ଯୋଗ୍ୟତା ଓ ଅଭିଜ୍ଞତା ନଥାଇ ବି ଔଷଧ ନିଗମ ଭଳି ଗୁରୁତ୍ବପୂଣ୍ଣ ସଂସ୍ଥାର ଉଚ୍ଚ ପଦବୀରେ ନିଯୁକ୍ତି. ମାତ୍ର ଏଭଳି ନିଯୁକ୍ତି ସଂପର୍କରେ ସବୁ ଜାଣି ବି କର୍ତ୍ତୃପକ୍ଷ ଅଜଣା. ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି,ଏନେଇ...

ରେସ୍କ୍ୟୁ ଟିମର ସାହସିକତା

କେରଳରେ ବର୍ଷାର ତାଣ୍ଡବ ଜାରି ରହିଛି। ଲଗାଣ ବର୍ଷାରେ ବନ୍ୟା ଓ ଭୁସ୍କଳନ ଯୋଗୁଁ ମୃତ୍ୟୁସଂଖ୍ୟା ୩୯ ରେ ପହଁଞ୍ଚିଛି। ଆଗକୁ ଆହୁରି ବର୍ଷାର ଆଶଙ୍କା ଥିବାରୁ କେରଳରେ ଅଧିକାଂଶ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି। ଏହି ସବୁ ଭିତରେ...

ଦି’ଦିନ ପ୍ରବଳ ବର୍ଷିବ, ବିଏମସି କର୍ମଚାରୀଙ୍କ ଛୁଟି ବାତିଲ

ବିଏମସି କର୍ମଚାରୀଙ୍କ ଛୁଟି ବାତିଲ। ୧୪ ଓ ୧୫ରେ  ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିବାପରେ ଭୁବନେଶ୍ୱର ମହାନଗର ନିଗମରେ ତତ୍ପରତା ପ୍ରକାଶ ପାଇଛି । ଅଗଷ୍ଟ ୧୫ ଛୁଟିଦିନ ଥିଲେ ମଧ୍ୟ ବିଏମସି କର୍ତ୍ତୁପକ୍ଷ...

୧୦୦ ଅତ୍ୟାଧୁନିକ ସହର ମଧ୍ୟରେ ମୁମ୍ବାଇ!

ବିଶ୍ୱର ୧୦୦ ଅତ୍ୟାଧୁନିକ ସହର ମଧ୍ୟରେ ମୁମ୍ବାଇ ସ୍ଥାନ ପାଇଛି। ବ୍ୟବସାୟୀକ ତଥ୍ୟ ପ୍ରଦାନକାରୀ ସଂସ୍ଥା ‘ଟୁଥିଙ୍କନୋ’ ନିକଟରେ ପ୍ରକାଶ କରିଥିବା ଅତ୍ୟାଧୁନିକ ସହର ତାଲିକାର ଶୀର୍ଷରେ ରହିଛି ଜାପାନର ରାଜଧାନୀ ଟୋକିଓ। ତାଲିକାର ୯୨ ସ୍ଥାନରେ ରହିଛି ମୁମ୍ବାଇ।...

ସୋମନାଥ ଚାଟାର୍ଜୀଙ୍କ ପରଲୋକ

ପୂର୍ବତନ ଲୋକସଭା ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ୮୯ ବର୍ଷ ବୟସରେ ଆଜି ପରଲୋକ ହୋଇଯାଇଛି। କୋଲକତାର ଏକ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସୋମନାଥ। ଦୀର୍ଘଦିନ ଧରି ସେ କୀଡନୀ ଜନିତ ରୋଗରେ ଆକ୍ରାନ୍ତ ଥିବାବେଳେ ଗତକାଲି ତାଙ୍କର...

ଟ୍ରକ ଧକ୍କାରେ ଗଲା ଜେଜେମା ସହ ଦୁଇ ନାତୁଣୀଙ୍କ ଜୀବନ

ଦେବଗଡ଼ ଥାନା ପଲସାକୁଦ ଗ୍ରାମରେ ଟ୍ରକ ଧକ୍କାରେ ଜଣେ ମହିଳାଙ୍କ ସହ ତାଙ୍କ ଦୁଇ ନାତୁଣୀଙ୍କ ମୃତ୍ୟୁ ଘଟିଛି । ପଲସାକୁଦ ଗ୍ରାମର ସନ୍ତୋଷ ପାତ୍ରଙ୍କର ଦୁଇ ଝିଅ ସେମାନଙ୍କ ଜେଜେମା ନିରୂପମା ପାତ୍ରଙ୍କ ସହ ପାଖ ଦୋକାନକୁ ଯାଇଥିବା...

ଆରଏସଏସ ହାତରେ ବିଜେପିର ରିମୋଟ୍ କଣ୍ଟ୍ରୋଲ: ରାହୁଲ

ରାୟପୁର(ଏଜେନ୍ସି): ନିଜେ ମିଛ କହିବା ସହ ଏପରି କରିବାକୁ ଅନ୍ୟଙ୍କୁ ପ୍ରୋତ୍ସାହିତ କରିବା ବିଜେପିର ମୂଳ ନୀତି ପାଲଟିଛି । ବିଜେପିର ରିମୋଟ କଣ୍ଟ୍ରୋଲ୍ ଆରଏସଏସ ହାତରେ ରହିଛି ବୋଲି ରାହୁଲ କହିଛନ୍ତି. ରାହୁଲଙ୍କ କହିବାନୁସାରେ ବିଜେପି ଶାସିତ ରାଜ୍ୟଗୁଡିକରେ...
- Advertisement -

Latest article

ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ ଭାରତ

ଆସନ୍ତା ଫେବୃଆରୀରୁ ଲାଗୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ । ନିର୍ବାଚନ ବେଳେ ଆଯୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏବେ କ୍ଷମତାସୀନ ହେବାର ଛମାସ ପରେ...

ପଦ୍ମ ବିଜେତାଙ୍କୁ ମିଳିବ ମାସକୁ 30 ହଜାର

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟର ପଦ୍ମ ବିଜେତାଙ୍କୁ ପ୍ରତିମାସରେ 30 ହଜାର ଟଙ୍କା ଲେଖାଁଏ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର...

ଆଇନ୍ ବୃତ୍ତି ବିଶ୍ୱର ଉତ୍ତମ ପେସା : ଜଷ୍ଟିସ୍ ମିଶ୍ର

ଭୁବନେଶ୍ୱର, ୨୩/୦୯ : ଆଇନ୍ ବୃତ୍ତିରେ ବିଭିନ୍ନ ସୁଯୋଗ ରହିଥିବାରୁ ଏହା ଅନେକ ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରୁଛି ଏବଂ ଏହା ବିଶ୍ୱର ସବୁଠାରୁ ଉତ୍ତମ ପେସା ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟର...