ଧୋନିଙ୍କ ବ୍ୟାଟିଂ ସ୍ଥାନକୁ ନେଇ ମୁହଁ ଖୋଲିଲେ ରବି ଶାସ୍ତ୍ରୀ
ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲରେ ପରାଜିତ ହୋଇ ବିଶ୍ୱକପ୍ ରେ ନିଜର ଅଭିଯାନ ଶେଷ କରିଥିଲା ଭାରତ । ଭାରତର ଏହି ପରାଜୟ ୧୩୩ କୋଟି ଭାରତୀୟଙ୍କ ଆଶା ଓ ଆକାଂକ୍ଷାକୁ ଭାଙ୍ଗି ଚୁରମାର କରିଦେଇ ଥିଲା । ବର୍ତ୍ତମାନ ଭାରତର...
ଆଜିଠୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ
ଶୁକ୍ରବାରଠୁ ଆରମ୍ଭହୋଇଛି ଷୋଡଶ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ । ଏହି ଦ୍ୱିତୀୟ ପର୍ଯ୍ୟାୟରେ ୧୦ ଟି ଷ୍ଟାଣ୍ଡି କମିଟିଏବଂ ୩୮ ଟି ବିଭାଗର ଖର୍ଚ୍ଚ ଦାବି ଉପରେ ତର୍ଜମା କରି ପ୍ରସ୍ତୁତ ହୋଇଥିବା ରିପୋର୍ଟ ଗୃହରେ ଉପସ୍ଥାପନ କରାଯିବ...
ମର୍ମନ୍ତୁଦ ଦୁର୍ଘଟଣା
ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥର ମନମୁଣ୍ଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରେଲର ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ଘଟଣାସ୍ଥଳରେ ଜଣଙ୍କର ମୁତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ...
ମାପ ଓ ଓଜନ ଯାଞ୍ଚ କରିବାକୁ ପ୍ରଶାସନର ଚଢାଉ
ମାପ ଓ ଓଜନ ଯାଞ୍ଚ କରିବାକୁ ପ୍ରଶାସନର ଚଢାଉ । ରାୟଗଡା ସହରର ମୁଖ୍ୟ ବଜାରରେ ଥିବା ସୁନା ଗହଣା ଦୋକାନ, ଚିକେନ ସେଣ୍ଟର ଏବଂ କେତେକ ତେଜରାତି ଦୋକାନ ଉପରେ ଚଢାଉ କରାଯାଇଛି । ଆଦାୟ କରାଯାଇଛି ୧୬...
ବଢିଲା ବସ୍ ଭଡା
ବଢିଲା ବସ ଭଡା । ଅର୍ଡିନାରି ବସରେ କିମି ପିଛା ୬୮ ପଇସା ଥିଲା ଯାହାକି ଡିଜେଲ ଦର ବୃଦ୍ଧି ହେବା ପରେ ଏବେ ୬୯ ପଇସା ହୋଇଯାଇଛି । ସେହିଭଳି ଏକ୍ସପ୍ରେସ ଭଡା ଥିଲା ୭୧ ଯାହାକି ୭୨...
ଦଳିଦେଲା ଦନ୍ତା
କେନ୍ଦୁଝର ଜିଲ୍ଲାରେ ହାତୀଙ୍କ ଦୁର୍ଦାନ୍ତ ଦିନକୁ ଦିନ ବଢ଼ିବାରେ ଲାଗିଛି । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅଧୀନରେ ଥିବା ବାମେବାରୀ ଫରେଷ୍ଟ ସେକ୍ସନ ଅର୍ନ୍ତଗତ ମଲଦା ଗାଁରେ ଗତ ବୁଧବାର ରାତିରେ ଘଟିଛି ଦୁଃଖଦ ଘଟଣା । ଘର ଭିତରେ...
ବିଦ୍ୟୁତ ଆଘାତରେ ଛାତ୍ରୀଙ୍କ ମୃତ୍ୟୁ
ମୁନିଗୁଡା ବ୍ଲକ କୁମୁଡାବାଲି ସ୍ଥିତ କସ୍ତୁରବା ବାଳିକା ବିଦ୍ୟାଳୟରେ ଛାତ୍ରୀଙ୍କ ମୃତ୍ୟୁ । ସବୁଦିନ ଭଳି କସ୍ତୁରବା ହଷ୍ଟେଲରେ ଥିବା ୧୩୦ ଜଣ ଛାତ୍ରୀ ଖାଇବା ପାଇଁ ଯାଇଥାନ୍ତି । ନନ୍ଦିନୀ କାଡ୍ରକା ନାମକ ଜଣେ ଛାତ୍ରୀ ଏବଂ ତାଙ୍କ...
ବାପାକୁ ଟାଙ୍ଗିଆରେ ହାଣି ହତ୍ୟା କଲା
ବାପାକୁ ହତ୍ୟାକଲା ନିଜ ଜନ୍ମକଲା ପୁଅ । ନୂଆପଡା କେନ୍ଦୁପାଟି ଗାଁରେ ବାପାକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ । ନିଜ ସ୍ତ୍ରୀଙ୍କୁ ମଧ୍ୟ ଆକ୍ରମଣ କରିଥିବାବେଳେ ସେ ଆହତ ହୋଇଛନ୍ତି । ଘରୋଇ କଳିରୁ ଏହି ଆକ୍ରମଣ...
ଅଧାରେ ରହିଗଲା ବିଶ୍ୱକପ୍ ସ୍ୱପ୍ନ
ଆଇସିସି ବିଶ୍ୱକପ ଆରମ୍ଭରୁ ଭାରତ ଚାମ୍ପିୟାନ ହେବାର ବହୁ ମାତ୍ରରେ ଆସା ରହିଥିଲା । କିନ୍ତୁ ସେମିଫାଇନାଲ ମୁକାବିଲାରେ କିଛି ଭୁଲ ନିଷ୍ପତ୍ତି ଦଳକୁ ମହଙ୍ଗା ପଡିଛି ଓ କ୍ରିକେଟପ୍ରେମୀଙ୍କ ସ୍ୱପ୍ନକୁ ଧୂଳିସାତ୍ କରିଛି । ବିରାଟ କୋହଲିଙ୍କ ନେତୃତ୍ୱରେ...
ମହାପ୍ରଭୁଙ୍କୁ ଏ କି ସମ୍ମାନ
ପୁଣି ଚର୍ଚ୍ଚାରେ ଦଇତା ପତିଙ୍କ ଆଚରଣ । ଚର୍ଚ୍ଚାରେ ବରିଷ୍ଠ ଦଇତାପତି ପ୍ରେମାନନ୍ଦ ଦାସ ମହାପାତ୍ର । ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏକ ଫଟୋ । ଯେଉଁ ଫଟୋରେ ବରିଷ୍ଠ ଦଇତାପତି ପ୍ରେମାନନ୍ଦ ଦାସ ମହାପାତ୍ର ଦେବଦଳନ ରଥ...



















