ଓଡିଶାକୁ ରେଳ ଅନୁଦାନ
କେନ୍ଦ୍ର ବଜେଟରେ ଓଡିଶାକୁ ରେଳ ଅନୁଦାନ
ଓଡିଶାକୁ ଚଳିତ ବର୍ଷ ମୋଟ ୫୯୯୩ କୋଟିର ଅନୁଦାନ
ରେଳ ଲାଇନ ପାଇଁ ମୋଟ ୧୪ ଶହ କୋଟି ଟଙ୍କାର ଅନୁଦାନ
ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ ପାଇଁ ୩୫୦ କୋଟି
ଅନୁଗୁଳ-ସୁକିନ୍ଦା ଲାଇନ ପାଇଁ ୨୫୦ କୋଟି ଟଙ୍କା
ହରିଦାସପୁର-ପାରାଦୀପ...
ଜୁଲାଇ 14ରେ ଶ୍ରୀଜଗନ୍ନାଥ ଭଜନ ଓ ଚିତ୍ରାଙ୍କନ ପ୍ରତିଯୋଗିତା
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ଅବସରରେ ଓଡିଆ ଡିଜିଟାଲ ନ୍ୟୁଜ ଚ୍ୟାନେଲ ତକ୍ଷକ ଟିଭି ଓ ଅଗ୍ରଣୀ ସଂଗଠନ ସଂଭାବନା ଆୟୋଜନ କରୁଛନ୍ତି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜଗନ୍ନାଥେ ହୋ.
ଭୁବନେଶ୍ବରରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟସ୍ତରୀୟ ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା ଓ...
ସାବିତ୍ରୀଙ୍କ ପାଇଁ ସୋ
ସମସ୍ଥ ନିର୍ବାଚନ ଶେଷ ହୋଇଥିବା ବେଳେ ବାକି ରହିଛି ପାଟକୁରା ନିର୍ବାଚନ । ପାଟକୁରା ନିର୍ବାଚନକୁ ଆଉ ମାତ୍ର ୧୦ ଦିନ ରହିଛି । ପାଟକୁରାରେ ବିଜୟ ବାନା ଉଡାଇବା ପାଇଁ ମୁଖ୍ୟମନ୍ତ୍ରୀ ନିଜେ ପ୍ରଚାର କରିବେ । ନବୀନଙ୍କ...
ବର୍ଷାରେ ବେହାଲ
ଲଘୁଚାପ ବର୍ଷା ପ୍ରଭାବରୁ ନୂଆପଡା ଅଞ୍ଚଳର ଲୋକ ମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ଆଜିକୁ ପ୍ରାୟ ୩ ଦିନ ଧରି ଲଘୁଚାପ ବର୍ଷାରେ ବେହାଲ ହୋଇ ପଡିଛି ନୂଆପଡା ଜିଲ୍ଲା । ସିନାପାଲି ବ୍ଲକ ଘାଟମାଲ ପଞ୍ଚାୟତର...
ରାଜରାସ୍ତାରେ ଅନ୍ନଦାତା
ମଣ୍ଡିରେ ପଡିଛି ଧାନ । ରାଜରାସ୍ତାରେ ଚାଷୀ । ରାଜ ରାସ୍ତାକୁ ଓହ୍ଲାଇଛନ୍ତି କଳାହାଣ୍ଡି ଜିଲ୍ଲାର ଚାଷୀ । ଏନଏଚ ୨୬ର ଚାରବାହାଲ ପାଟଣାଗଡ ଠାରେ ରାସ୍ତାରୋକ କରିଛନ୍ତି ଚାଷୀ । ଫଳରେ ଜୟପୁର-ଭବାନୀପାଟଣା ମଧ୍ୟରେ ଯାତାୟତ ବନ୍ଦ ରହିଛି...
ଖାଇବାକୁ ନପାଇ ଯୁବକଙ୍କ ମୃତ୍ୟୁ
ନୂଆପଡା ଜିଲ୍ଲାର ବୋଡେନ ବ୍ଲକ କର୍ଳାକୋଟ ପଞ୍ଚାୟତ ର ସରଗିମୁଣ୍ଡା ଗାଁରେ ଘଟିଛି ଏକ ଦୁଃଖଦିଅ ଘଟଣା । ଦୁଇ ଭାଇ ଭଉଣି ଦେବନ୍ତି ବେହେରା ଏବଂ ଗୌତମ ବେହେରା ଭିକ୍ଷା ମାଗି ଚଳୁଥିଲେ । ଗୌତମ ଭିନ୍ନକ୍ଷମ ହୋଇଥିବାରୁ ତିନି...
ପାଟକୁରା ପାଣିପାଗ ,ପଛରେ କଂଗ୍ରେସ, ପୁରା ତାକତ ଲଗାଇ ଦେଇଛି ବିଜେଡି
ଜୁଲାଇ ୨୦ ରେ ହେବ ବହୁପ୍ରତିକ୍ଷିତ ପାଟକୁରା ବିଧାନସଭା ନିର୍ବାଚନ । ପାଟକୁରା ବିଧାନସଭା ନିର୍ବାଚନ ପାଇଁ ସରଗରମ ରାଜ୍ୟ ରାଜନୀତି । ଉଭୟ ବିଜେଡି ଏବଂ ବିଜେପି ମଧ୍ୟରେ କଡାଟକ୍କର ହେଉଥିବା ବେଳେ ପଛରେ ପଡିଯାଇଛି କଂଗ୍ରେସ ।...
ରାଜ୍ୟ ସରକାରଙ୍କ ସହାୟତା ଘୋଷଣା
ପଦ୍ମଶ୍ରୀଙ୍କୁ ମିଳିଲା ସହାୟତା । ରାଜ୍ୟର ଆର୍ଥିକ ଅନଗ୍ରସର ରହିଥିବା ପଦ୍ମଶ୍ରୀ ବିଜେତା ମାନଙ୍କୁ ମାସିକ ସହାୟତା ରାଶି ପ୍ରଦାନ କରିବା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ନବୀନ ପଟ୍ଟନାୟକ । ସଂସ୍କୃତି ବିଭାଗର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ...
ଡରାଉଛି ନଇବନ୍ଧ
ଡରାଉଛି ନାଗାବଳୀ ନଦୀ । ଆକାଶରେ ମେଘ ଆସିଲେ ଛାତିରେ ଛନକା ପଶୁଛି ନଦୀକୁଳିଆଙ୍କୁ । କାରଣ ଆଜିକୁ ୩୦ ବର୍ଷ ହେଲାଣି ରାୟଗଡା ଜିଲ୍ଲାରେ ଭୟଙ୍କର କ୍ଷତି ଘଟାଉଛି ଏହି ନାଗାବଳୀ ନଦୀ । ବର୍ଷା ଆସିଲେ ବିପଦଜନ୍ନକ...
ଅଜଣା ଗାଡିଚଢ଼ି ଦୁଇ ନାବାଳକ ଗୁରୁତର
ରାୟଗଡା ଜିଲ୍ଲାର ଦୁଇ ନାବାଳକଙ୍କ ଏକ ଅଜଣା ଗାଡି ଚଢ଼ି ଗୁରୁତର ହୋଇଛନ୍ତି । ଦୁଇ ବାଳକ ବୁଲା ବିକାଳି ହୋଇଥିବାରୁ ସେମାନେ ବୁଲିବିକି ଯାହା ବ୍ୟବସାୟ କରନ୍ତି ସେଥିରୁ ନିଜ ପରିବାର ଚଳାଇନ୍ତି । ଏମାନେ ପରିବାର ସହ...



















