ବିଜେପିରେ ବୈଷ୍ଣବ
ବିଜେପିରେ ଯୋଗଦେଲେ ଅଶ୍ୱିନୀ ବୈଷ୍ଣବ । ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଦ୍ଧିବଦ୍ଧ ଭାବେ ବିଜେପିରେ ଯୋଗଦେଲେ ଅଶ୍ୱିନୀ । ପୂର୍ବତନ ଆଇଏଏସ ଅଶ୍ୱିନୀ ବୈଷ୍ଣବଙ୍କୁ ଓଡିଶାରୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଥିଲା ବିଜେପି । ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀଙ୍କୁ...
କୋଣାର୍କ ପରିସରରେ ଯୋଗ ଦିବସ
ଜୁନ ୨୧ ଅନ୍ତର୍ଜାତୀୟ ଯୋଗ ଦିବସ ରୁପେ ପାଳନ କରାଯାଇଛି । ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ନିମାପଡା ଏବଂ କାକଟପୁରର ଶିକ୍ଷା ବିକାଶ ଅଧିନରେ ଥିବା ୧୨ଟି ଶରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀ ମାନେ ଯୋଗ ଦିବସ...
ଭାରସାମ୍ୟ ହରାଇ ଗଛରେ ପିଟିହେଲା ବୋଲେରୋ
ଗୋଲମୁଣ୍ଡା ଥାନା ଅନ୍ତର୍ଗତ ଖଲିଆକାନି ଠାରେ ଦୁର୍ଘଟଣା । ଗୁରୁବାର ରାତିରେ ଏକ ବୋଲେରୋ ୫ ଜଣଙ୍କୁ ନେଇ ଆସୁଥିବାବେଳେ ଭାରସ୍ୟାମ ହରାଇ ଏକ ଗଛରେ ପିଟି ହୋଇଥିଲା । ଘଟଣା ସ୍ଥଳରେ ଡ୍ରାଇଭରର ମୃତୁ୍ୟ ଘଟିଥିଲା । ତେବେ...
ଦେଢଘଣ୍ଟା ବିଳମ୍ବରେ ମିଳିଲା ପ୍ରଶ୍ନପତ୍ର
ମାଲକାନଗିରି ଡିଗ୍ରୀ କଲେଜରେ ଯୁକ୍ତ ୩ ପରୀକ୍ଷାବେଳେ ଅବ୍ୟବସ୍ଥା । ଆନ୍ଧ୍ର କଲେଜ ବିଭାଗର ପ୍ରଥମ ସେମିଷ୍ଟାର ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଦେଢଘଣ୍ଟା ବିଳମ୍ବରେ ପ୍ରଶ୍ନପତ୍ର ମିଳିଥିବା ଅଭିଯୋଗ ହୋଇଛି । ସକାଳ ୯ଟାରେ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ପ୍ରଶ୍ନପତ୍ର...
ଆଜି ବିଶ୍ୱ ଯୋଗ ଦିବସ
ଆଜି ବିଶ୍ୱ ଯୋଗ ଦିବସ । ୨୦୧୫ ରୁ ପ୍ରତିବର୍ଷ ଜୁନ ୨୧କୁ ଅର୍ନ୍ତରାଷ୍ଟ୍ରିୟ ଯୋଗ ଦିବସ ରୁପେ ପାଳନ କରାଯାଉଛି । ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଭୁଲ ଖାଦ୍ୟ ଏବଂ ଖରାପ ଜୀବନଶୈଳୀ ପାଇଁ ଆମେ ନିଜର ସ୍ୱାସ୍ଥ୍ୟ...
ଭାଇରାଲ ଭିଡିଓକୁ ନେଇ ଘେରିଲେଣି ବିରୋଧି
ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ମୋବାଇଲ ଦେଖୁଥିବା ଭିଡିଓ ଭାଇରାଲ ହେବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିଜେପି ଟାର୍ଗେଟକୁ ଆସିଛନ୍ତି । ଏହି ଘଟଣା ପରେ ବିଜେପିର ବହୁ ବରିଷ୍ଠ ନେତା ଏବେ ରାହୁଲଙ୍କୁ ଘେରିଛନ୍ତି ।...
ତ୍ରିକୋଣୀୟ ପ୍ରେମରୁ ହତ୍ୟା
ପ୍ରେମନେଲା ଜୀବନ । ରାୟଗଡା କଲେଜ ଛାତ୍ରଙ୍କ ହତ୍ୟା ପଛରୁ ହଟିଛି ପରଦା । ପ୍ରେମ ସମ୍ପର୍କକୁ ନେଇ ହୋଇଥିଲା ହତ୍ୟାକାଣ୍ଡ । ଏନେଇ ଟାଉନ ଥାନା ପୋଲିସ ହାତରେ ଲାଗିଛି ଠୋସ୍ ପ୍ରମାଣ । ୨ ଅଭିଯୁକ୍ତଙ୍କ ସମେତ...
ସରକାର ନୀରବ କାହିଁକି?
ପାଟଣାଗଡର ନବନିର୍ବାଚିିତ ବିଧାୟକ ସରୋଜ ମେହେର ରାସ୍ତା ଉପରେ ଜଣେ ପୂର୍ତ ବିଭାଗର ଜେଇଙ୍କୁ ଉଠ୍ବସ୍ କରିବା ଘଟଣା ସାରା ଓଡିଶାରେ ଚର୍ଚ୍ଚିତ ଖବର ପାଲଟିଥିଲା । ଜେଇଙ୍କୁ ସର୍ବସମ୍ମୁଖରେ ଉଠ୍ବସ୍ କରିବା ଏବଂ ତାଙ୍କୁ ଅପମାନିତ କରିବା ଭଳି...
୨୫ ନୁହେଁ ଆସନ୍ତାକାଲି ଖୋଲିବ ସମସ୍ତ ସ୍କୁଲ
ଆସନ୍ତାକାଲି ଠାରୁ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ । ପାଗକୁ ଦୃଷ୍ଟିରେ ରଖି ଜୁନ ୨୫ ଯାଏଁ ବୃଦ୍ଧି କରାଯାଇଥିବା ସ୍କୁଲ ଛୁଟିରେ ପରିବର୍ତ୍ତନ କରାଯାଇଛି । ସ୍କୁଲ ଖୋଲିବାର ପୂର୍ବ ନିଷ୍ପତିକୁ ରାଜ୍ୟ ସରକାର ବଦଳାଇଛନ୍ତି । ରାଜ୍ୟରେ...
ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା, ତାତିରୁ ମିଳିଲା ନିସ୍ତାର
ଅସହ୍ୟ ତାତିରୁ ରାଜ୍ୟବାସୀଙ୍କୁ ମିଳିଲା ନିସ୍ତାର । ରାଜ୍ୟରେ ଆରମ୍ଭ ହେଲା ପ୍ରାକ୍ ମୌସୁମୀ ବର୍ଷା । ଉତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା...



















