ବିଶ୍ୱକପରୁ ଶିଖର ଆଉଟ : ରିଷଭ ଇନ୍
ଇଂଲଣ୍ଡରେ ଚାଲିଥିବା ଦ୍ୱାଦଶ ବିଶ୍ୱକପରେ ଟିମ୍ ଇଣ୍ଡିଆକୁ ଲାଗିଛି ବଡ ଝଟକା । ଆହାତ କାରଣରୁ ତିନି ସପ୍ତାହ ପାଇଁ ଦଳରୁ ବାଦ ପଡିଥିବା ଶିଖର ବର୍ତମାନ ପୁରା ବିଶ୍ୱକପରୁ ବାଦ ପଡିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଆହାତ...
ବାରିପଦାରୁ ଭୁବନେଶ୍ୱର ଅଭିମୁଖେ ପଦଯାତ୍ରା
ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦାର ଶ୍ରୀହରି ବଳଦେବଜୀଉ ମନ୍ଦିରର ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ । ପ୍ରଶାସନିକ ଅବ୍ୟବସ୍ଥା ଯୋଗୁ ମନ୍ଦିରରେ ତିନି ଠାକୁରଙ୍କ ନୀତିକାନ୍ତିରେ ବି ବିଭ୍ରାଟ । ଜିଲ୍ଲା ପ୍ରଶାସନକୁ ବାରମ୍ବାର ଜଣାଇ ବିଫଳ ହେବା ପରେ...
ସହିଦ ଓଡିଆ ଯବାନ ପରିବାରକୁ ୨୫ ଲକ୍ଷ ସହାୟତା
ପୁଲୱାମାରେ ସହିଦ ହୋଇଥିବା ଓଡିଆ ଯବାନଙ୍କ ପରିବାର ପାଇଁ ୨୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ । ଜୁନ ୧୭ ତାରିଖରେ ପୁଲୱାମାରେ ଯବାନଙ୍କ ଗାଡି ଉପରକୁ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ...
୨୧ରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା, ବାଣିଜ୍ୟ ଫଳ
ଆସନ୍ତା ୨୧ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ। ଅପରାହ୍ନ ସାଢ଼େ ୩ଟାରେ ଫଳ ପ୍ରକାଶ ପାଇବ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ଏହି ସୂଚନା ଦେଇଛନ୍ତି।...
ଜନ୍ମ ମାଟିକୁ ଫେରିବ ସହିଦଙ୍କ ମର ଶରୀର
ଆଜି ଓଡିଶା ଆସିବ ଜମ୍ମୁ କଶ୍ମୀର ପୁଲୱାମାରେ ଆଇଡି ବ୍ଲାଷ୍ଟରେ ସହିଦ ଓଡିଆ ଯବାନ ଅଜିତ ସାହୁଙ୍କ ମରଶରୀର । ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବା ପରେ ତାଙ୍କ ପାର୍ଥୀବ ଶରୀରକୁ କାମାଖ୍ୟାନଗର ସ୍ଥିତ ବଡସୁଆଁଳ ଗ୍ରାମକୁ ନିଆଯିବ ।
ସୂଚନା...
ଚାଟାର୍ଡ୍ ଆକାଉଣ୍ଟାନ୍ସିରୁ ମିସ୍ ଇଣ୍ଡିଆ
ମିସ୍ ଇଣ୍ଡିଆ ଟାଇଟେଲ୍ ଜିତିଛନ୍ତି ସୁମନ ରାଓ । ସୁମନ ରାଜସ୍ଥାନ ଅନ୍ତର୍ଗତ ଉଦୟପୁରର ଝିଅ । କିଛି ବର୍ଷ ହେବ ସୁମନ ମୁମ୍ବାଇରେ ରହୁଥିଲେ । ମୁମ୍ବାଇରୁ ହାଇସ୍କୁଲ ପାସ୍ ଆଉଟ୍ ହେବା ପରେ ସୁମନ ନୂଆ ଦିଲ୍ଲୀରେ...
୧୪ବର୍ଷ ପରେ ଆସିଲା ରାୟ, ୪ଜଣଙ୍କୁ ଆଜୀବନ
୨୦୦୫ ଅଯୋଧ୍ୟାର ରାମ ଜନ୍ମଭୂମୀ ପରିସରରେ ଘଟିଥିବା ଆତଙ୍କବାଦୀ ହମଲାର ରାୟ ପ୍ରକାଶ ପାଇଛି । ମଙ୍ଗଳବାର ପ୍ରୟାଗରାଜର ସ୍ୱତନ୍ତ୍ର କୋର୍ଟ ଏହି ମାମଲାର ଶୁଣାଣିକରି ୫ ଜଣ ଦୋଷୀଙ୍କ ମଧ୍ୟରୁ ୪ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଏବଂ ୪୦ ହଜାର...
ଓଡିଶା ପୋଲିସଙ୍କୁ ଦାବିପତ୍ର
ରାୟଗଡା ଜିଲ୍ଲାରେ ଅପରାଧୀଙ୍କ କାଣ୍ଡ କାରନାମା ବଢ଼ିବାରେ ଲାଗିଥିବା ବେଳେ ଆଇନ ବ୍ୟବସ୍ଥା ପୁରାପୁରି ଭୁଷୁୁଡି ପଡିଛି । ତେବେ ଏହାକୁ ଦୃଷ୍ଟିରେ ରଖି କସ୍ତୁରୀ ନଗର ବାସୀଙ୍କ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ଓଡିଶା ପୋଲିସ ମହା...
ସ୍କୁଲ ଛୁଟି ବଢିଲା
ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସ୍କୁଲ ଛୁଟି ବଢାଇଲେ ସରକାର । ଜୁନ୍ ୨୫ରେ ଖୋଲିବ ସମସ୍ତ ସ୍କୁଲ । ସ୍କୁଲ ଛୁଟି ବଢାଇଲା ସ୍କୁଲ ଓ ଗଣଶିକ୍ଷା ବିଭାଗ । ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ...
ମାଷ୍ଟରମାଇଣ୍ଡ ସଫା
କଶ୍ମୀରରେ ସୁରକ୍ଷା କର୍ମୀଙ୍କୁ ବଡ ସଫଳତା । ପୁଲୱାମା ହମଲାର ଅନ୍ୟତମ ମାଷ୍ଟରମାଇଣ୍ଡ ଜୈଶ କମାଣ୍ଡର ସଜ୍ଜାଦ ଭଟ୍ଟ ନିହତ ହୋଇଛି । ଅନନ୍ତନାଗରେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିପାତ ହୋଇଛନ୍ତି ଦୁଇ ଜୈଓ ଏ ମହମ୍ମଦର ଆତଙ୍କବାଦୀ । ଆଜି...



















