ଗାନ୍ଧୀ ଜୟନ୍ତୀ ଅବସରରେ ୩ ପ୍ରମୁଖ ରାଜନୈତିକ ଦଳର ପଦଯାତ୍ରା
ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ । ବାପୁଜୀଙ୍କ ଜନ୍ମ ଜୟନ୍ତୀକୁ ନେଇ ଚାରିଆଡ଼େ ଉତ୍ସବ ମୁଖର ହୋଇପଡ଼ିଥିବା ବେଳେ ଏହି ଅବସରରେ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ପଦଯାତ୍ରା ଆରମ୍ଭ କରିଛନ୍ତି...
ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ
ଭାରତୀୟ ମୁକ୍ତି ସଂଗ୍ରାମର ମହାନାୟକ, ଅହିଂସାର ମୂର୍ତିମନ୍ତ ପ୍ରତୀକ ମହାତ୍ମା ଗାନ୍ଧୀ । ଆଜି ସେହି ମହାନ୍ ପୁରୁଷ ବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ । ପୁଣି ଥରେ ମାନସପଟରେ ତରଙ୍ଗାୟିତ ହୋଇଛି...
ନବରାତ୍ରୀ ପାଇଁ ଉତ୍ସବ ମୁଖର ମଝିଘରିଆଣୀ ମନ୍ଦିର
ଚାଲିଛି ମୃଣ୍ମୟୀ ପ୍ରତିମାରେ ଖଡିଲଗା । ମା ଦୁର୍ଗାଙ୍କ ପ୍ରତିମା ସହ ବିଭିନ୍ନ ପାଶ୍ୱର୍ ଦେବାଦେବୀଙ୍କ ମୂର୍ତ୍ତିରେ ଲଗାଯାଉଛି ଖଡି । ଧରାବତରଣ କରିବେ ଜଗତ ଜନନୀ ମା’ ଦୁର୍ଗା । ଏଥିପାଇଁ ସହରଠୁ ପୁରପଲ୍ଲୀ ହୋଇଉଠିଛି ଚଳଚଞ୍ଚଳ ।...
ଦନ୍ତା ଆକ୍ରମଣରେ ବୃଦ୍ଧ ମୃତ
ଦନ୍ତା ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ | ମୃତକ ମୋରଡ଼ା ବ୍ଲକ ଅନ୍ତର୍ଗତ ଦାନ୍ତିଆ ମୁହାଁ ପଞ୍ଚାୟତର ମାଛୁଆ ଗ୍ରାମର ଗଜେନ୍ଦ୍ର ମହାନ୍ତ | ସେ ବିଲକୁ ଯାଉଥିବା ବେଳେ ହାତୀ ଆକ୍ରମଣ କରିଥିଲା | ଫଳରେ ଘଟଣା ସ୍ଥଳରେ...
ଯୋଗେଶ ଚନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତ
ଓଡିଶା ଗସ୍ତରେ ଆସୁଛନ୍ତି ନ୍ୟାଶନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନ୍ଆଇଏ) ଡିଜି ଯୋଗେଶ ଚନ୍ଦ୍ର ମୋଦି | ଆସନ୍ତା ୩ ତାରିଖରେ ସେ ଓଡ଼ିଶା ଗସ୍ତରେ ଆସିବେ | ଜାମ୍ମୁ ଓ କାଶ୍ମିରୀରୁ ଧାରା ୩୭୦ ଉଛେଦ ହେବା ପରେ ଆତଙ୍କବାଦୀ...
୩୧ ଯାଏ କୋହଳ
ଆଜିଠୁ ଲାଗୁ ହେବାକୁ ଥିଲା ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ କଟକଣା । Kò«ê ଚଳିତ ମାସ ଦୁର୍ଗା ପୂଜା ପଡ଼ୁଥିବାରୁ ଏହାକୁ ୧ ମାସ ପର୍ଯ୍ୟନ୍ତ କୋହଳ କରିଦେଇଛନ୍ତି ରାଜ୍ୟ ସରକାର। ଫଳରେ ଏହାକୁ ଚଳିତ ମାସ...
ଶୁଣିଲେନି ସାଂସଦଙ୍କ କଥା
ସରକାର ସାଧାରଣ ଲୋକଙ୍କ ନିକଟତର ହେବ ପାଇଁ ଯୋଜନା ପ୍ରଣୟନ କରୁଛନ୍ତି | ସେ ମୋ ସରକାର ଯୋଜନା ହଉ ଅବା ୫ ଟି | ନିଜ ମନ୍ତ୍ରୀମଣ୍ଡଳ ଓ ପୋଲିସ ଅଧିକାରୀମାନଙ୍କୁ ସାଧାରଣ ଲୋକଙ୍କ ସୁବିଧା ଓ...
୯୪ଟି ଦଳକୁ ପଛରେ ପକାଇଲା ଏ.ପି.ଜେ.ଅବଦୁଲ କାଲାମ ଫୁଟବଲ୍ ଟିମ
ଲୋଇସିଂହା ମାହେଶ୍ୱରୀ ସଂଗଠନ ପକ୍ଷରୁ ଲୋଇସିଂହା ଏ.ପି.ଜେ. ଅବଦୁଲ କାଲାମ ଫୁଟବଲ ଟିମଙ୍କୁ ସ୍ୱାଗତ ସମ୍ବୋଧନା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଦେବାଷିଶ ବିଶୋଇ, ବିଭୂତି ଭୂଷଣ ଷାହାଣୀ, ମଞ୍ଜୁବାଳା ମେହେର, ନନ୍ଦ କିଶୋର ଭୁଆଁ ଆଦି ମୁଖ୍ୟ ଅତିଥି...
ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ
ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ହନୁମନ୍ତପୁର ପଞ୍ଚାୟତର ମୁଦିଗୁଡା ଗ୍ରାମରୁ ଏକ ବଜ୍ରକାପ୍ତା ଉଦ୍ଧାର | ପୋଲିସ ଏହି ଘଟଣାରେ କାସୁ ବେଡକା ନାମକ ଜଣେ ଯୁବକକୁ ଗିରଫ କରିଛି | ଉଦ୍ଧାର ବଜ୍ରକାପ୍ତାର ଓଜନ ୮ କେଜି ୬୦୦...
ଆମ୍ବଦଳାରେ ବିଶାଳ କଳସ ଶୋଭାଯାତ୍ରା
ଆସୁଛନ୍ତି ମା | ମାଙ୍କ ଆଗମନକୁ ନେଇ ଚଳଚଂଚଳ ହୋଇଉଠିଛି ସହରଠୁ ଆରମ୍ଭ କରି ପୁରପଲ୍ଲୀ | ରାୟଗଡା ଅମ୍ବାଦଳା ଏବଂ ଆଖ ପାଖ ଅଞ୍ଚଳ ଶାରଦୀୟ ଦୁର୍ଗାପୂଜା ଲାଗି ମାଙ୍କ ଆବାହନ ନିମନ୍ତେ ଲାଗିପଡିଛନ୍ତି | ପ୍ରାୟ ପାଞ୍ଚ...

















