ନିଆଁ ଆଁରେ ୫୦ ବଖରା ଘର
କେନ୍ଦ୍ରାପଡ଼ାରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଳି ପୋଡି ପାଉଁଶ ହୋଇଯାଇଛି ୫୦ ବଖରା ଘର । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଜାଲକଣା ଗାଁରେ ଘଟିଛି ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଦୁଇ ଶିଶୁ ଗୁରତର ହୋଇଥିବା ସୂଚନା ମିଳିଛି...
ମାରିଦେଲା ମହୁମାଛି
ମହୁମାଛି ଆକ୍ରମଣରେ ବାଳକର ମୃତ୍ୟୁ । ଜଣେ ବାଳକର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଆହତ ହୋଇଛନ୍ତି । ଘଟଣା ଘଟିଛି ରାୟଗଡା ମୁକୁନ୍ଦପୁର ଫାଣ୍ଡି ଅନ୍ତର୍ଗତ ଭେଜା ଗାଁରେ । ୩ ଜଣ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ...
କଂଗ୍ରେସର କଟକଣା; ଟିଭି ଡିବେଟରୁ ଦୂରେଇ ରହିବେ ନେତା
୨୦୧୯ ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସର ସ୍ଥିତି ଏକପ୍ରକାର ଦୟନୀୟ ହୋଇପଡିଛି । ପରାଜୟ ପରେ କଂଗ୍ରେସର ଆତ୍ମସମୀକ୍ଷା ଚାଲିଥିବା ବେଳେ ଦଳର ଅଦକ୍ଷ ରାହୁଲ ଗାନ୍ଧୀ ଇସ୍ତଫା ଦେବାକୁ ଅଡିବସିଛନ୍ତି ।ଏଭଳି ପରିସ୍ଥିତିରେ କଂଗ୍ରେସ ତାର...
ଉଦ୍ଧାର ହେଲେ ଦାଦନ ଶ୍ରମିକ
ପେଟ ପାଇଁ ଡହଳ ବିକଳରେ ଜୀବନ । ରୋଜଗାରର ସବୁ ରାସ୍ତା ବନ୍ଦ ହୋଇଯାଇଥିବାବେଳେ ଏବେ ବାହାରକୁ ରୋଜଗାର ଆଶା ନେଇ ଯାଉଛନ୍ତି ଶ୍ରମିକ । ଦାଦନ ଖଟିଲେ ପରିବାରକୁ ଦିଓଳି ଖାଇବା ମିଳିପାରିବ । ସେଇ ଆଶା ନେଇ...
ସନ୍ଧ୍ୟାରେ ନେବେ ଶପଥ
ନିର୍ବାଚନ ଜିତିବା ପରେ 2ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ । ଗୁରୁବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରିବେ ମୋଦୀ । ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ରାଷ୍ଟ୍ରପତି ରାମନାଥ...
ଓଡିଶାରୁ କିଏ ହେବେ ମନ୍ତ୍ରୀ
ଏଥର ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ଓଡିଶଆରୁ କିଏ ହେବେ ମନ୍ତ୍ରୀ । ଗତଥର ମାତ୍ର ଗୋଟିଏ ଆସନରୁ ବିଜେପି ଜିତିଥିବା ବେଳେ ଓଡିଶାକୁ ମିଳିଥିଲା ଦୁଇଟି କେନ୍ଦ୍ରମନ୍ତ୍ରୀ ପଦବୀ । ଏଥରକ ୮ଟି ଆସନରେ ବିଜେପି ଜିତି ଥିବାରୁ ଅଧିକ କେନ୍ଦ୍ରମନ୍ତ୍ରୀ...
ଜେଟଲି ମନା କଲେ
ରାତି ପାହିଲେ ଶପଥ ଗ୍ରହଣ ଉତ୍ସବ। ଶପଥ ନେବେ ବିପୁଳ ମାତ୍ରାରେ ବିଜୟୀ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମନ୍ତ୍ରୀ ପଦ ନେଇ ଚାଲିଛି ଅଟକଳ। କିଏ ପାଇବ ମନ୍ତ୍ରୀ ପଦ, କିଏ ପଡ଼ିବ ବାଦ ! ତେବେ...
ଇସ୍ତଫା ଦେଲେ ଶାହ
ସାସଂଦ ପଦରୁ ଇସ୍ତଫା ଦେଇଛନ୍ତି ଅମିତ ଶାହା । ଆଜି ରାଜ୍ୟସଭା ସାସଂଦ ପଦରୁ ଇସ୍ତଫା ଦେଇଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧକ୍ଷ୍ୟ ଅମିତ ଶାହା । ଗୁଜରାଟର ଗାନ୍ଧି ନଗର ଆସନରେ ଲୋକସଭା ସାସଂଦ ଭାବେ ନିର୍ବାଚିତ ହେବା ପରେ...
ମନ୍ତ୍ରୀମଣ୍ଡଳରେ ଅନ୍ୟ ଦଳ ନେତାଙ୍କୁ ଗୁରୁତ୍ୱ
ବିଜେପି ଓ କଂଗ୍ରେସରୁୁ ଆସିଥିବା ନେତାଙ୍କ ଉପରେ ନବୀନଙ୍କ ବିଶ୍ୱାସ । ନିର୍ବାଚନରେ ପ୍ରାର୍ଥୀ କରି ବିଧାୟକ ଭାବେ ଜିତାଇବା ପରେ ନବୀନ ତାଙ୍କ ମନ୍ତ୍ରୀମଣ୍ଡଳରେ ଅନ୍ୟ ଦଳରୁ ଆସିଥିବା ତିନିଜଣ ବିଧାୟକଙ୍କୁ ମନ୍ତ୍ରୀ କରିଛନ୍ତି । ସେମାନେ ହେଲେ...
ଏମାନେ ନେଲେ ଗୁରୁ ଦାୟିତ୍ୱ
ନିର୍ବାଚନ ପରେ ସାରା ଓଡିଶାରେ ସବୁଠୁ ବଡ ଚର୍ଚ୍ଚା ଥିଲା କେଉଁ ବିଧାୟକ ମନ୍ତ୍ରୀପଦ ପାଇବେ । କେଉଁ ମାନେ ସମ୍ବାଳିବେ ନବୀନଙ୍କ ପଚଂମ ଇନିଂସ୍ ମନ୍ତ୍ରୀଭାର । ବୁଧବାର ଶପଥ ଗ୍ରହଣ ଉତ୍ସବରେ ନବୀନ ଓ ଟିମ୍ ଶପଥ...



















