ଭାଲୁ ସହ ଲଢେଇ କରି ଜୀବନ ବଞ୍ଚାଇଲେ
ଭାଲୁ ଆକ୍ରମଣରେ ଯୁବକ ଗୁରୁତର । ବାଲେଶ୍ୱର ନୀଳଗିରିର ପଞ୍ଚଲିଙ୍ଗେଶ୍ୱର ପିଠରୁ ଘରକୁ ଫେରିବା ବେଳେ ସୁକୁରା ଦେହୁରୀ ନାମକ ଯୁବକ ଭାଲୁ ଆକ୍ରମଣର ଶିକାର ହୋଇଥିଲେ । ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି...
ରଙ୍ଗିନ କୋଣାର୍କ
ବିଶ୍ୱ ଐତିହ୍ୟ କୋଣାର୍କ ମନ୍ଦିରରେ ଆରମ୍ଭ ହେଲା ଲାଇଟ ଆଣ୍ଡ ସାଉଣ୍ଡ ବ୍ୟବସ୍ଥା । ଫନୀ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଏହି ଲାଇଟ ଆଣ୍ଡ ସାଉଣ୍ଡ ବ୍ୟବସ୍ଥା ମରାମତି ପରେ ଗତକାଲିଠୁ ଆରମ୍ଭ ହୋଇଛି । ବାତ୍ୟା ଫନି ତାଣ୍ଡବର...
ସୋମବାର ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଫଳ
ଆସନ୍ତା ୩ ଅର୍ଥାତ ସୋମବାର ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି । ଚଳିତ ବର୍ଷ ବିଜ୍ଞାନରେ ୯୯ ହଜାର ଛାତ୍ରଭାତ୍ରୀ ପରୀକ୍ଷା ଦେଇଥିଲେ...
ବିଧାୟକ ପ୍ରାର୍ଥୀ ମନୋଜ ଜେନା ହତ୍ୟା ମାମଲାରେ ୨ଜଣଙ୍କୁ ଏନକାଉଣ୍ଟର
ଆସିକା କଂଗ୍ରେସ ବିଧାୟକ ର୍ପ୍ରାଥୀ ମନୋଜ ଜେନାଙ୍କ ହତ୍ୟା ଘଟଣାରେ ପୋଲିସକୁ ମିଳିଛି ବଡ ସଫଳତା । ଏହି ହାଇପ୍ରୋଫାଇଲ ହତ୍ୟା କାଣ୍ଡରେ ପୋଲିସ ଦୁଇ ଜଣଙ୍କୁ ଏନକାଉଣ୍ଟର କରି ଗିରଫ କରିଛି । ଗୋଳନ୍ଥରା ଥାନା ଅମିତ୍ ହସ୍ପିଟାଲ...
ଜୁନ୍ ୬ରେ ଯୁକ୍ତଦୁଇ ନାମଲେଖା ଆବେଦନ ଆରମ୍ଭ
ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଯୁକ୍ତଦୁଇ ନାମଲେଖା ଆବେଦନ ପ୍ରକ୍ରିୟା ଆସନ୍ତା ଜୁନ୍ ୬ରେ ଆରମ୍ଭ ହୋଇ ଜୁନ୍ ୨୦ ସୁଦ୍ଧା ଆବେଦନ ପ୍ରକ୍ରିୟା ଶେଷ ହେବ । ରାଜ୍ୟରେ ୧୬୦୦ରୁ ଅଧିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଥିବାବେଳେ ଛାତ୍ରଛାତ୍ରୀ...
ଜୟ ଶ୍ରୀରାମ ଶୁଣି ଚିଇଁକି ଉଠିଲେ ଦିଦି
ଜୟ ଶ୍ରୀରାମ ନାରା ଶୁଣି ରାଗିପାଚି ପୁରା ଲାଲ ଦିଦି । ଖାଲି ରାଗୁନାହଁନ୍ତି ବରଂ ନାରା ଲଗାଉଥିବା ଲୋକଙ୍କୁ ବାଡେଇ ଚମଡା ଉତ୍ତାରି ଦେବି ବୋଲି ଧମକ ବି ଦେଉଛନ୍ତି । ମିଳିଥିବା ସୂଚନା ଅନୁଯାଇ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ...
ତମାଖୁ ସେବନରେ ଚୀନ ଆଗରେ
ପ୍ରତିବର୍ଷ ମେ ୩୧କୁ ବିଶ୍ୱ ତମାଖୁ ମୁକ୍ତ ଦିବସ ଭାବେ ପାଳନ କରାଯାଉଛି । ସର୍ବପ୍ରଥମେ ୧୯୮୭ ମସିହାରେ ବିଶ୍ୱ ତମାଖୁ ମୁକ୍ତ ଦିବସ ପାଳନ କରାଯାଇଥିଲା । ସିଗାରେଟ୍ ମାଧ୍ୟମରେ ଲୋକେ ସବୁଠାରୁ ଅଧିକ ତମାଖୁ ସେବନ କରିଥାନ୍ତି...
ଭାରତୀୟ ନୌସେନା ମୁଖ୍ୟଭାବେ ଦାୟିତ୍ୱ ନେଲେ
ଭାରତୀୟ ନୌସେନା ମୁଖ୍ୟଭାବେ ଦାୟିତ୍ୱ ନେଲେ ପୂର୍ବାଞ୍ଚଳ ନୌସେନା କମାଣ୍ଡ ଫ୍ଲାଗ ଅଫିସର କମାଣ୍ଡିଂ-ଇନ-ଚିଫ ଏଡ୍ମିରାଲ କରମବୀର ସିଂ । ପୂର୍ବତନ ନୌସେନା ପ୍ରମୁଖ ଏଡ଼୍ମିରାଲ ସୁନୀଲ ଲାନ୍ବା ଏଡ଼୍ମିରାଲ ସିଂହଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ପ୍ରଥମ ହେଲିକପ୍ଟର୍...
ବାହୁଡିବେ ଜଗା-କାଳିଆ
ଖୁବଶୀଘ୍ର ଓଡିଶା ଫେରିବେ କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗାକାଳିଆ । ଦିଲ୍ଲୀ ଏମସରେ ଚିକିତ୍ସାଧୀନ ଥିବା ଜଗାକାଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରିବାରେ ଲାଗିଛି । ଦୁହେଁ ସୁସ୍ଥ ଅଛନ୍ତି । ଗତ ୨ ବର୍ଷ ଧରି ଜଗାକାଳିଆଙ୍କ ଚିକିତ୍ସା ଦିଲ୍ଲୀରେ ଜାରି...
ଫିର୍ ଏକବାର୍ ମୋଦୀ ସରକାର
ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ଦାମୋଦର ଦାସ ମୋଦୀ । ରାଷ୍ଟ୍ରପତି ଭବନରେ ଆୟୋଜିତ ବର୍ଣ୍ଣାଢ୍ୟ ସମାରୋହରେ ମୋଦୀଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ମୋଦୀଙ୍କ...



















