ମ୍ୟାଜିକ୍ କଲେ ମକରନ୍ଦ
ସବୁ ଅପେକ୍ଷାର ହୋଇଛି ଅନ୍ତ । ଦୀର୍ଘଦିନ ଧରି ଚାଲିଥିବା କଳ୍ପନା ଜଳ୍ପନାର ପଡିଛି ପୂର୍ଣ୍ଣଛେଦ । ସମସ୍ତଙ୍କ ମନରେ ସବୁବେଳେ ଗୋଟିଏ ପ୍ରଶ୍ନ ଉଙ୍କିମାରୁ୍ଥିଲା । କେଉଁ ଆସନରୁ କିଏ ଜିତିବ ଆଉ କିଏ ହାରିବ । ଏମିତି...
ଲୋକହସାରୁ ବଞ୍ଚାଇଲେ ସପ୍ତଗିରି
ସମଗ୍ର ଦେଶରେ ମୋଦି ମ୍ୟାଜିକ କାମ କରିଥିବାବେଳେ ରାଜ୍ୟକୁ ନିଜ କବଜାକୁ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଞ୍ଚମ ଥର ପାଇଁ ନବୀନ ମୁଖ୍ୟମନ୍ତ୍ରୀ ହୋଇ ବିରୋଧିଙ୍କ ମୁହଁ ବନ୍ଦ କରିଦେଇଛନ୍ତି । ଲୋକସଭାରେ ବିଜେଡି ୧୨ ବିଜେପି...
୧୧୨ ବିଧାନସଭା ଆସନରେ ବିଜେଡିର ବାଜିମାତ୍
ଗଣତନ୍ତ୍ରର ମାହାପର୍ବକୁ ନେଇ ଯେଉଁ ଉସôାହ ଉଦ୍ଦୀପନା ଥିଲା ତାହା ଗତକାଲି ଅବସାନ ହୋଇଛି । ରାଜ୍ୟରେ ବହୁ ହେଭିଓ୍ୱେଟ୍ ନେତାଙ୍କ ଭାଗ୍ୟପେଡି ଖୋଲିଛି । ବିଭିନ୍ନ ଦଳରେ ନୂଆକରି ପ୍ରାର୍ଥୀ ହୋଇଥିବା ନେତା ମଧ୍ୟ ବାଜି ମାରି ନେଇଛନ୍ତି...
ରାଜନୀତି ମଇଦାନରେ ଗୌତମଙ୍କ ଛକା
କ୍ରିକେଟରରୁ ରାଜନୀତି । ବିଜେପି ପ୍ରାର୍ଥୀ ଭାବେ ଏଥର ରାଜନୀତି ମଇଦାନକୁ ଓହ୍ଲାଇଥିଲେ କ୍ରିକେଟର ଗୌତମ ଗମ୍ଭିର । ଦିଲ୍ଲୀ ଲୋକସଭା ଆସନରୁ ସେ ୩.୯ ଲକ୍ଷ ଭୋଟ୍ ପାଇ ବିଜୟଲାଭ କରିଛନ୍ତି । ୩୭ ବର୍ଷ ବୟସରେ କ୍ରିକେଟରୁ...
୨୧ ଲୋକସଭା ଆସନରେ କିଏ କେଉଁଠାରୁ ଜିତିଲେ, ପଢନ୍ତୁ
ଓଡ଼ିଶାରେ ୨୧ଟି ଲୋକସଭା ଆସନରୁ ୧୨ଟି ବିଜେଡି ହାତେଇ ଥିବାବେଳେ ବିଜେପିକୁ ୮ଟି ଏବଂ କଂଗ୍ରେସକୁ ମିଳିଛି ମାତ୍ର ଗୋଟିଏ ଆସନ । ଭୁବନେଶ୍ୱର, ବରଗଡ଼, ସମ୍ବଲପୁର, ବାଲେଶ୍ୱର, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗିର ଓ ମୟୂରଭଞ୍ଜ ଲୋକସଭା ଆସନରେ ବିଜେପି...
କେନ୍ଦ୍ରରେ କାମ କଲା ମୋଦି ମ୍ୟାଜିକ୍
କେନ୍ଦ୍ରରେ ପୁଣି କ୍ଷମତାସୀନ ହେଲା ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟ. ୫୪୨ ଆସନରୁ ବିଜେପି ମେଣ୍ଟ ୩୪୮ ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ମିଳିଛି ମାତ୍ର ୯୧ ଆସନ. ମେଣ୍ଟ ବାହାରେ ଥିବା ଅନ୍ୟ ଦଳମାନେ ୧୦୩ଟି ଆସନରେ...
ଦେବାଶିଷଙ୍କୁ ହରାଇ ବାଜି ମାରିଲେ ମୋକିମ୍
ବାରବାଟୀ-କଟକ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମ୍ ବିଜେଡି ପ୍ରାର୍ଥୀ ଦେବାଶିଷଙ୍କୁ ହରାଇ ବାଜି ମାରିଛନ୍ତି । ୩୭ ଶହରୁ ଅଧିକ ଭୋଟ୍ରେ ହରାଇଛନ୍ତି ମୋକିମ । ନିର୍ବାଚନ କମିଶନଙ୍କ ୱେବ୍ସାଇଟ୍ରେ ଥିବା ସୂଚନା ଅନୁଯାୟୀ, ମୋକିମ୍ ୪୬,୨୦୭...
ନିଜ ନାଁ ଆଗରୁ କାହିଁକି ଚୌକିଦାର ଶଦ୍ଦ ହଟାଇଲେ ମୋଦି, ପଢନ୍ତୁ
ପ୍ରଧାନମନ୍ତ୍ରୀ ନୁହେଁ ନିଜକୁ ଦେଶର ଚୌକିଦାର ବୋଲି କହି ଖୁବ୍ ଗର୍ବ କରୁଥିବା ନରେନ୍ଦ୍ର ମୋଦି ଶେଷରେ ନିଜ ନାଁ ପୂର୍ବରୁ ଚୌକିଦାର ଶଦ୍ଦକୁ ଉଠାଇନେଇଛନ୍ତି । କେବଳ ନିଜେ ଉଠାଇ ନାହାଁନ୍ତି ଦଳର ଅନ୍ୟ ନେତା ଓ ମନ୍ତ୍ରୀମାନଙ୍କୁ...
ୱାଇନାଡୁ ଦେଲା ରାହୁଲଙ୍କୁ ମୁହଁରେ ହସ
ଦେଶରେ ଗଣତି ଚାଲିଛି ୨୦୧୯ ସାଧାରଣ ନିର୍ବାଚନର ଫଳାଫଳ । କଂଗ୍ରେସ ସବୁସ୍ଥାନରେ ଶୋଚନୀୟ ଭାବେ ପରାଜୟ ବରଣ କରିଛି । ଏହା ସହ ନିଜେ କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀ ଆମେଠିରୁ ସ୍ମୃତି ଇରାନୀ ଠାରୁ ପଛରେ ରହିଛନ୍ତି...
କେନ୍ଦ୍ରାପଡାରେ କଡ୍ଡା ଟକ୍କର,ବୈଜୟନ୍ତଙ୍କୁ ପଛରେ ପକାଇଲେ ଅନୁଭବ
ଅପେକ୍ଷାର ଅନ୍ତ ହୋଇଛି । ଚାଲିଛି ଭୋଟ ଗଣତି । ତେବେ ସାରା ଓଡ଼ିଶା ଓ ଦେଶର ନଜରରେ ଥିବା କେନ୍ଦ୍ରାପଡ଼ା ଲୋକସଭା ଆସନରେ ଏବେ ବିଜେପି ଓ ବିଜେଡ଼ି ମଧ୍ୟରେ ଜାରି ରହିଛି କଡ଼ା ଟକ୍କର । ଏଠାରେ...
















