ସ୍କୁଲ ପିଲାଙ୍କୁ ମିଳିବ ଜୋତା, ଡ୍ରେସ୍
ଏଣିକି ସବୁ ସରକାରୀ ସ୍କୁଲ ପିଲାଙ୍କୁ ଜୋତା, ଡ୍ରେସ ଓ ପରିଚୟପତ୍ର ମିଳିବ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି। ପୂର୍ବରୁ କେବଳ ବିପିଏଲ୍ ପିଲାଙ୍କୁ ଜୋତା, ଡ୍ରେସ୍ ମିଳୁଥିଲା। ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ଗଣଶିକ୍ଷାମନ୍ତ୍ରୀ...
ବସିଲା କଙ୍ଗାରୁ କୋର୍ଟ, ଯୁବକକୁ ନିସ୍ତୁକ ମାଡ଼
ଛେଳି ଚୋରି ଅଭିଯୋଗରେ ବସିଲା କଙ୍ଗାରୁ କୋର୍ଟ | ସନ୍ଦେହରେ ଜଣେ ଯୁବକକୁ ଗଛରେ ବାନ୍ଧି ନିସ୍ତୁକ ପିଟିଲେ ଗାଁ ଲୋକେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି | ଏହି ଦୃଶ୍ୟ ଦେଖିବାକୁ ମିଳିଛି...
ରେଲୱେ କର୍ମଚାରୀଙ୍କୁ ମିଳିବ ବୋନସ୍
ରେଲୱେ କର୍ମଚାରୀଙ୍କୁ ମିଳିବ ବୋନସ୍ | ରେଲୱେ କର୍ମଚାରୀଙ୍କୁ ବୋନସ୍ ମିଳିବା ନିଷ୍ପତ୍ତିକୁ ମଂଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ | କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବେଡକର ଏନେଇ ସୂଚନା ଦେଇଛନ୍ତି | ୭୮ ଦିନର ବେତନ, ବୋନସ୍ ରୂପେ ମିଳିବ |...
ବ୍ୟାନ ହେଲା ଇ-ସିଗାରେଟ୍
ବ୍ୟାନ ହେବ ଇ-ସିଗାରେଟ୍ | ଇ ସିଗାରେଟ ବ୍ୟାନ କରିବା ନିଷ୍ପତ୍ତିକୁ ମଂଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ | ଇ-ସିଗାରେଟ୍ ର ଆମଦାନୀ, ରପ୍ତାନୀ, ଉତ୍ପାଦନ ଏବଂ ବିକ୍ରି ଉପରେ ପ୍ରତିବନ୍ଧକ ଲାଗିବ | ଅଧ୍ୟାଦେଶ ଆଣି ଏହାକୁ କାର୍ଯ୍ୟକାରୀ...
ଆନ୍ଦୋଳନ ପୂର୍ବରୁ ଥାନାରେ ଆନ୍ଦୋଳନକାରୀ
୪ ଦଫା ଦାବି ପୁରଣ ନେଇ ଆଜି ୧୨ ଘଣ୍ଟିଆ କଟକ ବନ୍ଦ | ହିନ୍ଦୁ ସେନା ଓ କଟକ ସହର ସୁରକ୍ଷା କର୍ମୀଙ୍କ ପକ୍ଷରୁ ଦିଆଯାଇଛି ବନ୍ଦ ଡାକରା । ସଂଘର ପ୍ରମୁଖ ଦାବି ହେଲା କଟକର ଗଳି...
ଫଟୋ ଫଟୋରେ କାହାଣୀ
ଆଜି ୬୯ ବର୍ଷରେ ପାଦ ଥାପିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ତାଙ୍କ ଜନ୍ମ ଦିବସ ଅବସରରେ ବାଲେଶ୍ଵର ଜିଲ୍ଲା ନୀଳଗିରି ବସ ଷ୍ଟାଣ୍ଡ ପରିସରରେ ଏକ ଫଟୋ ପ୍ରଦର୍ଶନୀ କାର୍ଯ୍ୟକ୍ରମର ଶୁଭଘାଟନ ହୋଇଯାଇଛି | ନୀଳଗିରୀ ବିଧାୟକ ସୁକାନ୍ତ...
ପ୍ଲାଷ୍ଟିକ ନା !
ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ସାରା ରାଜ୍ୟରେ ବ୍ୟାନ୍ ହେବ ପ୍ଲାଷ୍ଟିକ | ରାଜ୍ୟର ସବୁ ସହରଠୁ ଆରମ୍ଭ କରି ଗାଁରେ ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରାଯିବ | ସମସ୍ତ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବୋତଲ ଓ ବ୍ୟାଗ...
ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିବେ ମୋଦି ଓ ଇମ୍ରାନ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଭୟ ଭାରତର ପ୍ରଧାନମନ୍ତ୍ରୀ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହ ବହୁତ ଜଲ୍ଦି ଭେଟ କରିବାକୁ ଯାଉଛନ୍ତି | ଏ ସମ୍ପର୍କରେ ହ୍ୱାଇଟ୍ ହାଉସ ପକ୍ଷରୁ କୁହାଯାଇଛି । ପୂର୍ବରୁ ଭାରତ ଓ ପାକିସ୍ତାନ ମଧ୍ୟରେ...
ବାଲିମେଳା ଜଳଭଣ୍ଡାରେ ଡଙ୍ଗା ବୁଡି ଘଟଣା, ୪ ମୃତ ଦେହ ଉଦ୍ଧାର
ମାଲକାନଗିରି ବାଲିମେଳା ଜଳଭଣ୍ଡାରେ ଡଙ୍ଗା ବୁଡି ଘଟଣା | ଉଦ୍ଧାର ହେଲା ୪ ଜଣକ ମୃତ ଦେହ । ଗତ ଶୁକ୍ରବାର ତୋଟାଗୁଡା ନିକଟରେ ଭାରସାମ୍ୟ ହରାଇ ବୁଡି ଯାଇଥିଲା ଡଙ୍ଗା | ଏହି ଅଘଟଣରେ ୪ ଜଣ ବୁଡି...
ଶକ୍ତି ଦେଖାଇଲେ ଶକ୍ତି ପ୍ରସାଦ
ପୁଣି ଜଣେ ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ଜଣେ ଡାକ୍ତର | ୫ କିଲୋମିଟର ରୋଗୀକୁ ଭାରରେ ବୋହିଲେ ଡାକ୍ତର | ଦୁର୍ଗମ ଅଂଚଳ ବୋଲି ଗାଁ ମଧ୍ୟଙ୍କୁ ଯାଇପାରିଲାନି ଆମ୍ବୁଲାନ୍ସ । ଫଳରେ ଉଭୟ ଡାକ୍ତର ଏବଂ ଆମ୍ବୁଲାନ୍ସ...

















