33.8 C
Bhubaneswar
Tuesday, August 4, 2026
-Advertisement-

ପାଣି ପାଇଁ ତାଲା ପକାଇଲେ

ପାଣି  ପାଇଁ  ବ୍ଲକ ଘେରାଉ କଲେ ଶତାଧିକ ମହିଳା । ମାଲକାନଗିରି ଜିଲ୍ଲାର  ଖଇରପୁଟ ସଦର ପଞ୍ଚାୟତର ଉପରପୁଟ ଝରିଆଗୁଡା ଗାଁର  ଶତାଧିକ ମହିଳା ବୁଧବାର ସକାଳୁ ଖଇରପୁଟ ବ୍ଲକ ଘେରାଉ  କରିବା ସହିତ କାର୍ଯ୍ୟାଳୟ ତାଲା ପକାଇ କାର୍ଯ୍ୟାଳୟ...

ବ୍ୟବସାୟୀଙ୍କ ଠାରୁ ୩ ଲକ୍ଷ ଲୁଟ୍

ଦିନ ଦ୍ୱିପହରରେ ବ୍ୟବସାୟଙ୍କ ଠାରୁ ୩ ଲକ୍ଷ ଟଙ୍କା  ଲୁଟ୍ । ରାୟଗଡା ସହରରେ  ବ୍ୟବସାୟୀଙ୍କଠାରୁ ୩ ଲକ୍ଷ ଲୁଟିଛନ୍ତି ଲୁଟେରା । ଲୁଟର ଶିକାର ହୋଇଥିବା ବ୍ୟକ୍ତି ହେଉଛନ୍ତି କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଶିକରପାଇ ଗାଁର  ଜି.ମହେଶ୍ୱର ରାଓ...

ଜଳଖିଆ ଦୋକାନରେ ଅଗ୍ନିକାଣ୍ଡ

ଜଳଖିଆ ଦୋକାନରେ ଅଗ୍ନିକାଣ୍ଡ । ରାୟଗଡା ସହରର ଫାୟାରଷ୍ଟେସନ ଛକ ନିକଟରେ ଥିବା ଏକ ଜଳଖିଆ ଦୋକାନରେ ଅଗ୍ନିକାଣ୍ଡ ଘଟି ବହୁ ଆସବାପତ୍ର ନଷ୍ଟ ହୋଇଯାଇଛି ।  ସକାଳ ୫ଟାରେ ଦୋକାନ ଖୋଲାଥିବା ବେଳେ ଗ୍ୟାସ୍ ଷ୍ଟୋଭ୍ ରୁ  ହଠାତ୍...
video

ବାତ୍ୟା ଉଜାଡିଲା ବେଉସା

ଫନିର ଭୟଙ୍କର ତାଣ୍ଡବରେ ସବୁଠୁ ବେଶି କ୍ଷତି ହୋଇଛି ପାନ ବରଜ । ଲକ୍ଷଲକ୍ଷ ସଂଖ୍ୟାରେ ପାନ ବରଜକୁ ମାଟିରେ ମିଶାଇ ହଜାର ହଜାର ଚାଷୀଙ୍କୁ ପୁରା ଘାଇଲା କରିଛି ଫନି । ସବୁ ଉପକୁଳବର୍ତ୍ତି ଅଞ୍ଚଳରେ ସ୍ଥିତି ସଙ୍ଗିନ...

ମାଲକାନଗିରି ଜିଲ୍ଲାରେ ପାସ ହାର ୫୮%

ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ । ରାଜ୍ୟରେ ମୋଟ ପାସ ହାର ୭୦% ଥିବାବେଳେ ମାଓ ପ୍ରବଣ ମାଲକାନଗିରି ଜିଲ୍ଲାର ପାସ ହାର ୫୮% ରହିଛି । ସରକାରୀ ଉଚ୍ଚ ବିଦ୍ୟାଳୟ ବାଲିମେଳାର ଛାତ୍ର ଶକ୍ତି ପ୍ରସାଦ ରାଉତ ୯୦...

ରାୟଗଡା ଜିଲ୍ଲାରେ ମାଟ୍ରିକ ପାସ ହାର ୬୦.୮୯%

ପ୍ରକାଶ ପାଇଛି ଦଶମ ପରୀକ୍ଷା ଫଳ । ରାୟଗଡ ଜିଲ୍ଲାରେ ମାଟ୍ରିକ  ପାସ ହାର  ୬୦.୮୯ ପ୍ରତିଶତ ରହିଛି । ସେହିପରି ଗୁଣପୁର ଶିଶୁ ମନ୍ଦିରର ଶିବପ୍ରତିମ ଦାଶ ୫୪୫ ମାର୍କ  ଓ ଗୁଣପୁର ଲକ୍ଷଣ ନାୟକ ହାଇସ୍କୁଲରେ ସ୍ୱୟଂଶୁ...

ସମ୍ବଲପୁର ନିର୍ବାଚନ ଫଳାଫଳ ଶୀଘ୍ର ଆସିବ

ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା । ନେତାମାନଙ୍କର ବଢିଲାଣି ହୃଦସ୍ପନ୍ଦନ । ଅପେକ୍ଷା ରେଜଲ୍ଟକୁ । ଆଉ ମାତ୍ର ଗୋଟିଏ ଦିନର ବ୍ୟବଧାନ ପରେ ମତ ଗଣନା କରାଯିବ । ଏଥିପାଇଁ ରାଜ୍ୟ ନିର୍ବାଚନ ଆୟୋଗ ସମ୍ପୂର୍ଣ୍ଣ ପ୍ରସ୍ତୁତ...
video

୨୫ରେ ୪୬ ଡିଗ୍ରୀ

ବାତ୍ୟା ପରେ ତାତିର ଆତଙ୍କ । ଚାଳିଶ ଡିଗ୍ରୀ ତାପମାତ୍ରାରେ ଲୋକେ ତ୍ରାହି ତ୍ରାହି ଡାକୁଥିବା ବେଳେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ୨୫ ତାରିଖ ସୁଦ୍ଧା ତାପମାତ୍ରା ୪୬ ଡିଗ୍ରୀ ଡେଇଁବ । ତାପମାତ୍ରାରେ ଭୟଙ୍କର ବୃଦ୍ଧି ଏବେ...

୨୪ରୁ ରିଚେକିଂ, ଜୁନ ଶେଷରେ ସପ୍ଲିମେଣ୍ଟାରୀ

ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ । ଯେଉଁମାନେ ନିଜର ଫଳାଫଳକୁ ନେଇ ସନ୍ତୁଷ୍ଟ ନାହାଁନ୍ତି । ସେମାନେ ଯାଞ୍ଚ ପାଇଁ ଆସନ୍ତା ୨୪ ତାରିଖଠାରୁ ଆବେଦନ କରି ପାରିବେ । ଏ ନେଇ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା...
video

ହତ୍ୟା ନା ଆତ୍ମହତ୍ୟା

ରକ୍ତ ଜୁଡୁବୁଡୁ ଅବସ୍ତାରେ ବ୍ରିଜ୍ ତଳୁ ପ୍ରଧାନ ଶିକ୍ଷକଙ୍କ ମୃତ ଦେହ ଉଦ୍ଧାର । ମୁନିଗୁଡା ଥାନା ଅନ୍ତର୍ଗତ କୁଟ୍ରାଗଡ ନାଗାବଳୀ ପୋଲ ନିକଟରୁ ମୃତ ଦେହ ଉଦ୍ଧାର ହୋଇଛି । ମୃତ ଶିକ୍ଷକ କିଚାମ୍ବରୀ ଗାଁର ରାମଚନ୍ଦ୍ର ମହାନନ୍ଦିଆ...
- Advertisement -

Latest article

ଭୟଙ୍କର ବିମାନ ଦୁର୍ଘଟଣା: ୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ‘ନାଜକା ଲାଇନ୍ସ’ ଦେଖିବାକୁ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ଛୋଟ ପର୍ଯ୍ୟଟନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିକଟସ୍ଥ ଏକ ବିଲରେ ଖସିପଡ଼ିଛି। ଭୂମିରେ ପଡ଼ିବା ମାତ୍ରେ ବିମାନଟି ଖଣ୍ଡଖଣ୍ଡ ହୋଇ...

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...