୨୨ ଯାଏ ଜାରି ରହିବ ତାତି
ତତଲା କଡେଇରେ ଭାଜି ହେଉଛି ରାଜ୍ୟ। ରାଜ୍ୟର ସମସ୍ତ ସହର ହୁହୁ ହୋଇ ଜଳୁଛି । ପ୍ରଚଣ୍ଡ ରୌଦ୍ରତାପରେ ଜନଜୀବନ ବି ଅସ୍ତବ୍ୟସ୍ତ ହୋଇଗଲେଣି । ତେବେ ଏହି ଗ୍ରୀଷ୍ମ ପ୍ରବାହ ଆସନ୍ତା ୨୨ ଯାଏଁ ରହିବ ବୋଲି ଏସଆରସି...
ଦିବ୍ୟାଙ୍ଗ ବନିଲେ ଜୋମାଟ ଡେଲିଭରି ବୟ
ଖାଦ୍ୟର ହୋମ୍ ଡେଲିଭରି କରୁଥିବା କମ୍ପାନି ଜୋମାଟୋ ଦିବ୍ୟାଙ୍ଗଙ୍କୁ ଡେଲିଭରି ବୟର ଚାକିରୀ ଦେଇ ବେଶ୍ ପ୍ରଶଂସା ସାଉଁଟିଛି । ସାଧାରଣତ ଦିବ୍ୟାଙ୍ଗ ମାନେ କିଛି କାମ କରି ପାରନ୍ତି ନାହିଁ । ନିଜ ହୁଇଲ ଚେୟାରେ ସେମାନଙ୍କ ପାଇଁ...
ଅଲୋଡା ହେଲା ଶିଶୁ କନ୍ୟା
ପୁଣି ଅଲୋଡା ହେଲା ଶିଶୁ କନ୍ୟା । ଶିଶୁ କନ୍ୟାକୁ ଜନ୍ମ ଦେଇ ଛାଡି ଚାଲିଯାଇଛି ମା । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ମାନିଙ୍ଗପଦର ଗାଁର ରାସ୍ତା କଡରୁ ଉଦ୍ଧାର ହୋଇଛି ନବଜାତେ ଶିଶୁକନ୍ୟା ।...
ମା ମନରେ ଦୁଃଖ ଦେଲେ ଦୂତୀ
ବହୁ ଦୁଃଖ କଷ୍ଟରେ ଝିଅକୁ ବଢେଇ ବଡ କଲେ ବାପ ମା’ । ଆର୍ଥିକ ଅନଟନ ମଧ୍ୟରେ ଝିଅ ପାଠ ପଢିଲା ଏବଂ ଆଥଲେଟ୍ ଭାବରେ ପ୍ରଶିକ୍ଷଣ ନେଲା । ବିଭିନ୍ନ ବେସରକାରୀ ଅନୁଷ୍ଠାନ ଯଦିଓ ଆର୍ଥିକ ସହାୟତାର ହାତ...
କଳିଙ୍ଗ ଷ୍ଟାଡିୟମରେ ହକି ଫାଇଟ୍:ଜୁନ୍ ୬ରୁ ୧୫ ଯାଏ ଚାଲିବ ମ୍ୟାଚ୍
କଳିଙ୍ଗ ଷ୍ଟାଡିୟମରେ ଦେଖିବାକୁ ମିଳିବ ହକି ଫାଇଟ୍ । ଜୁନ୍ ୬ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏଫଆଇଏଚ୍ ପୁରୁଷ ସିରିଜ ଫାଇନାଲ୍ସ । ଏଥିପାଇଁ କଳିଙ୍ଗ ଷ୍ଟାଡିୟମରେ ଜୋରଦାର ପ୍ରସ୍ତୁତି ଚାଲିଛି । ଏଥିରେ ଭାଗ ନେବାକୁ ପ୍ରଥମ...
ଆସନ୍ତା ୨୧ରେ ପ୍ରକାଶ ପାଇପାରେ ମାଟ୍ରିକ ରେଜଲ୍ଟ
ଆସନ୍ତା ୨୧ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ପୂର୍ବରୁ ମେ ତୃତୀୟ ସପ୍ତାହରେ ଫଳାଫଳ ପ୍ରକାଶ ପାଇବା ନେଇ ବୋର୍ଡ କର୍ତ୍ତୃପକ୍ଷ ସୁଚନା ଦେଇଥିଲେ । ବାତ୍ୟା ଫନି ପାଇଁ ରେଜଲ୍ଟ ବାହାରିବାରେ ବିଳମ୍ବ ହେଇଛି । ଚଳିତବର୍ଷ...
ଅନୁଭବଙ୍କୁ ହତ୍ୟା ଧମକ ମାମଲାରେ ଅଭିଯୁକ୍ତ ଗିରଫ
ବିଜେଡି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗରେ ଜଣେ ଅଭିଯୁକ୍ତ ଗିରଫ । ଗୁଜୁରାଟ କମିଶନରେଟ ପୋଲିସର ଏକ ସ୍ପେଶାଲ ସ୍କ୍ୱାର୍ଡ ଯୁବକ ଜଣକୁ ଗିରଫ କରିଥିବା ସୂଚନା ମିଳିଛି । ଯୁବକ ଜଣକ...
ଦୂତୀଙ୍କ ବଡ ଖୁଲାସା
ଭାରତର ଆଗଧାଡିର ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ନୀଜ ଜୀବନକୁ ନେଇ କରିଛନ୍ତି ବଡ ଖୁଲାସା । ଦୂତୀ କହିଛନ୍ତି ସେ ଏବେ ସମଲିଙ୍ଗି ସମ୍ପର୍କରେ ଅଛନ୍ତି । ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ସେ ଏନେଇ ଖୁଲାସା କରିଛନ୍ତି । ଦୂତୀଙ୍କ...
ସବ୍ୟସାଚୀଙ୍କୁ ଆଜୀବନ ଜେଲ ଦଣ୍ଡ
ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜୀବନ କାରାଦଣ୍ଡ । ପୂର୍ବରୁ ୫୨ଟି ମାମଲାରେ ଖଲାସ ହୋଇଥିଲେ ସବ୍ୟସାଚୀ । ୨୦୧୪ରେ ବଡବଜାର ଥାନା ଅନ୍ତର୍ଗତ ପେଟାସାହିରୁ ତାଙ୍କୁ ଗିରଫ କରାଯାଇଥିଲା । ସେହି ସମୟରେ ତାଙ୍କଠୁ ୨ ଲକ୍ଷ ସୁନା ଗହଣା...
କେଦାରନାଥରେ ଧ୍ୟାନରେ ବସିଲେ ମୋଦି
୨୦୧୯ ନିର୍ବାଚନ ମହାସମରର ଶେଷ ପର୍ଯ୍ୟାୟ ମତଦାନ ଲାଗି ସରିଛି ପ୍ରଚାର । ଶୁକ୍ରବାର ପ୍ରଚାର ସରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଉତରାଖଣ୍ଡ ଗସ୍ତରେ ଯାଇଛନ୍ତି । ସେଠାରେ ପହଞ୍ଚି ପ୍ରଭୁ କେଦାରନାଥଙ୍କ ଦର୍ଶନ କରିବା...


















