ଚର୍ଚ୍ଚାରେ କୁଳପତି
ବର୍ତ୍ତମାନ ଆନ୍ଧ୍ରପ୍ରଦେଶ କୁଳପତି ଜି. ନାଗେଶ୍ୱର ରାଓଙ୍କ ଏକ ବିବାଦୀୟ ବୟାନ ସାରାଦେଶରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି. ତାଙ୍କ କହିବା ଅନୁସାରେ, ଷ୍ଟିମ ସେଲ ଅନୁସନ୍ଧାନ, ଟେଷ୍ଟ ଟ୍ୟୁବ୍ ବେବି ଓ ମିସାଇଲର ବ୍ୟବହାର ବହୁ ବର୍ଷ ପୂର୍ବେ ଆରମ୍ଭ...
ମଦ ପିଇ ଜୀଅନ୍ତା ଜାଳିଲା ମା’କୁ
ଦଶ ମାସ ଦଶ ଦିନ ନିଜ ଗର୍ଭରେ ଧାରଣ କରି, ଅନେକ କଷ୍ଟ ସହି ପିଲାଟିକୁ ଜନ୍ମ ଦେଇଥାଏ ମା’. ପିଲାଟି ବଡ ହେବା ପର୍ଯ୍ୟନ୍ତ ଲାଳନପାଳନ ଠିକ୍ ବାଟରେ ଚାଲିବା ପାଇଁ ଶିକ୍ଷା ମଧ୍ୟ ଦେଇଥାଏ. ହେଲେ ଯେତେବେଳେ...
ଆଜି ହେବ ବିଜୟ ମାଲ୍ୟାଙ୍କ ଶୁଣାଣି
9 ହଜାର କୋଟି ଟଙ୍କା ବ୍ୟାଙ୍କ ଲୋନ ନେଇ ଫେରାର ଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଶୁଣାଣି ଶନିବାର ଏକ ବିଶେଷ ଅଦାଲତରେ କରାଯିବ. ମାଲ୍ୟାଙ୍କୁ ଜଣେ ପଳାତକ ଆର୍ଥିକ ଅପରାଧୀ ଘୋଷଣା କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ...
ପ୍ରସ୍ତୁତ ହେଲା ଚୀନ୍ ର ‘ମଦର ଅଫ୍ ଅଲ୍ ବମ୍ସ’
ଆମେରିକା ଓ ଋଷ୍ ପରେ ଏବେ ଚୀନ୍ ମଧ୍ୟ ନିଜର ଶକ୍ତିଶାଳୀ ବମ୍ ପ୍ରସ୍ତୁତ କରିବାରେ ସକ୍ଷମ ହୋଇଛି. ଆମେରିକାର ‘ମଦର ଅଫ୍ ଅଲ୍ ବମ୍ସ’ ଓ ଋଷ୍ ର ‘ଫାଦର ଅଫ୍ ଅଲ୍ ବମ୍ସ’ ଅପେକ୍ଷା ଚୀନ୍ ର...
ଆଜିଠୁ ରାଜଧାନୀ ପୁସ୍ତକ ମେଳା
ଶନିବାରଠାରୁ ପ୍ରଦର୍ଶନୀ ପଡିଆରେ ଆରମ୍ଭ ହେବାକୁ ଯାଉଛି ‘19 ତମ ରାଜଧାନୀ ପୁସ୍ତକ ମେଳା’. ଏହାକୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଉଦଘାଟନ କରିବାକୁ ଥିବା ବେଳେ ଏହି ଉତ୍ସବରେ ରାଜ୍ୟସଭା ସାଂସଦ ତଥା ‘ସମ୍ବାଦ’...
୬ରୁ ଖୋଲିବ ରାଜ ଭବନ ଉଦ୍ୟାନ
ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ । ପ୍ରତିବର୍ଷ ଭଳି ଚଳିତ ବର୍ଷ ଜାନୁୟାରୀ ୬ରୁ ୨୦ ତାରିଖ ପର୍ଯ୍ୟନ୍ତ ରଜଭବନ ଉଦ୍ୟାନ ସମସ୍ତଙ୍କ ପାଇଁ ଖୋଲା ରହିବ । ଛୁଟିଦିନ ଓ ରବିବାର ସମେତ ପ୍ରତ୍ୟେହ ଅପରାହ୍ନ ୨ଟାରୁ...
ଭିଜିଲାନ୍ସ ଜାଲରେ ଅମୀନ
ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି ଢେଙ୍କାନାଳ ତହସିଲ୍ ଅଫିସର ଅମୀନ ଶୁଭ୍ରଜ୍ୟୋତି ସାହୁ. ଜମିଚିହ୍ନଟ କରଣର ସାର୍ଟିଫାଏଡ କପି ପାଇଁ ସେ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ତାଙ୍କୁ କାବୁ କରିଛି. ସୂଚନା...
ଏଣିକି ଏୟାରପୋର୍ଟରେ ହେବ ମାଗଣା ପାର୍କିଂ
ଡିସେମ୍ବର 10 ତାରିଖ, 2018 ମସିହାରେ ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ ଘୋଷଣା କରିଥିବା ନୂଆ ପଲିସି ଅନୁସାରେ ଏଣିକି ବିମାନ ବନ୍ଦର ଭିତରେ ଗାଡି ପାର୍କିଂ କଲେ ଆଉ ଚାର୍ଜେସ ଦେବାକୁ ପଡିବ ନାହିଁ ବୋଲି ସୂଚନା ଦେଇଛନ୍ତି ବେସାମରିକ...
ଦିଲ୍ଲୀ ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅଜୟ ମାକନ
କଂଗ୍ରେସର ବରିଷ୍ଠ ନେତା ଅଜୟ ମାକନ ଦିଲ୍ଲୀ ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି. ଅଜୟଙ୍କୁ ସବୁବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ କଂଗ୍ରେସର କାର୍ଯ୍ୟକର୍ତ୍ତା ସମର୍ଥନ କରୁଥିବାରୁ ଇସ୍ତଫା ସମୟରେ ସେ ତାଙ୍କୁ ଧନ୍ୟବାଦ ଦେଇଛନ୍ତି....
ଭୋଟ ହାତେଇବାର ନୂଆ ପ୍ରୟାସ
ସାଧାରଣତଃ ଆପଣ ଦେଖିଥିବେ ଯେ, ବାହାଘରରେ କିଛି ଗିଫ୍ଟ ନ ନେବା ପାଇଁ ଲୋକମାନେ ଅନୁରୋଧ କରିଥାନ୍ତି କିମ୍ବା ସେହି ପଇସାକୁ ଚାରିଟିରେ ଦେବା ପାଇଁ କହିଥାନ୍ତି. ମାତ୍ର ସୁରାଟର ଏକ ବିବାହରେ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି. ଆଗକୁ...


















