ରମେଶ ମାଝୀ ଓ ବଳଭଦ୍ର ମାଝୀଙ୍କ ସମେତ ବହୁ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ
ପ୍ରଥମ ପର୍ଯ୍ୟାୟ ନାମାଙ୍କନ ଦାଖଲର ଶେଷ ଦିନରେ ଆଜି ଅନେକ ପ୍ରାର୍ଥୀ ସେମାନଙ୍କ ମନୋନୟନ ପତ୍ର ଦାଖଲ କରିଛନ୍ତି । ଶେଷ ଦିନରେ ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପିର ସାଂସଦ ପ୍ରାର୍ଥୀଙ୍କ ସମେତ ସମସ୍ତ ବିଧାୟକ ପ୍ରାର୍ଥୀ...
ବିଜେଡି-ବିଜେପିକୁ ଟକ୍କର ଦେବେ ରାମକୃଷ୍ଣ
କଂଗ୍ରେସ ଓ ସିପିଆଇଏମ ସମର୍ଥିତ ସିପିଆଇ ପ୍ରାର୍ଥୀ ରାମକୃଷ୍ଣ ପଣ୍ଡା ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି. ହଜାର ହଜାର ସମର୍ଥକଙ୍କ ଗହଣରେ ଶୋଭାଯାତ୍ରାରେ ଆସି ରାମକୃଷ୍ଣ ଛତ୍ରପୁର ଠାରେ ନାମାଙ୍କନ ଦାଖଲ କରିଥିଲେ. ଏଥର ଆସିକା ଲୋକସଭା ଆସନ...
କାଳିଆ ଟଙ୍କା ଅଟକାଉଛନ୍ତି ସିଇଓ: ବିଜେଡି
ନିର୍ବାଚନ ଷଡଯନ୍ତ୍ର. କାଳିଆକୁ ରୋକିବାକୁ ଚକ୍ରାନ୍ତ. ନିର୍ବାଚନ ସମୟରେ କାଳିଆ ଯୋଜନାରେ ଚାଷୀଙ୍କୁ ମିଳିବନି ଟଙ୍କା. କେନ୍ଦ୍ରରେ ସରକାରରେ ଥିବା ବିଜେପି ଚାପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଏଭଳି ପାତର ଅନ୍ତର କରୁଥିବା ଅଭିଯୋଗ ଆଣିଛି ବିଜେଡି । ସୋମବାର...
ରାଜ୍ୟ ସରକାରଙ୍କୁ ଓଡିଶା ଅଭିଭାବକ ମହାସଂଘର ଚେତାବନୀ
ସମସ୍ତ ବେସରକାରୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏନସିଇଆରଟି ପୁସ୍ତକ ପ୍ରଚଳନ ନିମନ୍ତେ ମାଡ୍ରାସ ଉଚ୍ଚ ନ୍ୟାୟାଳୟ ମାନବ ସମ୍ବଳ ମନ୍ତ୍ରାଳୟ ଓ ସିବିଏସଇ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଆଗାମୀ ଶିକ୍ଷା ବର୍ଷରେ...
କଟକରୁ ପୂର୍ବତନ ଡିଜିପି ପ୍ରକାଶ ମିଶ୍ର ଓ କନ୍ଧମାଳରୁ ଖାରବେଳ ସ୍ୱାଇଁ ହେଲେ ବିଜେପିର ଲୋକସଭା ପ୍ରାର୍ଥୀ
ସୋମବାର 9ଟି ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ 2ଟି ଲୋକସଭା ଆସନ ପାଇଁ ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି. ତେବେ 9ଟି ବିଧାନସଭା ଆସନ ଯଥା- ଝାରସୁଗୁଡା ପାଇଁ ଦୀନେଶ ଜୈନ,...
ବିଜେପୁର ପାଇଁ ଆଜି ନବୀନଙ୍କ ନାମାଙ୍କନ ଦାଖଲ
ନିର୍ବାଚନ ପାଇଁ ସବୁ ଦଳର ପ୍ରାର୍ଥୀମାନଙ୍କ ନାମାଙ୍କନ ଦାଖଲ ପ୍ରକ୍ରିୟା ଜାରି ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସୋମବାର ହେଉଛି ଶେଷ ଦିନ. ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତା କାଲି ଶେଷ ଦିନ ହୋଇଥିବା...
ବିଜେପିକୁ ଫେରିଲେ ଖାରବେଳ
ବିଜେପିକୁ ଫେରିଛନ୍ତି ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ. ସୋମବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ଦଳରେ ଯୋଗ ଦେଇଛନ୍ତି. ବିଜେପି ଟିକଟରେ ବାଲେଶ୍ୱରରୁ ଲୋକସଭାକୁ ତିନି ଥର ନିର୍ବାଚିତ ହୋଇଥିବା ଖାରବେଳ...
ନଅଟି ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ତାଲିକା
ବିଜେଡି ଦ୍ବିତୀୟ ପର୍ଯ୍ୟାୟରେ ନଅଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି. ଲାଞ୍ଜିଗଡ ପାଇଁ ପ୍ରଦୀପ କୁମାର ଦିଶାରୀ, ମାଲକାନଗିରି – ମୁକୁନ୍ଦ ସୋଡି, ବ୍ରଜରାଜନଗର – କିଶୋର ମହାନ୍ତି, ସମ୍ବଲପୁର – ରାସେଶ୍ବରୀ ପାଣିଗ୍ରାହୀ, ଲୋଇସିଂହା...
ବିଜେପିରେ ପୂର୍ବତନ ଡିଜିପି ପ୍ରକାଶ ମିଶ୍ର, କଟକରୁ ହୋଇପାରନ୍ତି ପ୍ରାର୍ଥୀ !
ବିଜେପିରେ ଯୋଗଦେଲେ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର. ବିଜେପି ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଶ୍ରୀ ମିଶ୍ର ବିଜେପିରେ ଯୋଗ ଦେଇ ରାଜନୈତିକ କ୍ୟାରିଅର ଆରମ୍ଭ କରିଛନ୍ତି. 2012ରୁ 2014 ଦୁଇବର୍ଷ ପାଇଁ ଓଡିଶା ପୋଲିସ...









