ପଥରରେ ଛେଚି ଯୁବକଙ୍କୁ ହତ୍ୟା
କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ପାଣିଗାଁରେ ଯୁବକଙ୍କୁ ହତ୍ୟା । ଗାଁର କୈଳାସ ମାଝୀ ନାମକ ଯୁବକଙ୍କୁ ପଥରରେ ମୁଣ୍ଡକୁ ଛେଚି ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି । ମିଳିଥିବା ସୁଚନା ଅନୁସାରେ, ଯୁବକ ଜଣକ ଶନିବାର...
ଓଡିଶାର କଳା ଓ ଖାଦ୍ୟକୁ ଖୁବ୍ ଭଲ ପାଆନ୍ତି ଶିଳ୍ପୀ ସୁଚିସ୍ମିତା
ଆଗକୁ ହେବାକୁ ଥିବା ଭୁବନେଶ୍ୱର ଆର୍ଟ ଟ୍ରେଲରେ (ବିଏଟି) ଭାଗନେବାକୁ ଥିବା କଳା କାରିଗରଙ୍କ ମଧ୍ୟରେ ସୁଚିସ୍ମିତା ମହାରଣା ହେଉଛନ୍ତି ଅନ୍ୟତମ. ନିଜର ଦକ୍ଷତାକୁ ପ୍ରଦର୍ଶିତ କରିବା ପାଇଁ ସେ ବିଭିନ୍ନ ପ୍ରକାର ଚିତ୍ରକଳା, ମୂର୍ତ୍ତିକଳା, ଫଟୋଗ୍ରାଫି ଓ ସ୍ଥାପନାକୁ...
୨୩ରୁ କଟକ ବାଲିଯାତ୍ରା
ନଭେମ୍ବର ୨୩ରୁ ୨୯ ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରା । ବାଲିଯାତ୍ରା ପାଇଁ ଜିଲ୍ଲା ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ । ଶୁକ୍ରବାର ଅପରାହ୍ନରେ ଜିଲାପାଳଙ୍କ ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲାପାଳ ଅରବିନ୍ଦ ଅଗ୍ରୱାଲ ବୈଠକରେ...
2019 ସୁଦ୍ଧା ଦେଶରେ ଲାଗିବ 10 ଲକ୍ଷ ୱାଇଫାଇ ହଟସ୍ପଟ୍
2019 ମସିହା ଡିସେମ୍ବର ସୁଦ୍ଧା ଭାରତକୁ 10 ଲକ୍ଷ ୱାଇଫାଇ ହଟସ୍ପଟ ଯୋଗାଇଦିଆଯିବ ବୋଲି ଘୋଷଣା କରିଛନ୍ତି ଦୂରସଞ୍ଚାର ମନ୍ତ୍ରୀ ମନୋଜ ସିହ୍ନା. ଗୁରୁଗ୍ରାମର ଏରୋସିଟିରେ ସେ ଭାରତ ମୋବାଇଲ କଂଗ୍ରେସ ମାଧ୍ୟମରେ ଏହା ଘୋଷଣା କରିଛନ୍ତି. ଆରମ୍ଭ ହେବାକୁ...
ଅନଲାଇନରେ ପଢିହେବ ଓଡିଆ ପୁସ୍ତକ:ନୂଆ ୱେବପୋର୍ଟାଲ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ସଚିବାଳୟରେ ଓଡିଆ ଭର୍ଚୁଆଲ ଏକାଡେମୀର ନୂଆ ୱେବ ପୋର୍ଟାଲ ଉନ୍ମୋଚନ କରିଛନ୍ତି । ଓଡ଼ିଆ ସାହିତ୍ୟର ଏହି ଭର୍ଚୁଆଲ୍ ଭଣ୍ଡାର ପୂର୍ବାପେକ୍ଷା ଆହୁରି ଉନ୍ନତ ହେବ । ଉକ୍ତ ପୋର୍ଟାଲରେ ଦୁର୍ଲଭ ଓଡ଼ିଆ...
ବୌଦ୍ଧ ସନ୍ନ୍ୟାସୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
ପରିବେଶକୁ ସୁରକ୍ଷା ଦେବା ଓ ଲୋକଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିବା ପାଇଁ ଓଡିଶାରେ ଆଠ ଦିବସୀୟ ‘ଇକୋ ପଦଯାତ୍ରା’ ଆରମ୍ଭ କରିଥିବା ବୌଦ୍ଧ ସନ୍ନ୍ୟାସୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ. ନବୀନ ପଟ୍ଟନାୟକ ସେମାନଙ୍କୁ ଭେଟି ଉତ୍ସୁକ ଥିବା...
ଦୀପାବଳୀ ପାଇଁ ସର୍କ୍ୟୁଲାର ଜାରି କଲା ଓଡିଶା ପୋଲିସ
ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳୀ. ଏହାକୁ ନେଇ ସାରା ଦେଶ ଉତ୍ସବମୁଖର ହୋଇ ଉଠିଥିବା ବେଳେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏକ ସର୍କ୍ୟୁଲାର ଜାରି କରିଛି ଓଡିଶା ପୋଲିସ. ଦୀପାବଳୀ ଦିନ ବାଣଫୁଟାଇବା...
ରାଜ୍ୟ ସରକାର ଖେଳରେ ମାତିଛନ୍ତି: ବିଜେପି
ରାଜ୍ୟରେ ବୃଦ୍ଧି ପାଉଥିବା ଚାଷୀଙ୍କ ଆତ୍ମହତ୍ୟାକୁ ନେଇ ବିଜେପିର ଅଭିଯୋଗ । ଦଳର ଉପସଭାପତି ସମୀର ମହାନ୍ତି ଚାଷୀ ସମସ୍ୟା ଉତ୍କଟ ଥିବା ବେଳେ ସରକାର ଖେଳରେ ମାତିଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଏହା ସହ ଚାଷୀଙ୍କ ଋଣ...
ଯୌନ ନିର୍ଯାତନା ମାମଲା; ଚାକିରୀରୁ ବହିଷ୍କାର ହେଲେ ଗୁଗୁଲର 48 ଜଣ କର୍ମଚାରୀ
ଯୌନ ନିର୍ଯାତନା ମାମଲାରେ 13 ଜଣ ବରିଷ୍ଠ କର୍ମଚାରୀଙ୍କ ସମେତ 48 ଜଣ କର୍ମଚାରୀ ଚାକିରୀରୁ ବହିଷ୍କାର ହୋଇଛନ୍ତି ବୋଲି ଗୁଗୁଲ ଗୁରୁବାର ଦିନ ପ୍ରକାଶ କରିଛି. ତେବେ ଅନୁଚିତ୍ ବ୍ୟବହାରକୁ ଦୃଷ୍ଟିରେ ରଖି ଗୁଗୁଲ ଏହି ନିଷ୍ପତି ନେଇଥିବା...
ଏସିଆର ଟପ୍ ୟୁନିଭରସିଟି ମଧ୍ୟରେ ଷଷ୍ଠ ସ୍ଥାନରେ ଭାରତ
ୟୁଏସ ଏସିଆ ରାକିଂ 2018ରେ ପ୍ରକାଶ ପାଇଥିବା ଲିଷ୍ଟରେ ଭାରତର କେତେକ ଶିକ୍ଷଣୀୟ ଅନୁଷ୍ଠାନ ନିଜର ସ୍ଥାନ କବଜା କରିଛନ୍ତି. ତେବେ ଏହି ରାକିଂରେ ଭାରତର ଆଇଆଇଟି ବମ୍ବେ ସବୁଠୁ ଆଗରେ ରହିଛି. ସେହିପରି ଏସିଆ ରାକିଂରେ ଏହାର ସ୍ଥାନ...









