ଦୀପାବଳି ପାଇଁ ସୁପ୍ରିମକୋର୍ଟଙ୍କ ନିୟମ : ବାଣ ଫୁଟାଇବା ସମୟ ରାତି 8ଟାରୁ 10ଟା
ଦୀପାବଳିରେ ବାଣ ଫୁଟାଇବା ଉପରେ କଟକଣା ଜାରୀ କରିଛନ୍ତି ସୁପ୍ରିମକୋର୍ଟ. ବାଣ ବିକ୍ରି କରିବା ଓ ଫୁଟାଇବାକୁ ନେଇ ସୁପ୍ରିମକୋର୍ଟ କିଛି ନିୟମ ପ୍ରସ୍ତୁତ କରିଛନ୍ତି. ଏହି ନିୟମ ଅନୁଯାୟୀ କେବଳ କମ୍ ଶବ୍ଦ ଓ ବାୟୁ ପ୍ରଦୂଷଣ କରୁଥିବା...
ଭୁବନେଶ୍ୱରରେ ମହାସମାବେଶ କରିବ ନବ ନିର୍ମାଣ କୃଷକ ସଂଗଠନ
ଭୁବନେଶ୍ୱରରେ ଆସନ୍ତା ୨୯ରୁ ନଭେମ୍ବର ୫ ଯାଏ ଚାଲିବ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ମହାସମାବେଶ । ଏହି ଆନ୍ଦୋଳନ ପ୍ରାଇସ, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ଚାଲିବ । ଏଥିରେ ଲକ୍ଷାଧିକ ସଂଖ୍ୟାରେ ଚାଷୀ ଯୋଗ ଦେବେ...
ସାର୍ବଜନିନ ଛୁଟିରେ କାମ କରିପାରିବେନି ଡାକ୍ତର
ଏଣିକି ସାର୍ବଜନିକ ଛୁଟିରେ ଅନ୍ୟ ସରକାରୀ କର୍ମଚାରୀଙ୍କ ପରି ଆଉ କାମ କରିପାରିବେନି ଡାକ୍ତର. ଯାହା ଅକ୍ଟୋବର 28 ତାରିଖରୁ ଲାଗୁ ହେବାକୁ ଯାଉଛି. ତେବେ ଏଭଳି ନିଷ୍ପତି ନେଇଛନ୍ତି Odisha Medical Services Association (OMSA). ଓଏମଏସଏର ସଚିବ...
ଅଚେତ କରି ସୁନ୍ଦରୀକୁ ଏନ୍କ୍ଲୋଜରକୁ ଅଣାଯିବ: ପିସିସିଏଫ୍
ସୁନ୍ଦରୀକୁ ନେଇ ଚାଲିଛି ତର୍ଜମା । ସାତକୋଶିଆ ଜଙ୍ଗଲରେ ଥିବା ବାଘୁଣୀ ସୁନ୍ଦରୀକୁ ଅଚେତ କରି ଏନ୍କ୍ଲୋଜରକୁ ଅଣାଯିବ ବୋଲି ସୋମବାର ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ପିସିସିଏଫ୍ ଡ଼.ସନ୍ଦୀପ ତ୍ରିପାଠୀ । ବାଘୁଣୀ ଉପରେ ନିଶ୍ଚେତକ ପ୍ରୟୋଗ...
ଦିଲ୍ଲୀରେ ୪୦୦ ପେଟ୍ରୋଲ ପମ୍ପ ବନ୍ଦ
ସୋମବାର ରାଜଧାନୀ ଦିଲ୍ଲୀର ପ୍ରାୟ ୪୦୦ ପେଟ୍ରୋଲ୍ ପମ୍ପ ୨୪ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ। ପେଟ୍ରୋଲ୍ ଓ ଡିଜେଲ୍ ଉପରୁ ଦିଲ୍ଲୀ ସରକାର ଭାଟ୍ ହ୍ରାସ କରୁନଥିବା ଅଭିଯୋଗରେ ଦିଲ୍ଲୀ ପେଟ୍ରୋଲ୍ ବ୍ୟବସାୟ ସଂଘ ପକ୍ଷରୁ ୨୪ ଘଣ୍ଟିଆ...
ଗୋଟିଏ ଦିନରେ ସଚିନଙ୍କ ଦୁଇ ଦୁଇଟି ରେକର୍ଡ ଭାଙ୍ଗିଲେ ବିରାଟ-ରୋହିତ
ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ବିଜୟରୁ ଦିନିକିଆ ଅଭିଯାନ ଆରମ୍ଭ କରିଛି ଭାରତ । ପ୍ରଥମ ଦିନିକିଆରେ ଭ୍ରମଣକାରୀ ଦଳକୁ ୮ଓ୍ୱିକେଟରେ ହରାଇଛି ଟିମ୍ ଇଣ୍ଡିଆ । ବିସ୍ଫୋରକ ଶତକୀୟ ଇନିଂସ ଖେଳିଲେ ରୋହିତ ଶର୍ମା ଓ ବିରାଟ କୋହଲି । ଗୋଟିଏ...
କେବିସିରେ 25 ଲକ୍ଷ ଜିତିଲେ କୋରାପୁଟର ରବି କୁମାର
ପୁଣିଥରେ ଜାତୀୟ ମଞ୍ଚରେ ଓଡିଶା ପାଇଁ ଗୈାରବ ଆଣିଛନ୍ତି ଓଡିଆ ପୁଅ. ଲୋକପ୍ରିୟ ଟିଭି ସୋ’ କୌନ୍ ବନେଗା କରୋଡପତି’ ରେ ଭାଗ ନେଇ କୋରାପୁଟ ଜିଲ୍ଲାର ନାମବଳ ରବି କୁମାର ଜିତିଛନ୍ତି 25 ଲକ୍ଷ ଟଙ୍କା. ସେ...
ଅଟଳଙ୍କ ନାମ ରେ ନାମିତ ହେଲା ହିମାଳୟର 4 ଟି ଶୃଙ୍ଗ
ଗଙ୍ଗୋତ୍ରୀ ବରଫଖଣ୍ଡ ନିକଟରେ ଥିବା ହିମାଳୟର ଶୃଙ୍ଗକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ କରାଯାଇଛି. ଗଙ୍ଗୋତ୍ରୀ ବରଫଖଣ୍ଡର ଡାହାଣ ପାର୍ଶ୍ୱରେ 6,557, 6,566, 6,160 ଓ 6,100 ମିଟର ଦୂରରେ ଏହି ଶୃଙ୍ଗ ସବୁ ଅବସ୍ଥିତ...
ନଭେମ୍ବର 1ରୁ ଖୋଲିବ ଶିମିଳିପାଳ
ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ. ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଥିବା ଏହି ଉଦ୍ୟାନଟି ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲା ହେବ. ଦୀର୍ଘ ସାଢେ ତିନି ମାସ ବନ୍ଦ ରହିବା ପରେ ଏହାକୁ ପୁଣିଥରେ ପର୍ଯ୍ୟଟକଙ୍କ ନିମନ୍ତେ ଖୋଲା...
ମୋଦିଙ୍କ ଉପରେ ପ୍ରସ୍ତୁତ ହେବ ବିଶ୍ୱର ସବୁଠୁ ବଡ ଫଟୋ ଆଲବମ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନ ଚରିତ୍ର ଉପରେ ପ୍ରସ୍ତୁତ ହେବାକୁ ଯାଉଛି ଏକ ଫଟୋ ଆଲବମ୍ । ଆଠ ଫୁଟ ଲମ୍ବା, ଚାରି ଫୁଟ ଚଉଡାର ଏହି ଫଟୋ ଆଲବମ ରହିବ । ଏଥିରେ ପାଖାପାଖି ୧୦୦ଟି...








