ମିଳିଲାନି ସାକ୍ଷୀପ୍ରମାଣ
ବୁଧବାର ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କ ଦୁଇଟି ମାମଲାର ରାୟ ପ୍ରକାଶ ପାଇଛି. ଦିମିରିଗୁଡା ଅଞ୍ଚଳର ଲୋକନାଥ ପାଣିଗ୍ରାହୀଙ୍କ ଜମିରୁ ଧାନ କାଟିନେବା ଓ ଗୁଡାରିର କନିଷ୍ଠ ଯନ୍ତ୍ରୀ ବିଶ୍ୱନାଥ ସାହୁ ଏବଂ ତାଙ୍କ ସହଯୋଗୀଙ୍କୁ 2001 ରେ ଅପହରଣ...
ହିନ୍ଦୀ ସାହିତ୍ୟିକ ନାମବର ସିଂହଙ୍କ ପରଲୋକ
ହିନ୍ଦୀ ଜଗତର ପ୍ରସିଦ୍ଧ ସାହିତ୍ୟକାର ନାମବର ସିଂହଙ୍କ ପରଲୋକ ହୋଇଛି. ମଙ୍ଗଳବାର ବିଳମ୍ବିତ ରାତିରେ ଦିଲ୍ଲୀ ଏମସ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି. ଗତ ଏକମାସ ଧରି ତାଙ୍କୁ ଏମସର ଟ୍ରାମା ସେଣ୍ଟରରେ ଭର୍ତ୍ତି କରାଯାଇଥିଲା. ବ୍ରେନ...
କେନ୍ଦ୍ର ଯୋଜନାରେ ଭୂମିହୀନ ଓ ଭାଗଚାଷୀଙ୍କ ପାଇଁ କିଛି ନାହିଁ : ନବୀନ
ଚାଷୀଙ୍କ ପାଇଁ କେନ୍ଦ୍ର ସରକାର କରିଥିବା ଯୋଜନାରେ ଭୂମିହୀନ ଓ ଭାଗଚାଷୀଙ୍କ ପାଇଁ କିଛି ନାହିଁ. କେନ୍ଦ୍ର ସରକାର ସେମାନଙ୍କୁ ଅଣଦେଖା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି. ପୁରୀ ଜିଲ୍ଲାର କଣାସ ଓବ୍ରହ୍ମଗିରିର କେରାଣ୍ଡିଆରେ ଆୟୋଜିତ ସମାବେଶରେ...
ଅସ୍ଥାୟୀଙ୍କୁ ସ୍ଥାୟୀ ନକଲେ ପରିଣାମ ଭୋଗିବେ
ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସହ ସବୁ ପ୍ରକାର କାର୍ଯ୍ୟର ସଫଳ ରୂପାୟନ ପାଇଁ ଲକ୍ଷାଧିକ ଠିକା କର୍ମଚାରୀ ଦିନରାତି କାମ କରୁଥିବା ବେଳେ ସରକାର ସେମାନଙ୍କୁ ନ୍ୟାୟ ଦେଉନାହାନ୍ତି । ଲକ୍ଷ ଲକ୍ଷ ସ୍ଥାୟୀ କର୍ମଚାରୀଙ୍କ ଅଭାବ ଥିବାବେଳେ...
ଅସହାୟ ପାଇଁ ସାହା ହେଲେ..
ସାବାସୀର ପାତ୍ର ହୋଇଛନ୍ତି ବିଜୁ ଯୁବ ବାହିନୀ. ଏହାଶୁଣି ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ. ହେଲେ ବିଜୁ ଯବୁ ବାହିନୀ ଏଭଳି କିଛି କାର୍ଯ୍ୟ କରିଛନ୍ତି, ଯେଉଁଥିପାଇଁ ସେ ସାବାସିର ପାତ୍ର ହୋଇପାରିଛନ୍ତି. ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା...
ବାୟୁସେନା ବିମାନ ଦୁର୍ଘଟଣା
ବେଙ୍ଗାଲୁରୁର ୟେହଲଙ୍କାରେ ବାୟୁସେନାର ବିମାନ ଦୁର୍ଘଟଣା. ଏରୋ ଇଣ୍ଡିଆର ଦ୍ୱାଦଶତମ ସଂସ୍କରଣ ଆରମ୍ଭ ହେବା ପୂର୍ବରୁ ଏହି ଦୁର୍ଘଟଣା ଘଟିଛି. ମଙ୍ଗଳବାର ମଝି ଆକାଶରେ ସୂର୍ଯ୍ୟକିରଣ ଏରୋବେଟିକ୍ସ ଟିମର ଦୁଇଟି ବିମାନ ବେଙ୍ଗାଲୁରୁ ଏୟାରବେସରେ ଏରୋ ଇଣ୍ଡିଆ ଶୋ ପାଇଁ...
ବାଲିଗୁଡାରେ ମାଓ ପୋଷ୍ଟର
କନ୍ଧମାଳ ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ମାଓ ପୋଷ୍ଟର. ନକ୍ସଲମାନେ ମାଓ ପୋଷ୍ଟର ଲାଗାଇ ନିଜ ସ୍ଥିତି ଜାହିର କରିଛନ୍ତି. ଦାରିଙ୍ଗବାଡି ଥାନା ଅନ୍ତର୍ଗତ ବୁଡାଗୁଡାରେ ବହୁ ସଂଖ୍ୟକ ମାଓ ପୋଷ୍ଟର ଲାଗିଛି ଏବଂ ଏହାକୁ ଓଡିଶା ରାଜ୍ୟ କମିଟି...
ଆତଙ୍କବାଦୀ ବାପା ମା’ଙ୍କୁ ସେନାର ଅନୁରୋଧ
ଆତ୍ମସମର୍ପଣ ନ କଲେ ଆତଙ୍କବାଦୀଙ୍କ ମୃତ୍ୟୁ ସୁନିଶ୍ଚିତ. ତେଣୁ ଆତଙ୍କବାଦୀ ହୋଇଯାଇଥିବା ପିଲାମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ ସେମାନଙ୍କ ବାପାମାଆମାନେ କହିବାକୁ ସେନା ପକ୍ଷରୁ ଅନୁରୋଧ କରାଯାଇଛି. ଆତ୍ମସମର୍ପଣ କଲେ ସେମାନଙ୍କ ଥଇଥାନ ପାଇଁ ସରକାରୀ ନୀତି ରହିଛି. ଯଦି...
ନବୀନଙ୍କ ଯାଜପୁର ଗସ୍ତ
ଯାଜପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାରାଥନ ଗସ୍ତରେ ଯାଇ ଦଶରଥପୁର, ଧର୍ମଶାଳା ଓ ବିଞ୍ଝାରପୁରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକରେ ୪୫୭ କୋଟି ଟଙ୍କାର ୨୪୫ଟି...
ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି
ଜମ୍ମୁ କଶ୍ମୀର ପୁଲୱାମାରେ ଆତଙ୍କବାଦୀଙ୍କ ହାମଲାରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି. ରାୟଗଡାସ୍ଥିତ 4ର୍ଥ ବାଟାଲିୟନ ପକ୍ଷରୁ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି. ଏନେଇ ଗଜପତି ଛକରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାରି 4ର୍ଥ ବାଟାଲିୟନ କ୍ୟାମ୍ପସ ପର୍ଯ୍ୟନ୍ତ ଯାଇଥିଲା....


















