ସାଧାରଣ ନିର୍ବାଚନ ପାଇଁ ସଚେତନତା କାର୍ଯ୍ୟକ୍ରମ
ସାଧାରଣ ନିର୍ବାଚନକୁ ଆଉ ଅଳ୍ପ ଦିନ ଥିବା ବେଳେ ଭୁବନେଶ୍ୱରରେ ଏହାର ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି. ଏହାକୁ ଉଦଘାଟନ କରିଛନ୍ତି ଏଡିଏମ ନିର୍ମଳ ମିଶ୍ର. ଏହି ସଚେତନତା ଅଭିଯାନ ମାଧ୍ୟମରେ ଲୋକଙ୍କୁ ଭୋଟ ସଂପର୍କିତ ବାର୍ତ୍ତା ପ୍ରଦାନ କରାଯିବ...
ଓଏମଆର ସିଟ ଗାଏବ ଘଟଣା: 3 ଶିକ୍ଷକ ଗିରଫ
ମାଲକାନଗିରି ଜିଲ୍ଲାର ପଡିଆ ଏସ ଏସ ଡି ହାଇସ୍କୁଲରେ ଓଏମଆର ସିଟ ଗାଏବ ଘଟଣାରେ ପୋଲିସ ତିନି ଜଣ ଶିକ୍ଷକଙ୍କୁ ଗିରଫ କରିଛି. ଓଏମଆର ସିଟ ଗାଏବ ହେବା ପରେ ପୋଲିସ ଏହାର ତଦନ୍ତ କରିଥିଲା. ପରେ ପରୀକ୍ଷା ପରିଚାଳନା...
ପୁଣି ଦିଲ୍ଲୀରେ ଏକ ବଡ ଧରଣର ଅଗ୍ନିକାଣ୍ଡ
ପୁଣି ଦିଲ୍ଲୀରେ ଘଟିଛି ଏକ ବଡ ଧରଣର ଅଗ୍ନିକାଣ୍ଡ. ଗୋଟିଏ ପରେ ଗୋଟିଏ ଅଗ୍ନିକାଣ୍ଡ ଘଟି ଚାଲିଛି ଦିଲ୍ଲୀରେ. ଯାହା ଥମିବାର ନାଁ ନେଉନାହିଁ. ଏବେ ପୁଣି ଏକ ଭୟାବହ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି. ବୁଧବାର ସକାଳ ସମୟରେ ଦିଲ୍ଲୀ...
କେନ୍ଦ୍ରାପଡାରେ ପୁଣି ଏନକାଉଣ୍ଟର
କିଛି ଦିନର ବ୍ୟବଧାନ ପରେ ପୁଣି କେନ୍ଦ୍ରାପଡାରେ ପୋଲିସ ଏନକାଉଣ୍ଟର କରିଛି. ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବିଜୟ ନାୟକ ଗୁରୁତର ହୋଇଛି. ବିଜୟର ବାମ ଗୋଡରେ ଗୁଳି ବାଜିଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ବଡ...
ଚାପରେ ପାକିସ୍ତାନ, ୪୪ ଆତଙ୍କବାଦୀ ଅଟକ
ମଙ୍ଗଳବାର ପାକିସ୍ତାନ ଆତଙ୍କବାଦୀ ସଂଗଠନ ଜୈସ୍-ଇ-ମହମ୍ମଦର ମୁଖ୍ୟ ମୌଲାନା ମାସୁଦ ଅଝାରର ଭାଇ ଅବଦୁଲ ରାଉଫ୍ ଅସଗର ସମେତ ୪୪ଜଣ ଆତଙ୍କବାଦୀକୁ ପାକିସ୍ତାନ ପୁଲିସ ଅଟକ ରଖିଛି । ଚାପରେ ପଡ଼ି ପାକିସ୍ତାନ ପ୍ରତିବନ୍ଧକ ଥିବା ସଙ୍ଗଠନ ଦ୍ୱାରା ଜଡ଼ିତ...
ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି
ଦିନ କେତୋଟି ପରେ ସାଧାରଣ ନିର୍ବାଚନ. ଆଉ ଏହାକୁ ଦୃଷ୍ଟିରେ ରଖି ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି. ଚଳିତ ଥର ଭୋଟରମାନେ ଇଭିଏମ ଓ ଭିଭିପେଟ ମାଧ୍ୟମରେ ନିଜ ମନ ପସନ୍ଦର ପ୍ରାର୍ଥୀ ଚୟନ କରିବେ....
ସମୁଦ୍ରପଥରେ ମଧ୍ୟ ହୋଇପାରେ ଆକ୍ରମଣ: ନୌସେନା ମୁଖ୍ୟ
ସମୁଦ୍ରପଥରେ ମଧ୍ୟ ହୋଇପାରେ ଆକ୍ରମଣ. ପୁଲୱାମା ଆତଙ୍କୀ ହାମଲା ପରେ ନୌସେନା ମୁଖ୍ୟ ସୁନିଲ ଲାମ୍ବା ନିଜ ପ୍ରତିକ୍ରିୟା ଦେଇଛନ୍ତି. ଆଉ କହିଛନ୍ତି ସମୁଦ୍ରପଥରୁ ମଧ୍ୟ ଆତଙ୍କୀ ହାମଲା ହୋଇପାରେ. କାରଣ ସମୁଦ୍ରପଥ ମାଧ୍ୟମରେ ଆକ୍ରମଣ କରିବା ପାଇଁ ଆତଙ୍କବାଦୀମାନେ...
ଖେଳ ନିଶା: ପାଣି ଜାଗାରେ ଏସିଡ ପିଇଲେ ଯୁବକ
ମନୋରଞ୍ଜନ ପାଇଁ ସମସ୍ତେ ବିଭିନ୍ନ ପ୍ରକାର ଉପାୟ ଆପଣେଇଥାନ୍ତି. କିଏ ଟିଭି ଦେଖନ୍ତି, ତ ଆଉ କିଏ ସିନେମା ଯାଆନ୍ତି. ଏହା ଭିତରେ ଅନେକ ପିଲା ମୋବାଇଲ ଗେମକୁ ମଧ୍ୟ ବେଶି ପସନ୍ଦ କରନ୍ତି. ହେଲେ ଭୋପାଳ ମଧ୍ୟପ୍ରଦେଶରେ ଏକ...
ଆରମ୍ଭ ହେଲା ଶ୍ରମିକ ମାନଙ୍କ ପାଇଁ ପେନସନ ଯୋଜନା
ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା ବିଶ୍ୱର ସବୁଠୁ ବଡ କଲ୍ୟାଣକାରୀ ଯୋଜନା.ଏହି ଯୋଜନା ସମାଜର ସବୁଠୁ ଗରିବ ଓ ଉପେକ୍ଷିତ ବର୍ଗଙ୍କ ସୁରକ୍ଷା କବଚ ହେବ. ଶ୍ରମଯୋଗୀ ଯୋଜନାରେ ମାସିକ ୩ ହଜାର ଟଙ୍କାର ପେନସନ୍ ବ୍ୟବସ୍ଥା ଗରିବ ଲୋକର...
ତ୍ରାଲରେ ଏନକାଉଣ୍ଟର: ଟଳିଲେ ଦୁଇ ଆତଙ୍କବାଦୀ
ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ଦୁଇ ଆତଙ୍କବାଦୀ. ସୋମବାର ତ୍ରାଲରେ ସେନା ଦ୍ୱାରା ହୋଇଥିବା ସର୍ଚ୍ଚ ଅପରେସନରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି. ଆଜି ଅର୍ଥାତ ମଙ୍ଗଳବାର ମଧ୍ୟ ଜାରି ରହିଛି ସର୍ଚ୍ଚ ଅପରେସନ. ନିହତ ଦୁଇ ଆତଙ୍କବାଦୀ ହିଜବୁଲ ମୁଜାହିଦୀନ...

















