ଅନଲାଇନରେ କରିହେବ ଡ୍ରାଇଭିଂ ଲାଇସେନ୍ସ
ଗାଡି ଚାଳକଙ୍କ ପାଇଁ ଖୁସି ଖବର. ଦିଲ୍ଲୀର ପରିବହନ ବିଭାଗ ସବୁ ସେବା ଗୁଡିକୁ ଅନଲାଇନ କରିବା ପାଇଁ ନିଷ୍ପତି ନେଇଛି. ଯଥା ଲର୍ନିଂ ଲାଇସେନ୍ସ ଓ ପରମାନେଣ୍ଟ ଲାଇସେନ୍ସକୁ ମଧ୍ୟ ଅନଲାଇନ୍ କରିଦିଆଯିବ. ଯାହାଫଳରେ ଗାଡିଚାଳକମାନଙ୍କୁ ବାରମ୍ବାର ଆରଟିଓ...
ମୃତ୍ୟୁ ମୁଖରୁ ଉଦ୍ଧାର ହେଲେ କମାଣ୍ଡର ଅଭିଳାଷ
ଭାରତୀୟ ନୌସେନାର କମାଣ୍ଡର ତଥା ଗୋଲ୍ଡେନ ଗ୍ଲୋବ ରେସ ର ଅଧିନାୟକ ଅଭିଳାଷ ଟମି ସମୁଦ୍ର ମଝିରେ ଫଶି ରହିଥିବାବେଳେ ତାଙ୍କୁ ସୋମବାର ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ଫ୍ରାନ୍ସ ନୌସେନା ସହାୟତାରେ ୩ଦିନ ପରେ ଭାରତୀୟ ନୌସେନା...
ଆଇଏଏସ ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ, ୫୦ ହଜାର ଟଙ୍କାର ଜୋରିମାନା ଦଣ୍ଡାଦେଶ
ଆଇଏଏସ ଅଫିସର ବିନୋଦ କୁମାରଙ୍କୁ ପୁଣି ଜେଲ୍ ଦଣ୍ଡାଦେଶ । ବହୁ ଚର୍ଚ୍ଚିତ ଓଆରଏଚଡିସି ଦୁର୍ନୀତି ମାମଲାରେ ବିନୋଦଙ୍କ ସମେତ ଅନ୍ୟ ୬ଜଣଙ୍କୁ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଦଣ୍ଡିତ କରିଛନ୍ତି । ଏକ ଋଣ ଜାଲିଆତି ମାମଲାରେ ବିନୋଦଙ୍କ...
ଏବେ ଏକ ଲକ୍ଷ ଟଙ୍କାରେ ହେବ ବାଏପାସ୍ ସର୍ଜରି
ବର୍ତ୍ତମାନ ଗରିବ ଲୋକଙ୍କୁ ସାହାଯ୍ୟକରିବା ପାଇଁ ସରକାରଙ୍କ ଦ୍ୱାରା ବିଭିନ୍ନ ପ୍ରକାର ମାନବ କଲ୍ୟାଣ ଯୋଜନା ସବୁ କରାଯାଉଛି. ହେଲେ ଏହାର ସୁବିଧା ସମସ୍ତେ ପାଇପାରୁନାହାନ୍ତି. ବଡବଡିଆ ଲୋକ ଏହାର ଫାଇଦା ଉଠାଉଥିବା ବେଳେ ଗରିବ ଲୋକ ଏହା ଭିତରେ...
ମାଓବାଦୀଙ୍କ ବର୍ବରକାଣ୍ଡ: ମାଓବାଦୀଙ୍କ ଗୁଳିରେ ବିଧାୟକ ପୂର୍ବତନ ବିଧାୟକଙ୍କ ମୃତ୍ୟୁ
ଲାଲବାହୀନିଙ୍କ ଲାଲଆତଙ୍କ ଏବେ ବଢିବାରେ ଲାଗିଛି । ଆନ୍ଧ୍ରପ୍ରଦେଶରେ ତେଲୁଗୁ ଦେଶମ ପାର୍ଟୀର ଦୁଇ ଜଣ ନେତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ମାଓବାଦୀ । ଟିଡିପି ଦଳର ଅରାକୁର ବର୍ତ୍ତମାନ ବିଧାୟକ କେ. ସର୍ବେଶ୍ୱର ରାଓ ଓ ପୂର୍ବତନ...
ଭକ୍ତଙ୍କ ଶୃଙ୍ଖଳିତ ଉପରେ ଜୋର ଦେଇ ଦିଲ୍ଲୀ ଫେରିଛନ୍ତି ଆମିକସ କ୍ୟୁରୀ
ଶ୍ରୀମନ୍ଦିର ସଂସ୍କାର ନେଇ ବିଭିନ୍ନ ଆଲୋଚନା ପରେ ଆଜି ଦିଲ୍ଲୀ ଫେରିଯାଇଛନ୍ତି ଆମିକସ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ । ଏନେଇ ସେ ପୁରୀ ଶଙ୍କରାଚାର୍ଯ୍ୟ, ଗଜପତି , ସେବାୟତଙ୍କ ସହ ଆଲୋଚନା କରିଥିଲେ । ବିଶେଷ କରି ମନ୍ଦିର ଭିତରେ...
ଦୁଇ ବର୍ଷର ଝିଅଠୁ ମିଳିଲା ପ୍ରେରଣା; ଶହୀଦଙ୍କ ପତ୍ନୀ ହେଲେ ସେନାର ଲେଫ୍ଟନାଣ୍ଟ
ଯେତେବେଳେ ନିଜର ମଣିଷ ଆମକୁ ଛାଡି ଚାଲିଯାଆନ୍ତି ଯେତେବେଳେ ଆମକୁ ବହୁତ କଷ୍ଟ ହୋଇଥାଏ ଓ ସେହି ପରିସ୍ଥିତିରେ ପ୍ରାୟତଃ ସମସ୍ତେ ଭାଙ୍ଗିପଡିଥାନ୍ତି. ହେଲେ ସେଭଳି କଠିନ ପରିସ୍ଥିତିରେ ଯିଏ ନିଜକୁ ସମ୍ଭାଳି ଆଗକୁ ବଢିପାରେ ତାକୁ ସଫଳ ହେବା...
ସୁପର ସଣ୍ଡେ ସୁପର ସୋ’
ଏସିଆ କପ୍ 2018ର ସୁପର-4 ମୁକାବିଲାରେ ଆଜି ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ. ତେବେ ଏହି ଟିମ୍ ଗତ ବୁଧବାର ଦିନ ଏକ ମ୍ୟାଚ୍ ଖେଳିସାରିଛନ୍ତି. ଯେଉଁଥିରେ ଭାରତ ବିଜୟ ଲାଭ କରିଥିଲା. ଏହି 4 ଦିନ ମଧ୍ୟରେ ଦ୍ୱିତୀୟ...
ନନ୍ଦନକାନନରେ ଜନ୍ମ ନେଲେ ଦୁଇଟି ବାଘ
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜନ୍ମ ନେଲେ ଦୁଇଟି ବାଘ । ଶନିବାର ସକାଳ 8ଟାରେ ଧଳା ବାଘୁଣୀ ବିଜୟା ଦୁଇଟି ଛୁଆଙ୍କୁ ଜନ୍ମ ଦେଇଛି । ଖୁସିର କଥା ହେଉଛି ଦୁଇଟି ଯାକ ଛୁଆଙ୍କ ମଧ୍ୟରୁ ଗୋଟିଏ ଛୁଆ ଧଳାବାଘ...
ବସକୁ ପଛରୁ ଧକ୍କା ଦେଲା ଟ୍ରକ: ୯ ଗୁରୁତର
ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଧିନ ପଳାଶୁଣି ଛକରେ ଦୁର୍ଘଟଣା । ଶନିବାର ଅପରାହ୍ନରେ ବସ ଓ ଟ୍ରକ ମଧ୍ୟରେ ଦୁର୍ଘଟଣା ଘଟିଛି । ଏଥିରେ ୯ ଜଣ ଗୁରୁତର ଆହତ ହୋଇଛନ୍ତି ।
ସୁଚନାଅନୁସାରେ ବରମୁଣ୍ଡା ବସଷ୍ଟାଣ୍ଡରୁ ଏକ ଯାତ୍ରୀବାହି ବସ...









