26.7 C
Bhubaneswar
Sunday, July 26, 2026
-Advertisement-

ରାଫେଲକୁ ନେଇ ତେଜିଲା ବିବାଦ

ପୁଣି ରାଫେଲକୁ ନେଇ ତେଜିଛି ବିବାଦ. ରାଫେଲ ଯୁଦ୍ଧ ବିମାନର କିଣା ଚୁକ୍ତିକୁ ନେଇ ଏହି ବିବାଦ ଉଠିଛି. ଏହାକୁ ନେଇ  ଦେଶ ମଧ୍ୟରେ  ଲାଗି ରହିଥିବା ବିବାଦ ଏବେ ନୂଆ ମୋଡ ନେଇଛି. ତେବେ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି...

ଯୁବତୀଙ୍କ ପାଇଁ ମରଣ ମୁଁହରେ ଡାକ୍ତର

ଡାକ୍ତରଙ୍କୁ ମରଣାତ୍ମକ ଆକ୍ରମଣ । ଏହି ଆକ୍ରମଣ ନରସିଂହପୁର ଥାନା ଅନ୍ତର୍ଗତ ପାଇକପଡାପାଟଣା ଗୁରୁବପ୍ରସାଦ କଲୋନିରେ ଘଟିଛି । ସୂଚନା ଅନୁସାରେ ଗତକାଲି ରାତି ୧ଟା ବେଳେ ହୋମିଓପାଥି ଡାକ୍ତର ଶରତ କୁମାର ଶତପଥିଙ୍କ କ୍ଲିନିକରେ ୨ଜଣ ଯୁବତି କାମ...

ଜିଓଟିଭିରେ କ୍ରିକେଟ ପ୍ରସାରଣ

ବିଶ୍ୱର ସର୍ବବୃହତ୍ ମୋବାଇଲ୍ ଡାଟା ନେଟ୍ୱର୍କ ଜିଓ ଭାରତର ଅଗ୍ରଣୀ ପ୍ରସାରଣ ସଂସ୍ଥା ଷ୍ଟାର ଇଣ୍ଡିଆ ସହିତ ପାଂଚ ବର୍ଷୀୟ ରାଜିନାମା ହୋଇଛି । ଏହା ଦେଶରେ କ୍ରୀଡା ମନୋରଂଜନ କ୍ଷେତ୍ରରେ ଏକ ନୂଆ ଧାରା ସୃଷ୍ଟି କରିବାକୁ ଯାଉଛି...

ଶ୍ରୀମନ୍ଦିର ସଂସ୍କାର ନେଇ ଗଜପତି ମହାରାଜଙ୍କୁ ଭେଟିଲେ ଆମିକସ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ

ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରୀଙ୍କ ଗୋପାଳ ସୁବ୍ରମଣ୍ୟମ ଆଜି ସକାଳେ ପୁରୀର ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ଭେଟି ଶ୍ରୀମନ୍ଦିରର ସଂସ୍କାର ନେଇ ଆଲୋଚନା କରିଛନ୍ତି । ଶ୍ରୀନଅର ପରିସରରେ ଅନୁଷ୍ଠିତ ଏହି ବୈଠକରେ ଆମିକସ କ୍ୟୁରୀ ଶ୍ରୀ ସୁବ୍ରମଣ୍ୟମ...

ଆରପାରିରେ ଫିଲ୍ମ ପ୍ରଯୋଜକ ସୁବାସ ରାଉତ

ପ୍ରଖ୍ୟାତ ଓଡ଼ିଆ ଫିଲ୍ମ ପ୍ରଯୋଜକ ସୁବାସ ରାଉତଙ୍କ ବିୟୋଗରେ ସ୍ତବ୍ଧ ସଂପୂର୍ଣ୍ଣ ଚଳଚିତ୍ର ଜଗତ । କଟକସ୍ଥିତ ବାସଭବନରେ ଆଜି ସକାଳୁ ତାଙ୍କର ପରଲୋକ ହୋଇଛି । ଦୀର୍ଘ ଦିନ ହେବ ସୁବାସ କ୍ୟାନ୍ସରରେ ପୀଡିତ ହୋଇ ତାଙ୍କର ଛତ୍ରବଜାର ସ୍ଥିତ...

ହକି ବିଶ୍ୱକପ୍ : ମିଳିତ ପ୍ରୟାସରେ ସଙ୍ଗୀତ ନିର୍ମାଣ କରିବେ ରେହମାନ-ଗୁଲଜାର

କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ । ହକି ବିଶ୍ୱକପ ନିମନ୍ତେ ସଙ୍ଗୀତ ନିର୍ମାଣ କରୁଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଏ.ଆର ରେହମାନ ଓ ଗୀତିକାର ଗୁଲଜାର । ସୋସିଆଲ...
video

ସିଏଜି ଆଧାରରେ ବିଜେପି ସରକାରଙ୍କ ବିରୋଧରେ ଅଦାଲତକୁ ଯିବ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ସରକାର ନାରାର ଅସଲ ଗୁମର ଖୋଲି ଦେଇଛି ସିଏଜି । ସିଏଜି ରିପୋର୍ଟ ଆଧାରରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଜେପି କୋର୍ଟକୁ ଯିବ ବୋଲି ରାଜ୍ୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ପ୍ରକାଶ...

ଆସନ୍ତାକାଲି ଓଡିଶା ଆସୁଛନ୍ତି ମୋଦି

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସୁଛନ୍ତି । ରାଜ୍ୟରେ ପାଞ୍ଚଟି ପ୍ରକଳ୍ପର ଉଦଘାଟନ ଓ ଗୋଟିଏ ପ୍ରକଳ୍ପର ଶିଳାନ୍ୟାସ କରିବେ ମୋଦି । ସେ ତାଳଚେର ସାରକାରଖାନାର ପୁନରୁଦ୍ଧାର ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।...

ମେଟ୍ରୋ ଟ୍ରେନରେ ମୋଦି

ମେଟ୍ରୋ ଟ୍ରେନରେ ଯାତ୍ରା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ନୂଆଦିଲ୍ଲୀରେ ଇଣ୍ଟରନ୍ୟାସନାଲ୍ କନଭେନସନ ଆଣ୍ଡ ଏକ୍ସପୋ ସେଣ୍ଟରର ଶିଳାନ୍ୟାସ କରିବା ପାଇଁ ଗୁରୁବାର ଦିନ ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିଛନ୍ତି ମୋଦି. ତେବେ ଦିଲ୍ଲୀର ଧୌଲାକୁଆଁରୁ ଦ୍ୱାରକା ଯାଏଁ ମୋଦି...

ଆମେରିକାରେ ହିନ୍ଦୀ ହେଉଛି ସବୁଠୁ ପ୍ରଚଳିତ ଭାଷା

ହିନ୍ଦୀ ହେଉଛି ଭାରତର ରାଷ୍ଟ୍ର ଭାଷା. ତେବେ ଏହା କେବଳ ଭାରତରେ ନୁହେଁ ବରଂ ଭାରତ ବାହାରେ ମଧ୍ୟ ଏହା ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି. ସମୟକ୍ରମେ ଏହା ଧୀରେଧୀରେ ପ୍ରଭାବ ବିସ୍ତାର କରୁଥିବା ଏକ ରିପୋର୍ଟରୁ ଜଣାପଡିଛି....
- Advertisement -

Latest article

ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମିଳିଲା ପ୍ରଥମ ରୌପ୍ୟ ପଦକ

ନୂଆଦିଲ୍ଲୀ:ସ୍କଟଲ୍ୟାଣ୍ଡର ଗ୍ଲାସଗୋରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ମିଳିଛି ପ୍ରଥମ ରୌପ୍ୟ ପଦକ।୬୦ କେଜି ପୁରୁଷ ବର୍ଗରେ ମଣିପୁରର ଋଷିକାନ୍ତ ସିଂହ ଚନମ୍ବମଙ୍କୁ ମିଳିଛି ଏହି ସଫଳତା। ସେ ମୋଟ୍ ୨୬୪...

ଆଜି ହେଉଛି କାର୍ଗିଲ ବିଜୟ ଦିବସ:ବୀରତ୍ୱ ଓ ବଳିଦାନକୁ ମନେ ପକାଇଛି ସାରା ଦେଶ

ନୂଆଦିଲ୍ଲୀ : ଆଜି ଦେଶ ପାଳୁଛି ୨୭ତମ କାରଗିଲ ବିଜୟ ଦିବସ । ପ୍ରତିବର୍ଷ ଜୁଲାଇ ୨୬ ତାରିଖକୁ ଦେଶବ୍ୟାପୀ ‘କାରଗିଲ ବିଜୟ ଦିବସ’ ଭାବରେ ଅତ୍ୟନ୍ତ ଗର୍ବ ଓ ସମ୍ମାନର ସହିତ...

ରାଜଧାନୀରେ ଚାଞ୍ଚଲ୍ୟ :ବରମୁଣ୍ଡା ବସ୍ ଷ୍ଟାଣ୍ଡ ଆଗରୁ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

ଭୁବନେଶ୍ବର: ଆଜି ପ୍ରତ୍ୟୁଷରେ ବରମୁଣ୍ଡା ବସ୍ ଷ୍ଟାଣ୍ଡ ନିକଟ ଏକ ରାସ୍ତାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୁଣ୍ଡବିହୀନ ମୃତଦେହ ମିଳିଛି। ସୂଚନା ଅନୁଯାୟୀ ସ୍ଥାନୀୟ ଲୋକମାନେ ସକାଳ ପ୍ରାୟ ୪ଟା ସମୟରେ ରାସ୍ତା...