25.8 C
Bhubaneswar
Monday, July 27, 2026
-Advertisement-

ବିଜେଡି ବିଧାନସଭା ପ୍ରାର୍ଥୀ ଘୋଷଣା : ପାରାଦୀପରେ ଦାମ ପୁଅଙ୍କୁ ମିଳିଲା ଟିକଟ

ଦାମ ରାଉତଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ପାରାଦୀପ ବିଧାନସଭା ଆସନ ପାଇଁ ଟିକଟ ଦେଲା ବିଜେଡି. ଦାମ ରାଉତଙ୍କୁ ବିଜେଡିରୁ ବହିଷ୍କୃତ କରାଯିବା ପରେ ପୁଅ ସମ୍ବିତ ବିଜେଡି ଛାଡି ନଥିଲେ. ଯଦିଓ ଦାମ ରାଉତ ବିଜେପିରେ ଯୋଗଦେବା ପରେ...

ପଦ୍ମରୁ ଟିକେଟ ନେଇ ଶଙ୍ଖ ଫୁଙ୍କିଲେ ଭାଗିରଥୀ

ବିଜେପିକୁ ଝଟକା । କେନ୍ଦୁଝର ଆନନ୍ଦପୁର ବିଧାନସଭା ଆସନ ପାଇଁ ଭାରତୀୟ ଜନତା ପାର୍ଟି ଯାହା ଉପରେ ଆଶା ରଖିଥିଲା ସେ ଏବେ ବିଜେଡିରେ ଯୋଗ ଦେଇଛନ୍ତି । ଆନନ୍ଦପୁରର ବିଧାୟକ ପ୍ରାର୍ଥୀ ଭାଗିରଥୀ ସେଠୀ ବିଜେପି ଛାଡ଼ି ବିଜେଡ଼ିରେ ଯୋଗ...

୭ଟି ଲୋକସଭା ଏବଂ ୨୦ଟି ବିଧାନସଭା ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା

ପୁରୀ-ସତ୍ୟପ୍ରକାଶ ନାୟକ କେନ୍ଦ୍ରାପଡା- ଧରଣୀଧର ନାୟକ କେନ୍ଦୁଝର-ଫକୀର ମୋହନ ନାୟକ ବାଲେଶ୍ୱର-ନବଜ୍ୟୋତି ପଟ୍ଟନାୟକ ଭଦ୍ରକ- ମଧୁମିତା ସେଠୀ ଢେଙ୍କାନାଳ- କାମାକ୍ଷା ପ୍ରସାସ ସିଂହଦେଓ ଜଗତସିଂହପୁର-ପ୍ରତିମା ମଲ୍ଲିକ      ୨୦ଟି ବିଧାନସଭା ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା ତେଲକୋଇ- ମୋହନ ହେମ୍ବ୍ରମ ପାଟଣା- ଗୋପେଶ୍ୱର ନାଏକ ଯଶୀପୁର-ମହେନ୍ଦ୍ର ନାଏକ ଉଦଳା- ବେଣୁଧର ମହାପାତ୍ର ବାରିପଦା- ଦଶରଥ ସିଂହ ଭୋଗରାଇ-ସତ୍ୟଶିବ...
video

ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଛି ପ୍ରଶ୍ନ ବାଣ

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଟାର୍ଗେଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ.କୋଲ୍ ବ୍ଲକ୍‌ ଆବଣ୍ଟନରେ ମୁଖ୍ୟମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗ କରି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି ନବୀନଙ୍କୁ. ପ୍ରଥମ ପ୍ରଶ୍ନ ଖଣି ଲିଜ ଦିଆଯାଇଥିବା ମହାରାଷ୍ଟ୍ରର ଜି.ଡି ଡାଗା କିଏ ? ଦ୍ୱିତୀୟ ପ୍ରଶ୍ନ...

ଶଙ୍ଖ ଧରିଲେ ସୁବାସ

ବିଜେଡିରେ ଯୋଗଦେଲେ ସୁବାସ ଚୌହାନ । ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି ସୁବାସ । ସୁବାସଙ୍କୁ ଦଳରେ ଭଲ ସ୍ଥାନ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ମଙ୍ଗଳବାର...
video

ଅଙ୍ଗଦଙ୍କୁ ଟକ୍କର ଦେବେ ନାରାୟଣ

ଫୁଲବାଣୀ ବିଧାନସଭା ଆସନ ପାଇଁ ବିଜୁ ଜନତା ଦଳ ପ୍ରାର୍ଥୀ ଭାବରେ ଅଙ୍ଗଦ କହଁର ନାମାଙ୍କନ କରିଥିବା ବେଳେ ବିଜେପିରୁ ଦେବ ନାରାୟଣ ପ୍ରଧାନ ନାମାଙ୍କନ ଦାଖଲ କରିଛନ୍ତି।
video

ନାମାଙ୍କନ ଦାଖଲ କଲେ ଖାରବେଳ

ଭାରତୀୟ ଜନତା ପାର୍ଟିରେ ଯୋଗଦେବା ପରେ ଖାରବେଳ ସ୍ୱାଇଁ ମଙ୍ଗଳବାର କନ୍ଧମାଳ ଲୋକସଭା ଆସନରୁ ନାମାଙ୍କନ ଦାଖଲ କରିଛନ୍ତି। ସେହିପରି କଂଗ୍ରେସରୁ  ମନୋଜ ଆଚାର୍ୟ୍ୟ ନାମାଙ୍କନ ଦାଖଲ କରିଛନ୍ତି। ସୋମବାର ବିଜେଡିରୁ ଅଚୁ୍ୟତ ସାମନ୍ତ ନାମାଙ୍କନ ଦାଖଲ କରିଥିଲେ ।
video

ବିଜେପିରେ ଯୋଗଦେଲେ ଜୟାପ୍ରଦା

ନିର୍ବାଚନ ପୂର୍ବରୁ ନେତାମାନଙ୍କ ଦଳ ଅଦଳ ବଦଳ କରିବା ଜାରି ରହିଛି. ଏହା ମଧ୍ୟରେ ସମାଜବାଦୀ ପାର୍ଟିର ନେତ୍ରୀ ଜୟାପ୍ରଦା ବିଜେପିରେ ଯୋଗ ଦେଇଛନ୍ତି. ଅଭିନେତ୍ରୀ ଓ ପୂର୍ବତନ ସାଂସଦ ଜୟା ମଙ୍ଗଳବାର ବିଜେପିରେ ସାମିଲ ହୋଇଛନ୍ତି. ତେବେ ଦଳ...

ବିଜେପିରୁ ଇସ୍ତଫା ଦେଲେ ସୁବାସ ଚୌହାନ

ବିଜେପି ଛାଡ଼ିଲେ ଟାଣୁଆ ନେତା ସୁବାସ ଚୌହ୍ୱାନ. ବରଗଡ଼ ପାଇଁ ସେ ଆଶାୟୀ ପ୍ରାର୍ଥୀ ଥିବା ବେଳେ ତାଙ୍କ ଟିକଟ କାଟି ସୁରେଶ ପୂଜାରୀଙ୍କୁ ପ୍ରାର୍ଥୀ କରିଛି ଦଳ. ଯେଉଁଥିପାଇଁ ମଙ୍ଗଳବାର ବିଜେପିରୁ ଇସ୍ତଫା ଦେଇଛନ୍ତି ବିଜେପି ରାଜ୍ୟ ଉପସଭାପତି...

ବିଧାନସଭା ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା : ବିଧାୟକ ଜାକବ ପ୍ରଧାନଙ୍କୁ ମିଳିଲାନି ଟିକେଟ

ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ବିଧାୟକ ଜାକବ ପ୍ରଧାନଙ୍କୁ ଟିକେଟ ମିଳି ନଥିବା ବେଳେ ଶ୍ୟାମଘନ ପ୍ରଧାନଙ୍କୁ ଦଳ ଜି. ଉଦୟଗିରି ଆସନରେ ପ୍ରାର୍ଥୀ  କରିଛି । ହିଞ୍ଜିଳି ଆସନରେ ଦଳ ରାମକୃଷ୍ଣ ପଣ୍ଡାଙ୍କ ଜାଗାରେ...
- Advertisement -

Latest article

ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମିଳିଲା ପ୍ରଥମ ରୌପ୍ୟ ପଦକ

ନୂଆଦିଲ୍ଲୀ:ସ୍କଟଲ୍ୟାଣ୍ଡର ଗ୍ଲାସଗୋରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ମିଳିଛି ପ୍ରଥମ ରୌପ୍ୟ ପଦକ।୬୦ କେଜି ପୁରୁଷ ବର୍ଗରେ ମଣିପୁରର ଋଷିକାନ୍ତ ସିଂହ ଚନମ୍ବମଙ୍କୁ ମିଳିଛି ଏହି ସଫଳତା। ସେ ମୋଟ୍ ୨୬୪...

ଆଜି ହେଉଛି କାର୍ଗିଲ ବିଜୟ ଦିବସ:ବୀରତ୍ୱ ଓ ବଳିଦାନକୁ ମନେ ପକାଇଛି ସାରା ଦେଶ

ନୂଆଦିଲ୍ଲୀ : ଆଜି ଦେଶ ପାଳୁଛି ୨୭ତମ କାରଗିଲ ବିଜୟ ଦିବସ । ପ୍ରତିବର୍ଷ ଜୁଲାଇ ୨୬ ତାରିଖକୁ ଦେଶବ୍ୟାପୀ ‘କାରଗିଲ ବିଜୟ ଦିବସ’ ଭାବରେ ଅତ୍ୟନ୍ତ ଗର୍ବ ଓ ସମ୍ମାନର ସହିତ...

ରାଜଧାନୀରେ ଚାଞ୍ଚଲ୍ୟ :ବରମୁଣ୍ଡା ବସ୍ ଷ୍ଟାଣ୍ଡ ଆଗରୁ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

ଭୁବନେଶ୍ବର: ଆଜି ପ୍ରତ୍ୟୁଷରେ ବରମୁଣ୍ଡା ବସ୍ ଷ୍ଟାଣ୍ଡ ନିକଟ ଏକ ରାସ୍ତାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୁଣ୍ଡବିହୀନ ମୃତଦେହ ମିଳିଛି। ସୂଚନା ଅନୁଯାୟୀ ସ୍ଥାନୀୟ ଲୋକମାନେ ସକାଳ ପ୍ରାୟ ୪ଟା ସମୟରେ ରାସ୍ତା...