31.1 C
Bhubaneswar
Wednesday, March 11, 2026
-Advertisement-

ସଂଖ୍ୟାଗରିଷ୍ଠତା ନ ଥାଇ ବିଜେପି ଜିତିଲା ରାଜ୍ୟସଭା ନିର୍ବାଚନ

ହିମାଚଳ ପ୍ରଦେଶରେ ସଂଖ୍ୟା ଗରିଷ୍ଠତା ନ ଥାଇ ବି ବିଜେପି ରାଜ୍ୟସଭା ନିର୍ବାଚନ ଜିତିଲା । ବିଜେପିର ଏହି ନିର୍ବାଚନ ସହ ରାଜ୍ୟରେ କ୍ଷମତାସୀନ କଂଗ୍ରେସକୁ ଶକ୍ତ ଝଟକା ଲାଗିଛି । ହିମାଚଳପ୍ରଦେଶରେ 68 ଆସନ ବିଶିଷ୍ଟ ବିଧାନସଭାରେ ବିଜେପିର...

ଆଉ ପାଞ୍ଚଲକ୍ଷ ନୁହେଁ, ବିନା ସୁଧରେ ସ୍ବଂୟସହାୟିକା ଗୋଷ୍ଠୀର ମହିଳାଙ୍କୁ ମିଳିବ 10 ଲକ୍ଷ ଟଙ୍କା

ନିର୍ବାଚନ ଯେତିକି ପାଖଉଛି, ନବୀନ ପଟ୍ଟନାୟକଙ୍କ ସରକାର ସେତିକି ନୂଆ ଯୋଜନାରେ ରାଜ୍ୟବାସୀଙ୍କୁ ଚମକାଇବାରେ ଲାଗିଛି । ରାଜ୍ୟରେ ଥିବା 70 ଲକ୍ଷ ସ୍ବଂୟ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ବିନା ସୁଧରେ 10 ଲକ୍ଷ ଟଙ୍କାର ଋମ ସହାୟତା ଦେବାକୁ...

ଲୋକସଭା ନିର୍ବାଚନ ପାଇଁ 100 ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ବିଜେପି

ନିର୍ବାଚନ କମିଶନ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ପୂର୍ବରୁ ସବୁ ରାଜନୈତିକ ଦଳ ପ୍ରସ୍ତୁତି ଜୋରଦାର କରିଛନ୍ତି । ବିଜେପି ପ୍ରଥମ ପର୍ଯ୍ୟାୟରେ ଆସନ୍ତା ଗୁରୁବାର ଦିନ ଶହେଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ । ଏହି...

ପଦ୍ମ ଧରିଲେ ପ୍ରଦୀପ ପାଣିଗ୍ରାହୀ

ଶେଷରେ ପଦ୍ମ ଧରିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଆଜି ରାଜ୍ୟ କାର୍ଯ୍ୟାଳୟରେ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଓ ପୂର୍ବତନ ସଭାପତି ସମୀର ମହାନ୍ତି ତାଙ୍କୁ ଆନୁଷ୍ଠାନିକ ଭାବେ ଦଳକୁ ସ୍ବାଗତ କରିଛନ୍ତି । ଆସନ୍ତାକାଲି...

ମହିଳାଙ୍କୁ ନ୍ୟାୟ ଦାବିରେ କଂଗ୍ରେସର ନବୀନ ନିବାସ ଘେରାଉ

ଭାରତବର୍ଷରେ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର କ୍ଷେତ୍ରରେ ଓଡିଶା ହେଉଛି ପ୍ରଥମ ରାଜ୍ୟ । ଅନ୍ୟରାଜ୍ୟ ତୁଳନାରେ ଓଡିଶାରୁ ଅଧିକ ମାନବ ଚାଲାଣ ହୋଇଥାନ୍ତି ଏବଂ ସେମାନଙ୍କ ମଧ୍ୟରୁ ପଚାଶ ଭାଗ ହେଉଛନ୍ତି ମହିଳା । ପ୍ରତିଦିନ ରାଜ୍ୟରେ ସାତଜଣ...

ଲିଭ୍ ଇନ୍ ରିଲେସନସିପରେ ବିଜେଡି-ବିଜେପି !

ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ ଦେବା ପରେ ଦୁଇ ଦଳର ସଂପର୍କକୁ ନେଇ କଟାକ୍ଷ କରିଛି କଂଗ୍ରେସ । ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ବିଜେଡି-ବିଜେପି ଲିଭ୍-ଇନ୍-ରିଲେସନସିପରେ ଅଛନ୍ତି । ସେମାନଙ୍କ ବୈବାହିକ ସଂପର୍କ...

ରାସନକାର୍ଡଧାରୀଙ୍କୁ ଦୁଇଟି ଲେଖାଁଏ ବ୍ୟାଗ୍ ଦେବେ ସରକାର

ରାସନ କାର୍ଡ ହିତାଧିକାରୀଙ୍କୁ ସରକାର ଏକ ହଜାର ଟଙ୍କା ଲେଖାଁଏ ଦେବା ସହ ଦୁଇଟି ଝୋଟ ବ୍ୟାଗ ଦେବେ । ଆଜି ରାଜ୍ୟ କ୍ୟାବିନେଟରେ ଏହି ପ୍ରସ୍ତାବକୁ ମଂଜୁରୀ ମିଳିଛି । ଉଭୟ ଜାତୀୟ ଓ ରାଜ୍ୟ ଖାଉଟୀ ସୁରକ୍ଷା...

ଦେବାଶୀଷ ଓ ଶୁଭାଶୀଷ ବିଜେଡି ରାଜ୍ୟସଭା ପ୍ରାର୍ଥୀ, ତୃତୀୟ ଆସନରେ କିଏ ?

ନିର୍ବାଚନ ହେବାକୁ ଥିବା ତିନୋଟି ରାଜ୍ୟସଭା ଆସନ ମଧ୍ୟରୁ ଦୁଇଟି ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । କଟକର ପୂର୍ବତନ ବିଧାୟକ ଦେବାଶୀଷ ସାମନ୍ତରାୟ ଏବଂ ପୁରୀର ଯୁବ ବିଜେଡି ନେତା ଶୁଭାଶୀଷ ଖୁଣ୍ଟିଆଙ୍କୁ ଦଳ ରାଜ୍ୟସଭା...

ମୋଦିଙ୍କ ଦମ୍ଭୋକ୍ତି : ବିଜେପିକୁ 370, ଏନଡିଏ 400 ଡେଇଁବ

ଆଜି ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2024 ସାଧାରଣ ନିର୍ବାଚନକୁ ନେଇ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ମୋଦି କହିଛନ୍ତି, ବିଜେପି ଏକାକୀ 370 ଆସନରେ ବିଜୟ ଲାଭ କରିବ । ସେହିପରି ଏନଡିଏର ଆସନ ସଂଖ୍ୟା 400 ଅତିକ୍ରମ...

ଶନିବାର ସମ୍ବଲପୁର ଆସୁଛନ୍ତି ମୋଦି

ଆସନ୍ତାକାଲି ସମ୍ବଲପୁର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଇଆଇଏମ ସମ୍ବଲପୁରର ନୂଆ କ୍ୟାମ୍ପସ ଲୋକାର୍ପଣ ସହ ପ୍ରାୟ 68 ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିବା...
- Advertisement -

Latest article

Dexscreener Guide: Best Dex Scanner Practices 2026

Dexscreener Guide: Best Dex Scanner Practices 2026 Содержание Dexscreener as a Practical Dex Scanner dex screener download: what to expect Why Choose Dexscreener for DEX Trading dexscreener review: charts,...

Dexscreener: The Ultimate DEX Scanner for Crypto Traders

Dexscreener: The Ultimate DEX Scanner for Crypto Traders Содержание Introduction to Dexscreener Key Features of Dexscreener How to Download Dexscreener Comparing Dexscreener with Other DEX Tools Conclusion and Future Insights Dexscreener...

Как использовать кракен в даркнете: пошаговое руководство

Как использовать кракен в даркнете: пошаговое руководство Содержание Что такое кракен и как он работает? Доступ к кракен онион: первый шаг Безопасность при использовании кракен тор Преимущества кракен в...