ପୋଲିସ ବିରୋଧରେ ଥାନାରେ ଏତଲା ଦେଲା ବିଜେପି
ଆନ୍ଦୋଳନରତ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କ ଉପରେ ପୋଲିସର ଅତ୍ୟାଚାର ପ୍ରତିବାଦରେ ଆଜି ରାଜ୍ୟର ବିଭିନ୍ନ ଥାନାରେ ଏତଲା ଦେଇଛି ବିଜେପି । ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ଥାନାରେ ଯୁବମୋର୍ଚ୍ଚା କର୍ମୀମାନେ ଡିଜିପି, ପୋଲିସ କମିଶନର, ଡିସିପିଙ୍କ ବିରୋଧରେ ଏତଲା...
ଉତ୍ତର-ପୂର୍ବ ରାଜ୍ୟରେ ବଦଳୁଛି ରାଜନୀତି ସମୀକରଣ
ଉତ୍ତରପୂର୍ବ ରାଜ୍ୟର ତିନୋଟି ରାଜ୍ୟ ନାଗାଲାଣ୍ଡ, ମେଘାଳୟ ଓ ତ୍ରିପୁରାରେ ବିଧାନସଭା ନିର୍ବାଚନର ଭୋଟ ଗଣତି ଚାଲିଛି । ମିଳିଥିବା ଟ୍ରେଣ୍ଡ ଅନୁଯାୟୀ, ତ୍ରିପୁରା ଓ ନାଗାଲାଣ୍ଡରେ ବିଜେପି ମେଣ୍ଟ ଆଗରେ ରହିଛି ।
60 ଆସନ ବିଶିଷ୍ଟ ନାଗାଲାଣ୍ଡରେ...
ସିବିଆଇ ତଦନ୍ତ ଦାବିରେ ବିଜେପି ଯୁବମୋର୍ଚ୍ଚାର ବିଧାନସଭା ଘେରାଉ
ନବ ଦାସ ହତ୍ୟାକାଣ୍ଡ ମାମଲାର ସିବିଆଇ ତଦନ୍ତ ଦାବିରେ ବିଜେପି ଯୁବମୋର୍ଚ୍ଚା ଆଜି ବିଧାନସଭା ଘେରାଉ କରିଛି । ଦଳୀୟ କାର୍ଯ୍ୟାଳୟରୁ ହଜାର ହଜାର କର୍ମୀ ବିଶାଳ ଶୋଭାଯାତ୍ରାରେ ଆସି ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟରେ...
ସିସୋଦିଆଙ୍କ ଗିରଫକୁ ଆପ୍ ର ବିରୋଧ
ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଆଇ ଗିରଫ କରିବା ଘଟଣାକୁ ଦେଶବ୍ୟାପୀ ବିରୋଧ କରିଛି ଆପ୍ । ଗତକାଲି ସିସୋଦିଆଙ୍କୁ ସିବିଆଇ ଗିରଫ କରିଥିଲା । ଦିଲ୍ଲୀ ସରକାରଙ୍କ ନୂଆ ଅବକାରୀ ନୀତି ସ୍କାମର ତଦନ୍ତ କରୁଛି ସିବିଆଇ ।...
ନବ ଦାସ ହତ୍ୟା ମାମଲାରେ ସୁଶାନ୍ତଙ୍କୁ ତଦନ୍ତଭୁକ୍ତ କରିବାକୁ ଦାବି
ଆଜି ବିଧାନସଭାରେ ପୁଣି ଉଠିଛି ନବ ଦାସଙ୍କ ହତ୍ୟା ପ୍ରସଙ୍ଗ । ଶୂନ୍ୟକାଳରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ପ୍ରସଙ୍ଗ ଉଠାଇବା ସହ ଏହା ଏକ ସୁପରିକଳ୍ପିତ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି କହିଛନ୍ତି । କ୍ରାଇମବ୍ରାଞ୍ଚ ତଦନ୍ତରୁ...
ବିଧାନସଭାରେ ମୁକାବିଲା ପାଇଁ ଛକାପଞ୍ଝା
ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ବଜେଟ ଅଧିବେଶନରେ ସରକାରଙ୍କୁ ଅଡୁଆରେ ପକାଇବା ପାଇଁ ବିରୋଧୀ ବିଜେପି ଓ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ବିଶେଷକରି ମନ୍ତ୍ରୀ ନବ ଦାସଙ୍କୁ ଜଣେ ପୋଲିସ ଅଧିକାରୀ ଗୁଳି...
ଅରୂପଙ୍କ ନାଁରେ ଥାନାରେ ଏତଲା ଦେଲା ବିଜେପି
ବିଜେଡି ନେତା ଅରୂପ ପଟ୍ଟନାୟକଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦେଲା ବିଜେପି । ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ନାଁ ନ ନେଇ ତାଙ୍କୁ ମାରିବା ପାଇଁ ଦଳୀୟ ସଭାରେ ଖୋଲାଖୋଲି ଧମକ ଦେଇଥିଲେ ବିଜେଡି...
ବିରୋଧୀ ଦଳ ନେତାଙ୍କୁ ଧମକ … ମୋ ହାବୁଡରେ ପଡୁ
ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ବିଜେଡି ନେତା ଅରୂପ ପଟ୍ଟନାୟକଙ୍କୁ ଖୋଲା ଧମକ । ଗତକାଲି ସମ୍ବଲପୁରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ବେଳେ ଜୟନାରାୟଣ ମିଶ୍ରଙ୍କର ଜଣେ ମହିଳା ପୋଲିସ ଅଧିକାରୀଙ୍କ ସହ ଉଚ୍ଚବାଚ ହୋଇଥିଲା । ଜୟନାରାୟଣ...
କଂଗ୍ରେସରେ ଯୋଗଦେଲେ ପ୍ୟାରୀଙ୍କ ଝିଅ
କଂଗ୍ରେସରେ ଯୋଗଦେଲେ ସ୍ୱର୍ଗତ ପୂର୍ବତନ ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କ ଝିଅ ସିକ୍ତା ପତି । ସିକ୍ତା କହିଛନ୍ତି ଯେ, ମୋତେ ଗୋଟେ ଜାତୀୟ ଦଳରେ ଅଂଶ ହେବା ପାଇଁ ସୁଯୋଗ ମିଳିଛି । ରାହୁଲ ଗାନ୍ଧୀଙ୍କର ଭାରତ ଯୋଡ ଯାତ୍ରାରେ...
ଜୟନାରାୟଣଙ୍କ ଚାପୁଡା ମାଡ
ଧନୁପାଲି ମହିଳା ଆଇଆଇସିଙ୍କୁ ଚାପୁଡା ମାରିବା ଘଟଣାରେ ହେବ କି କାର୍ଯ୍ୟାନୁଷ୍ଠାନ । ଜୟନାରାୟଣ ମିଶ୍ରଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି । ଧନୁପାଲି ମହିଳା ଆଇଆଇସିଙ୍କୁ ଜୟନାରାୟଣ ମିଶ୍ରଙ୍କ ଆକ୍ରମଣ ଘଟଣାରେ ପୋଲିସର ତଦନ୍ତ ଜାରି ରହିଛି...


















