ନବୀନଙ୍କ ଥ୍ରୀ-ଟି ମନ୍ତ୍ର
ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ଓପିଟିସିଏଲର ନବ ନିଯୁକ୍ତ ଇଞ୍ଜିନିୟରଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି. ତେବେ ଏହି ଅବସରରେ ନବୀନ, ନୂତନ...
ବିଧାୟକଙ୍କ କ୍ୱାର୍ଟର୍ସରେ ଚୁଡି ବାନ୍ଧିଲେ
ପିପିଲି ପୀଡ଼ିତାକୁ ନ୍ୟାୟ ଦେବା ପାଇଁ ସଂଗ୍ରାମ ଜାରି ରଖିଛି ବିଜେପି ମହିଳା ମୋର୍ଚ୍ଚା । ନବୀନ ନିବାସ ଯିବାକୁ ବିଫଳ ହେବା ପରେ ମଧ୍ୟ ବିଜେଡ଼ି ବିଧାୟକଙ୍କୁ ଘେରିବାକୁ ଅଟକାଇ ପାରି ନାହିଁ ପୋଲିସ । ଆଜି ବିଜେଡ଼ି...
ହ୍ୱାଟସ ଆପରେ ଛାଡପତ୍ରକୁ କୋର୍ଟଙ୍କ ମଞ୍ଜୁରୀ
ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟସ ଆପ୍ ଜରିଆରେ ସମସ୍ତେ ଚାଟିଂ, ଭିଡିଓ କଲିଂ ଓ ଭଏସ କଲିଂ କରୁଥିବା ଆପଣ ନିହାତି ଭାବେ ଜାଣିଥିବେ. ମାତ୍ର ହ୍ୱାଟସ ଆପ୍ ମାଧ୍ୟମରେ କୋର୍ଟ ଛାଡପତ୍ର ମଞ୍ଜୁରୀ ଦେବା ଆପଣ କେବେ ଶୁଣିଛନ୍ତି...
ହାତ ଛାଡିଲେ ଯୋଗେଶ
ଗତକାଲି ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବା ଅଭିଯୋଗରେ କଂଗ୍ରେସରୁ ସସପେଣ୍ଡ ହୋଇଥିବା ସୁନ୍ଦରଗଡ ବିଧାୟକ ଯୋଗେଶ ସିଂ ଶୁକ୍ରବାର ଇସ୍ତଫା ଦେଇଛନ୍ତି । ସେ ଉୟଭ ଦଳ ଓ ବିଧାୟକ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି । ସେ ତାଙ୍କର...
କନ୍ଧମାଳ ପରେ ଯାଜପୁରରେ ଲଜ୍ଜା
କନ୍ଧମାଳରେ ଗୋଟିଏ ସେବାଶ୍ରମରେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଏକ ଶିଶୁକୁ ଜନ୍ମଦେବା ଘଟଣାର ଚର୍ଚ୍ଚା ନଥମୁଣୁ ଯାଜପୁର ଜିଲ୍ଲା ଦାନଗଦି ଅଞ୍ଚଳରେ ଆଉ ଜଣେ 14 ବର୍ଷର ନାବାଳିକା ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛି. ମିଳିଥିବା ସୂଚନା ଅନୁସାରେ, ରେଲୱେରେ...
ଜିଲ୍ଲାକୁ ଗଡିବ ରାଜଧାନୀ ଏକ୍ସପ୍ରେସ୍
ରାଜଧାନୀରୁ ବିଭିନ୍ନ ଜିଲ୍ଲାକୁ ଗଡିବ ରାଜଧାନୀ ଏକ୍ସପ୍ରେସ ବସ୍ . ଓଡିଶା ରାଜ୍ୟ ସଡକ ପରିବହନ ନିଗମ ଦ୍ୱାରା ରାଜ୍ୟବାସୀଙ୍କ ପାଇଁ ଏହି ସେବା ଆରମ୍ଭ କରାଯାଇଛି . ଶୁକ୍ରବାର ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ. ଭୁବନେଶ୍ୱରରୁ...
ନକଲି ମସଲା ପ୍ରସ୍ତୁତ କାରଖାନା ଠାବ
କୋରାପୁଟ ଜିଲ୍ଲା ଜୟପୁର ସହରରେ ଏକ ନକଲି ମସଲା ପ୍ରସ୍ତୁତ କାରଖାନା ଠାବ କରାଯାଇଛି. ସେଠାରେ ନକଲି ମସଲା ପ୍ରସ୍ତୁତ କରାଯାଉଥିବା ଜୟପୁର ପୋଲିସକୁ ସୂଚନା ମିଳିଥିଲା. ପରେ ଗୁରୁବାର ବିଳମ୍ବିତ ରାତିରେ ଜୟପୁର ପୋଲିସ ସେଠାରେ ଚଢଉ କରି...
ମା’ ମାଣିକେଶ୍ୱରୀ ମନ୍ଦିରରୁ ଚୋରି
ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଖେଦପଡା ନିକଟରେ ଥିବା ମା’ ମାଣିକେଶ୍ୱରୀ ମନ୍ଦିରରୁ ଚୋରି ହୋଇଛି. ତେବେ ଗୁରୁବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଆସି ମନ୍ଦିର ଗ୍ରୀଲ ଭାଙ୍ଗି ଅଷ୍ଟଧାତୁରେ ନିର୍ମିତ ଏକ ଅଢେଇ ଫୁଟର ମୂର୍ତ୍ତି ଚୋରି...
ପରଦାରେ ‘ହ୍ୱାଏ ଚିଟ୍ ଇଣ୍ଡିଆ’
ଫିଲ୍ମ ଫ୍ରାଇଡେରେ ବଡ ପରଦାରେ ମୁକ୍ତିଲାଭ କରିଛି ଇମରାନ ହାଶମୀଙ୍କ ଫିଲ୍ମ ‘ହ୍ୱାଏ ଚିଟ୍ ଇଣ୍ଡିଆ’. ଭାରତୀୟ ଏଜୁକେଶନ ସିଷ୍ଟମ ଉପରେ ଆଧାରିତ ଏହି ଫିଲ୍ମରେ ଇମରାନ ହାଶମୀ ନିଜର ସିରିୟଲ କିସର ଇମେଜକୁ ବଦଳାଇ ଫିଲ୍ମରେ ଏକ ଜବରଦସ୍ତ...
‘ଭାରତ’ର ପ୍ରଥମ ଝଲକ
ସଲମାନ ଖାନ ଅଭିନୀତ ଫିଲ୍ମ ‘ଭାରତ’ର ଟିଜର ବହୁତ ଜଲଦି ରିଲିଜ ହେବାକୁ ଯାଉଛି. ମାତ୍ର ତା ପୂର୍ବରୁ ଏହି ଫିଲ୍ମର ପ୍ରଥମ ଝଲକ ଦର୍ଶକଙ୍କ ସାମ୍ନାକୁ ଆସିଛି. ଫିଲ୍ମ ପ୍ରଯୋଜକ ଅତୁଲ ଅଗ୍ନିହୋତ୍ରୀ ନିଜ ଟ୍ୱିଟର ଆକାଉଣ୍ଟରେ ଏହି...







