ଆଲୋକ ବର୍ମାଙ୍କ ପରେ ସିବିଆଇରୁ ବିଦା ହେଲେ ଏହି ଅଧିକାରୀ
ସିବିଆଇ ନିର୍ଦ୍ଦେଶକ ପଦରୁ ଆଲୋକ ବର୍ମାଙ୍କ ଇସ୍ତଫା ପରେ ଏବେ ସ୍ପେଶାଲ ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ ମଧ୍ୟ ସିବିଆଇରୁ ବିଦା ହେବାକୁ ପଡିଛି. ତେବେ ଅସ୍ଥାନାଙ୍କ ସହ ଜଏଣ୍ଟ ଡାଇରେକ୍ଟର ଏକେ ଶର୍ମା, ଡିଆଇଜି ଏମକେ ସିହ୍ନା ଏବଂ ଏସପି...
ଟାର୍ଗେଟ ପୂରା ନ କଲେ ମିଳେ ଏହି ଦଣ୍ଡ
କୌଣସି କମ୍ପାନୀରେ ଯଦି ଆପଣ କାମ କରୁଛନ୍ତି ଆଉ ଟାର୍ଗେଟ ପୂରା କରିପାରୁନାହାନ୍ତି, ତାହେଲେ ଆପଣ ସାଧାରଣଭାବେ କଣ ଭାବିବେ. ଆପଣ ଭାବିବେ ଯେ, ହୁଏତ ମାସିକ ଦରମାରୁ କିଛି ଟଙ୍କା କଟିବ, ନହେଲେ ପଦୋନ୍ନତି ହେବ ନାହିଁ. ମାତ୍ର...
ରାହୁଲଙ୍କ ଗସ୍ତ ପୂର୍ବରୁ ବିସ୍ଫୋରଣ
ଝାରସୁଗୁଡା ବିଧାୟକ ନବ ଦାସଙ୍କ ରାସ୍ତାରେ ଯିବା ପୂର୍ବରୁ ସୁନ୍ଦରଗଡ ବିଧାୟକ ଯୋଗେଶ ସିଂଙ୍କୁ ପିସିସି ଶୃଙ୍ଖଳା କମିଟି ଦଳରୁ ସସପେଣ୍ଡ୍ କରିଛି. ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକ୍ରମରେ ରହିବେ ନାହିଁ ବୋଲି ପୂର୍ବରୁ ଯୋଗେଶ ରୋକଠୋକ୍ କହିଦେଇଥିଲେ. ସେ ତାଙ୍କ...
୨ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ପାଗଳର ଆକ୍ରମଣରେ ୨ ଜଣ ଲୋକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନଙ୍କ ଘୋଷଣା ଅନୁସାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ମିଳିବ। ଆକ୍ରମଣ ଘଟଣାରେ...
ଗାତରୁ ବାହାରୁଛି ଧୂଆଁ !
ଗାତରୁ ବାହାରୁଛି ଧୂଆଁ । ଏଭଳି ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ କରଞ୍ଜମାଳ ଗାଁରେ। ବିଦ୍ୟୁତ୍ ଆର୍ଥିଂ ଖୁଣ୍ଟ ପୋତିବା ପାଇଁ ଗାତ ଖୋଳା ଯାଉଥିଲା । ପ୍ରାୟ ୫/୬ ଫୁଟ୍ ଖୋଳିବା...
କୁମ୍ଭମେଳାରେ ଜଳ ଅର୍ପଣ କଲେ ରାଷ୍ଟପ୍ରତି
ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ବିଶ୍ୱ ପ୍ରସିଦ୍ଧ କୁମ୍ଭମେଳାରେ ଗୁରୁବାର ଜଳ ଅର୍ପଣ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଗଙ୍ଗା ନଦୀ କୂଳରେ ରାଷ୍ଟ୍ରପତିଙ୍କ ସହ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ରାଜ୍ୟପାଳ ରାମ ନାଏକ...
ରୂପେଲି ପରଦାର ଶ୍ୱେତା ଏବେ ମାତା ମାହେଶ୍ୱରୀ
ଶେଷନାଗ ଉପରେ ବିରାଜିଛନ୍ତି ବାବା । ଆଉ ପଦ୍ମ ଫୁଲର ପାଖୁଡା ଉପରେ ମାତା । ଦେହରେ ପାଟବସ୍ତ୍ର, ବେକରେ ଫୁଲମାଳ । ପାଦତଳେ ପୂଜା କରୁଛନ୍ତି ଭକ୍ତ । ଚାରିଆଡେ ଜୟ ଜୟକାର । ଯଜ୍ଞ ସ୍ଥଳରେ ଲାଗିଛି...
ଧାନ ପାଇଁ ଧସ୍ତାଧସ୍ତି
ଧାନ ମଣ୍ଡି ସମସ୍ୟା ସହ ଏମଏସପିରେ ଅବ୍ୟବସ୍ଥାକୁ ନେଇ ସଚିବାଳୟ ଭିତରେ ପଶିବାକୁ ଉଦ୍ୟମ କରିଛି ବିଜେପି କୃଷକ ମୋର୍ଚ୍ଚା । ସଚିବାଳୟ ଗେଟ ସାମ୍ନାରେ ପୋଲିସ ଅଟକାଇବାରୁ ସୁରକ୍ଷା କର୍ମୀଙ୍କ ସହ ଧସ୍ତାଧସ୍ତି ମଧ୍ୟ ହୋଇଛି । ଏହା...
ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ
ପରକୀୟା ପ୍ରୀତିକୁ ନେଇ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଏମ୍ପିଭି-୪ ଗାଁର ଏହି ଘଟଣା । ମୃତକଙ୍କ ନାଁ ନିରଞ୍ଜନ ସର୍ଦ୍ଦାର । ଭେଜିଙ୍ଗିଗୁଆ ଯାତ୍ରା ଦେଖି ଫେରୁଥିବା ବେଳେ ନିରଂଜନଙ୍କୁ ସମୀର...
ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା
ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା । ସମସ୍ତ ଦାବୀ ପୂରଣ ହୋଇଥିବାରୁ ନବୀନ ନିବାସରେ ହଜାର ହଜାର ଅଙ୍ଗନୱାଡି କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି । ଏକ ବିରାଟ ପଟୁଆରରେ ଯାଇ ନବୀନଙ୍କୁ ଭେଟିଥିଲେ...







