ଅଟୋରେ ଗଲେ ଶିଳ୍ପା
ବଲିଉଡ ଅଭିନେତ୍ରୀ ଶିଳ୍ପା ସେଠୀଙ୍କୁ ସାଧାରଣଭାବେ ଫିଟନେସ୍ ଏବଂ ନିଜର କିଛି ଅଜବଗଜବ ଭିଡିଓ ପାଇଁ ଜଣାଯାଏ. ବର୍ତ୍ତମାନ ଶିଳ୍ପା ନିଜର ଜଣେ ବନ୍ଧୁଙ୍କ ସହ ମୁମ୍ବାଇରେ ଗୋଟିଏ ଅଟୋରେ ବୁଲୁଥିବା ନଜର ଆସିଛନ୍ତି. ତେବେ ଖାସ୍ କଥା ହେଲା...
କେତେ ବର୍ଷ ଆପଣ ବଞ୍ଚିବେ, ଜାଣିବେ କିପରି ?
ଆଜିକାଲି ସୋସିଆଲ ନେଟୱାର୍କିଂ ସାଇଟରେ ବିଭିନ୍ନ ପ୍ରକାର ଆପ୍ ଉପଲବ୍ଧ ହେଲାଣି, ଯାହା ମାଧ୍ୟମରେ ସବୁ କିଛି ଜାଣି ହେଉଛି. ସେ ସତ ହେଉ କି ମିଛ, ସମସ୍ତେ ତାକୁ ବ୍ୟବହାର କରୁଛନ୍ତି ଆଉ ତାର ମଜା ମଧ୍ୟ ନେଉଛନ୍ତି....
‘ଜନ୍ ୱିକ୍ ଚାପ୍ଟର-3 ପାରାବେଲମ’ର ଟ୍ରେଲର ରିଲିଜ
ହଲିଉଡ ଅଭିନେତା କିୟାନୁ ରୀଭିସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜନ୍ ୱିକ୍ ଚାପ୍ଟର-3 ପାରାବେଲମ’ର ଟ୍ରେଲର ରିଲିଜ ହୋଇଛି. ଏହି ଫିଲ୍ମକୁ ନିର୍ମାଣ କରିଛନ୍ତି ଚାଡ୍ ଷ୍ଟେଲହସ୍କି. ରିଲିଜ ହେବା କ୍ଷଣି ସମସ୍ତେ ଏହି ଟ୍ରେଲର ଦେଖିସାରିଲେଣି. ତେବେ ଏହି...
‘ଯଦି ଏସଡିଏମ ହେବାକୁ ଅଛି ବିଜେପିକୁ ଜିତାଅ’
‘ଯଦି ଏସଡିଏମ ହେବାକୁ ଅଛି, ତାହେଲେ ବିଜେପିକୁ ଜିତାଅ’. ଏଭଳି କଥା ଜଣେ ଜୁନିୟର ମହିଳା ଅଧିକାରୀଙ୍କୁ କହିଛନ୍ତି କଲେକ୍ଟର ଅନୁଭା ଶ୍ରୀବାସ୍ତବ. ବର୍ତ୍ତମାନ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି. ତେବେ ଖବର ଅନୁସାରେ, ଜଣେ କଲେକ୍ଟର...
ପାଇଲଟ ମଧ୍ୟ ବନିପାରିବେ ମହାକାଶ ଯାତ୍ରୀ
ଭାରତୀୟ ଅନ୍ତରୀକ୍ଷ ଅନସନ୍ଧାନ ସଂଗଠନର ବୈଜ୍ଞାନିକମାନେ ଶୁକ୍ରବାର ଏକ ଶୁଭ ସଂକେତ ଦେଇଛନ୍ତି. ଦେଶର ପ୍ରଥମ ମାନବଯୁକ୍ତ ଅନ୍ତରୀକ୍ଷ ମିଶନ ‘ଗଗନଯାନ’ ରେ ଯାତ୍ରା କରୁଥିବା ମହାକାଶଯାତ୍ରୀ ପାଇଲଟ ମଧ୍ୟ ହୋଇପାରିବେ. ‘ଉଡାଣରେ ଯେଉଁ ବ୍ୟକ୍ତିଙ୍କ ପାଖରେ ଯଥେଷ୍ଟ ଅନୁଭୂତି...
ଚହଲ-ଧୋନୀ-କେଦାରଙ୍କ କମାଲ
ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡଠାରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ୩ୟ ତଥା ନିର୍ଣ୍ଣାୟକ ଏକଦିବସୀୟ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୭ ଓ୍ଵିକେଟରେ ପରାସ୍ତ କରି ସିରିଜ କବଜା କରିଛି । ମହେନ୍ଦ୍ର ସିଂ ଧୋନି ଅପରାଜିତ ୮୭ ରନର ଏକ ମ୍ୟାଚ ବିଜୟୀ...
‘YONO 20 Under Twenty’ରେ ଓଡିଆ ଝିଅ
ଭାରତର 60 ଜଣ ୟଙ୍ଗ ଆଚିଭରଙ୍କ ମଧ୍ୟରେ ନିଜ ସ୍ଥାନ ଅକ୍ତିଆର କରିଛନ୍ତି ଓଡିଆ ଝିଅ ତେଜସ୍ୱିନୀ ପ୍ରିୟଦର୍ଶିନୀ. ଭାରତର ସବୁଠୁ ବଡ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ, ‘YONO 20 Under Twenty’ ର ବିଭିନ୍ନ...
ବାଲିଗୁଡାରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ
କନ୍ଧମାଳ ଜିଲ୍ଲାର ସମସ୍ତ ପଞ୍ଚାୟତ ସ୍ତରରେ ପିଠା କାର୍ଯ୍ୟକ୍ରମ ସରିବା ପରେ ବର୍ତ୍ତମାନ ବିଜ୍ଞାପିତ ଅଞ୍ଚଳ ବାଲିଗୁଡାରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଏନଏସି ଚେୟାରମ୍ୟାନ ଶ୍ରୀମତୀ ମମତା ବେହେରା. ତେବେ ମମତାଙ୍କ ସମେତ...
ନିଆଁରେ ପୋଡିହୋଇ ଗର୍ଭବତୀ ମହିଳା ଗୁରୁତର
ବାଲଲେଶ୍ୱର ଜିଲ୍ଲା ନୀଳଗିରି ଥାନା ସଜନାଗଡ ନୂଆସାହି ଗାଁରେ ଘଟିଛି ଏକ ଅଘଟଣ. କୌଶଲ୍ୟା ମରିଡିଆ ନାମକ ଜଣେ ଗର୍ଭବତୀ ମହିଳା ଚୁଲିରେ ସେକି ହେଉଥିବା ବେଳେ ଘୋଡି ହୋଇଥିବା ଚାଦରରେ ନିଆଁ ଲାଗିଯାଇଥିଲା. ଫଳରେ ସେ ଅଧା ପୋଡି...
ଓଡିଶାର 4 ପିଲାଙ୍କୁ ଜାତୀୟ ସାହସିକତା ପୁରସ୍କାର
ନ୍ୟାସନାଲ ଆୱାର୍ଡ୍ସ ଫର୍ ବ୍ରେଭେରୀ ଫର୍ ଚିଲଡ୍ରେନ କିମ୍ବା ଜାତୀୟ ସାହସିକତା ପୁରସ୍କାର 2018 ଶୁକ୍ରବାର ଘୋଷଣା କରାଯାଇଛି. ତେବେ ସବୁଠୁ ଗର୍ବର କଥା ହେଲା ଯେ, ଏହି ପୁରସ୍କାର ପାଇବା ପାଇଁ କେବଳ ଓଡିଶାରୁ 4 ଜଣ ପିଲା...







