ତିନିଦିନିଆ ଆଇପିଏସ ସମ୍ମିଳନୀ
ଗୁରୁବାରଠାରୁ ରାଜଧାନୀର ପୋଲିସ ଭବନରେ ଆଇପିଏସ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ୬୧ତମ ଆଇପିଏସ ସମ୍ମିଳନୀ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଗୁରୁବାର ଆରମ୍ଭ ହୋଇଥିବା ସମ୍ମିଳନୀକୁ ପୋଲିସ ମହାନିଦେ୍ର୍ଦଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ଉଦଘାଟନ କରିଛନ୍ତି ।...
ନାବାଳିକା ଛାତ୍ରୀ ମା’ ହେବା ଘଟଣାକୁ ନେଇ ପ୍ରତିବାଦ
ଆଜି କନ୍ଧମାଳରେ ୧୨ ଘଂଟିଆ ବନ୍ଦ ଡାକରା ଦିଆଯାଇଛି । ଦାରିଙ୍ଗବାଡି ସେବାଶ୍ରମରେ ନାବାଳିକା ମାତୃତ୍ୱ ଘଟଣାରେ କ୍ଷତିପୂରଣ ଦାବି ସହ ବିଦ୍ୟାଳୟର ଏଏନଏମଙ୍କୁ ଗିରଫ ଓ ଅନ୍ୟ ଅଧିକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଦାବିରେ ଦାବିରେ କନ୍ଧମାଳ ସୁରକ୍ଷା...
ଏବିଭିପିର ବିକ୍ଷୋଭ
ଓଟିଇଟି ପ୍ରଶ୍ନପତ୍ର ଲିକକୁ ନେଇ ଏବିଭିବି ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ଶିକ୍ଷାମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ଘର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବାରମ୍ବାର ପ୍ରଶ୍ନପତ୍ର ଲିକ ହୋଇଥିଲେ ମଧ୍ୟ ସରକାର ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି...
ଆଉ ଭଲ ଲାଗୁନି କଂଗ୍ରେସ
ଝାରସୁଗୁଡା ବିଧାୟକ ନବ ଦାସ କଂଗ୍ରେସରୁ ଇସ୍ତଫା ଦେବା ପରେ ପିସିସି ମୁଖିଆଙ୍କ ପ୍ରତିକ୍ରିୟା ଥିଲା, କଷ୍ଟକର ହେଲେ ବି ଭଲ. ଏମିତି ଦଳ ଭିତରେ ରହି ଆଗପଛ ହେବା ଅପେକ୍ଷା ଦଳ ଛାଡି ଚାଲିଯିବାଟା ଭଲ. ମାତ୍ର ଯେତେବେଳେ...
ନ୍ୟାୟ ନ ମିଳିଲେ ଆତ୍ମାହୁତି !
ବିଜେପିରେ କୁହୁଳୁଛି ଅସନ୍ତୋଷ . ଦଳର ତଥାକଥିତ ସୁପ୍ରିମୋ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସିଧାସଳଖ ବିରୋଧ. ଦଳ ଭିତରେ ବିଶୃଙ୍ଖଳା ବଢିଗଲାଣି ଏବଂ ଦଳ ଭିତରେ ଶୃଙ୍ଖଳା ଆଣିବା ପାଇଁ ବିଜେପି ରାଜ୍ୟ କାର୍ୟ୍ୟାଳୟ ଆଗରେ ଧାରଣା ଓ ଅନଶନରେ...
‘କାଳିଆ’ ପାଇଁ ଆବେଦନ କଲେଣି ୬୦ ଲକ୍ଷ
'କାଳିଆ' ପ୍ରତି ଲୋକଙ୍କ ଆକର୍ଷଣ ବଢିବାରେ ଲାଗିଛି. ଚାଷୀଙ୍କ ପାଇଁ ଆରମ୍ଭ ହୋଇଥିବା କାଳିଆ ଯୋଜନାରେ ସାମିଲ ହେବା ପାଇଁ ଲକ୍ଷ ଲକ୍ଷ ଲୋକ ଫର୍ମ ପକାଇବାରେ ଲାଗିଛନ୍ତି. ପ୍ରଥମ ପର୍ଯ୍ୟାୟ ଫର୍ମ ପୂରଣ କରିବାର ଶେଷ ତାରିଖ ଜାନୁୟାରୀ...
ଅଟୋ ଚାଳକଙ୍କ ଝିଅ ହେଲେ ସିଭିଲ ଜଜ୍
ଜବଲପୁରରେ ସାମାନ୍ୟ ଜଣେ ଅଟୋ ଚାଳକଙ୍କ ଝିଅ ସିଭିଲ ଜଜ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି. ଅଟୋ ଚାଳକ ଚନ୍ଦୁଆଲ ଚୌହାନଙ୍କ ଝିଅ ପୂର୍ତ୍ତି ତିୱାରୀ 327 ନମ୍ବର ରଖିଥିବା ବେଳେ ଆଉ ଜଣେ...
କଂଗ୍ରେସରୁୂ ଇସ୍ତଫା ଦେଲେ ନବ ଦାସ
ରାହୁଲଙ୍କ ଓଡ଼ିଶା ଗସ୍ତ ପୂର୍ବରୁ କଂଗ୍ରେସକୁ ଲାଗିଛି ବଡ ଝଟକା । କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଝାରସୁଗୁଡା ବିଧାୟକ ନବ ଦାସ । ପିସିସି କାର୍ଯ୍ୟକାରୀ ସଭାପତି, ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । ରାହୁଲ ଗାନ୍ଧୀଙ୍କ...
ହ୍ୱାଟସ ଆପ ସୁରକ୍ଷା ପାଇଁ ନୂଆ ଫିଚର
ଦୁନିଆରେ ସବୁଠୁ ବେଶି ବ୍ୟବହାର କରୁଥିବା ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟସ ଆପ୍ ର ସୁରକ୍ଷା ପାଇଁ ଏବେ ଏକ ନୂଆ ଫିଚର ଯୋଡି ହୋଇଛି. ଏହା ବର୍ତ୍ତମାନ ଆଣ୍ଡ୍ରଏଡ ଡିଭାଇସ ପାଇଁ ଥିବା ବେଳେ ବିଟା ଭର୍ସନରେ ଅଛି....
ଜାଳିଦେଲେ ଯାତ୍ରୀବାହୀ ବସ
ମାଲକାନଗିରି ସୀମାନ୍ତ ଦନ୍ତେୱାଡାରେ ମାଓବାଦୀଙ୍କ ଉନ୍ମତ କାଣ୍ଡ । ଦନ୍ତଓ୍ବୋଡ଼ା ଜିଲା କସେଲି ନିକଟରେ ଏକ ଯାତ୍ରୀବାହୀ ଘରୋଇ ବସ୍କୁ ମାଓବାଦୀମାନେ ପୋଡିଦେଇଛନ୍ତି। ବୁଧବାର ସକାଳେ ମାଓବାଦୀମାନେ ଏହି କାଣ୍ଡ ଘଟାଇଛନ୍ତି। ବସଟି ଦନ୍ତଓ୍ବୋଡ଼ା ଯିବା ସମୟରେ ୧୫ ରୁ...







