ମୋହର ମାରିଲେ ରାଷ୍ଟ୍ରପତି
ସାଧାରଣ ବର୍ଗର ଆର୍ଥିକ ଅନଗ୍ରସର ପିଲାଙ୍କ ପାଇଁ ଉଚ୍ଚଶିକ୍ଷା ଓ ନିଯୁତ୍ତି କ୍ଷେତ୍ରରେ ଦଶ ପ୍ରତିଶତ ସଂରକ୍ଷଣ ବିଲ୍ ଆଇନରେ ପରିଣତ ହୋଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ବିଲରେ ମୋହର ମାରିବା ପରେ ଏହା ଆଇନରେ ରୁପାନ୍ତରିତ...
ବଢିଲା ଅଙ୍ଗନୱାଡି କର୍ମୀଙ୍କ ଦରମା
୪୮ ଦିନ ଧାରଣା ପରେ ଗୁହାରି ଶୁଣିଲେ ସରକାର । ଅଙ୍ଗନବାଡି କର୍ମୀଙ୍କ ଦରମା ୬ ହଜାର ଟଙ୍କାରୁ ୭୫୦୦ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୬ ହଜାରରୁ ୭୫୦୦ ଟଙ୍କା ବୃଦ୍ଧି...
ରୋଗୀ ବେଶରେ ଡାକ୍ତରଙ୍କ ଘରୁ ଚୋରି
ନବରଙ୍ଗପୁର ଇନ୍ଦ୍ରାବତୀ ସହରରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା. କିଛି ଡକାୟତ ରୋଗୀ ବେଶରେ ଆସି ଜଣେ ଡାକ୍ତରଙ୍କ ଘରୁ କଳାକନା ବୁଲାଇ ଦେଇଛନ୍ତି. ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ 11.30 ସମୟରେ କିଛି...
ଭୁବନେଶ୍ୱରରେ ହେବ ରାହୁଲଙ୍କ ସଭା
କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଜାନୁୟାରୀ 25 ତାରିଖରେ ଓଡିଶା ଗସ୍ତ କରୁଛନ୍ତି. ତେବେ ପୂର୍ବରୁ ରାହୁଲଙ୍କ ଗସ୍ତ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଥିଲେ ଏବଂ ତାଙ୍କର ସଭା କଟକରେ ହେବ ବୋଲି ସୂଚନା ମିଳିଥିଲା....
ଭୟଭୀତ ଅଞ୍ଚଳବାସୀ
ରାୟଗଡା ଜିଲ୍ଲାର ଆନ୍ଧ୍ର ସୀମାନ୍ତ ଅନିଜା ଅଞ୍ଚଳରେ ହାତୀ ଉପଦ୍ରବ । ପାଞ୍ଚ ଦିନ ଧରି ଆନ୍ଧ୍ରରୁ ହାତୀପଲ ଆସି ତିନୋଟି ଗ୍ରାମର ଚାଷିଙ୍କ ଫସଲ ନଷ୍ଟ କରିଦେଇଛନ୍ତି । କିଛି ଲୋକଙ୍କ ଘର ଭାଙ୍ଗି ଦେଇଥିବାବେଳେ ଆସବାବ ପତ୍ର...
ଏକାଠି ହେଲେ ମାୟାବତୀ-ଅଖିଳେଶ
ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି (ଏସପି) ଓ ବହୁଜନ ସମାଜ ପାର୍ଟି (ବିଏସପି) ମଧ୍ୟରେ ମେଣ୍ଟ ହୋଇଛି । ୨୦୧୯ ଲୋକସଭା ନିର୍ବାଚନରେ କେନ୍ଦ୍ରରୁ ବିଜେପି ସରକାରକୁ ହଟାଇବା ପାଇଁ ଏହି ମେଣ୍ଟ ହୋଇଛି । ତେବେ ମେଣ୍ଟରେ କଂଗ୍ରେସକୁ ସାମିଲ...
ଆଦିବାସୀ ବାଦ୍ୟରେ ଦୁଲୁକିଲା ମଣ୍ଡପ
ମାଲକାନଗିରି ଜିଲ୍ଲାର ପ୍ରସିଦ୍ଧ ମାଲ୍ୟବନ୍ତ ମହୋତ୍ସବ ଉଦଘାଟିତ ହୋଇଛି । ଏହି ଅବସରରେ ମାଲକାନଗିରିର ଜଗନ୍ନାଥ ମନ୍ଦିର ଠାରୁ କଳଶ ଯାତ୍ରା ଆରମ୍ଭ ହୋଇ ଦଣ୍ଡକାରଣ୍ୟ ପଡିଆ ନିକଟ ମଣ୍ଡପକୁ ଆସିବା ପରେ ମହୋତ୍ସବ ଉଦଘାଟିତ ହୋଇଥିଲା । ଏହି...
ସ୍ୱାମୀ ବିବେକାନନ୍ଦ କହିଥିବା କିଛି ଗୁରୁତ୍ୱପୂର୍ଣ୍ଣ କଥା
ଶନିବାର ହେଉଛି ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ. ଆଉ ଏହି ଦିନଟି ଆସିଲେ ସବୁବେଳେ ସେ କହିଥିବା କଥାଗୁଡିକ ମନେପଡିଯାଏ. ସ୍ୱାମୀ ବିବେକାନନ୍ଦ ସଂପୂର୍ଣ୍ଣରୂପେ ଆଧ୍ୟାତ୍ମିକ ରୂପେ ବଞ୍ଚିବାକୁ ପସନ୍ଦ କରୁଥିଲେ. ତେବେ ଆସନ୍ତୁ ଜାଣିବା ସେ କେଉଁ ସୂତ୍ରରେ ନିଜ...
୨୬ ସୁଦ୍ଧା ମିଳିବ କାଳିଆ ଟଙ୍କା
ଜାନୁଆରୀ ୨୬ ସୁଧା କାଳିଆ ହିତାଧିକାରୀଙ୍କୁ ମିଳିବ ଟଙ୍କା । ସେମାନଙ୍କ ବ୍ୟାଙ୍କ ଆକାଉଂଟରେ ସିଧାସଳଖ ଭାବେ ଅର୍ଥରାଶି ଜମା ହୋଇଯିବ । ଆଜି ଏନେଇ ସୂଚନା ଦେଇଛନ୍ତି ସମବାୟ ଏବଂ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ...
ଇସ୍ତଫା ଦେଲେ ଅଶୋକ ଚାୱଲା
ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ଚେୟାରମ୍ୟାନ ଅଶୋକ ଚାୱଲା ନିଜ ପଦରୁ ଇସ୍ତଫା ଦେଇଛନ୍ତି. ଏୟାରସେଲ-ମ୍ୟାକ୍ସିସ ମାମଲାରେ ଅଶୋକଙ୍କ ବିରୋଧରେ ମାମଲାର ଶୁଣାଣି ପାଇଁ ସିବିଆଇକୁ କେନ୍ଦ୍ର ତରଫରୁ ଅନୁମତି ମିଳିବାର କିଛି ଘଣ୍ଟା ପରେ ସେ ଇସ୍ତଫା ଦେଇଛନ୍ତି. ବର୍ତ୍ତମାନ...







