ଇଣ୍ଡୋନେସିଆରେ ଭୂକମ୍ପ ଓ ସୁନାମିର ତାଣ୍ଡବ: 832 ଛୁଇଁଲା ମୃତ୍ୟୁ ସଂଖ୍ୟା
ଶୁକ୍ରବାର ଇଣ୍ଡୋନେସିଆରେ ସୁଲାେଓସି ଦ୍ୱୀପରେ ଅନୁଭୂତ ଶକ୍ତିଶାଳୀ ଭୂକମ୍ପ ଓ ସୁନାମୀ ପରେ ରବିବାର ଦିନ ଏହାର ମୃତ୍ୟୁସଂଖ୍ୟା 832 ଅତିକ୍ରମ କରିଥିବା, ବିପର୍ଯ୍ୟୟ ପରିଚାଳନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । 7.5 ତୀବ୍ରତାର ଭୂକମ୍ପରେ ଶତାଧିକ ଘରବାଡି...
ପ୍ରମୁଖ ପ୍ଲାଷ୍ଟିକ୍ ଉପକରଣ ଉପରେ ଲାଗୁହେବ କଟକଣା
ସାରା ଦେଶକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଯୋଜନା କରାଯାଉଥିବା ବେଳେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ପ୍ରମୁଖ ପ୍ଲାଷ୍ଟିକ ଉପକରଣକୁ ସମାପ୍ତ କରିବା ପାଇଁ ସମଗ୍ର ଦେଶରେ ଗୋଟିଏ ନିୟମ ଲାଗୁ କରିବାକୁ ବିଚାର କରୁଛନ୍ତି. ମନ୍ତ୍ରଣାଳୟ ପ୍ରସ୍ତୁତ କରିଥିବା...
ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ନବୀନ ?
ଓଡିଶାରେ ଆଗକୁ ହେବାକୁ ଥିବା ବିଧାନସଭା ନିର୍ବାଚନରେ ପ୍ରାୟ 59 ପ୍ରତିଶତ ଲୋକ ପୁଣିଥରେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ଦେଖିବାକୁ ଚାହୁଁଛନ୍ତି. ଇଣ୍ଡିଆ ଟୁ ଡେ ସର୍ଭେରୁ ଏହି ତଥ୍ୟ ଜଣାପଡିଛି. ତେବେ ଏହି ରିପୋର୍ଟରେ 59 ପ୍ରତିଶତ...
ୱାର୍ଲ୍ଡ ହାର୍ଟ ଡେ
ଆଜିର ଯୁଗରେ ଲୋକମାନେ ମଡ଼ର୍ଣ୍ଣ ହେବା ସହ ନିଜର ଜୀବନ ଶୈଳୀରେ ପରିବର୍ତ୍ତନ ଆଣୁଛନ୍ତି. ତାହା ସହ ସେମାନେ ନିଜ କାମକୁ ନେଇ ଏତେ ବ୍ୟସ୍ତ ରହୁଛନ୍ତି ଯେ, ନିଜ ଖାଦ୍ୟପେୟରେ ମଧ୍ୟ ଧ୍ୟାନ ରଖିପାରୁନାହାନ୍ତି. ଏପରି ପରିସ୍ଥିତିରେ ସେମାନେ...
ଓଲା ଉବେର ଉପରେ ଦିଲ୍ଲୀ ସରକାରଙ୍କ ନୂଆ କଟକଣା
ମୋବାଇଲ ଆପ ଜରିଆରେ ଆପଣ ବହୁଥର ଟ୍ୟାକ୍ସି ସେବାର ଆନନ୍ଦ ଉଠାଇଥିବେ । ପୁଣି କେତେଥର ରାଇଡ ବୁକ୍ କରିବା ପରେ ଡ୍ରାଇଭର ଆସିବାକୁ ମନା କରିଥିବେ । କିମ୍ବା ରାଇଡ କ୍ୟାନସଲ ନକରି ଆସିନଥିବାର ଅସୁବିଧାର ସମ୍ମୁଖୀନ ହୋଇଥିବେ...
ଅକ୍ଟୋବର ୨ରୁ ଆନ୍ନାଙ୍କ ଅନଶନ
ଗାନ୍ଧିବାଦୀ ତଥା ସାମାଜିକ କର୍ମୀ ଆନ୍ନା ହଜାରେ ପୁଣିଥରେ ତେଜିଛନ୍ତି । ସେ ଲୋକପାଳ ନିଯୁକ୍ତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିବା ସହିତ ଆଗାମୀ ଅକ୍ଟୋବର ୨ରୁ ଆମରଣ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି । କେନ୍ଦ୍ର...
ଜଣେ ମାଆର ହୃଦୟସ୍ପର୍ଶୀ କାହାଣୀ
ମା’ - ଏମିତି ଏକ ନାଁ ଯାହାର ମମତାର ମୂଲ୍ୟ କେହିବି ଶୁଝି ପାରିବେନି । ମାଆର ଭଲ ପାଇବାକୁ ଯିଏ ଗୋଡରେ ଆଡେଇ ଦେଇ ଚାଲିଯାଇପାରିବ ତାକୁ କଣ ବା କୁହାଯିବ? ୧୦ ମାସ ୧୦ଦିନ ଗର୍ଭରେ ଧରି...
ରୋଷେଇ ହଣ୍ଡା ପାଲଟିଛି ଡଙ୍ଗା !
କଣ ଏମିତି ବି ହୁଅନ୍ତି ନଦୀ ପାର । ଏ କୌଣସି ମଜାଦାର କି ଖେଳର ଦୃଶ୍ୟ ନୁହେଁ । ସ୍କୁଲ ଯିବା ପାଇଁ କୁନିକୁନି ପିଲାଙ୍କ ପାଇଁ ଏହି ହଣ୍ଡା ପାଲିଟିଛି ମାଧ୍ୟମ । ଏହି କଥାଟି ଆପଣଙ୍କୁ...
89 ବର୍ଷରେ ସୁର ସାମ୍ରାଜ୍ଞୀ ଲତା
89 ବର୍ଷ ବୟସରେ ପାଦ ଥାପିଛନ୍ତି ପ୍ରଖ୍ୟାତ ଗାୟିକା ଲତା ମଙ୍ଗେସକର । ନିଜ କଣ୍ଠରେ ସାରା ଦୁନିଆକୁ ବାନ୍ଧି ରଖିଥିବା ଲତା ନିଜ ଜନ୍ମଦିନକୁ ଆଜି ପାଳନ କରିଛନ୍ତି । ୧୩ ବର୍ଷ ବୟସରେ ମରାଠି ଫିଲ୍ମ ‘କିଟି...
ସାବରିମାଳା ମନ୍ଦିରରେ ମହିଳା କରିବେ ପ୍ରବେଶ: ସୁପ୍ରିମକୋର୍ଟ
କେରଳର ସାବରିମାଳା ମନ୍ଦିରରେ ମହିଳା ପ୍ରବେଶକୁ ନେଇ ସବୁଜ ସଙ୍କେତ ଦେଲେ ସୁପ୍ରିମକୋର୍ଟ । ପ୍ରଧାନବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ୫ଜଣିଆ ଖଣ୍ଡପୀଠ ଏହାର ବିଚାର କରି ଏହି ଐତିହାସିକ ରାୟ ଦେଇଛନ୍ତି । ଏହାଦ୍ୱାରା ଦେଶର ନାଗରିକଙ୍କ...








