ଜଗା ଫିଟ୍ : ଇଣ୍ଡିଆ ଗେଟ୍ ପାଖରେ ମାଆର ହାତ ଧରି ବୁଲୁଛି ଜଗା
କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗା ବଳିଆ ସଂପୂର୍ଣ୍ଣ ସୁସ୍ଥ ହୋଇ ଆସିଲେଣି. ଦିଲ୍ଲୀ ଏମ୍ସରେ ରହୁଥିବା ଜଗା ଓ ବଳିଆଙ୍କ ମଧ୍ୟରୁ ଜଗା ଡାକ୍ତରଖାନା ବାହାରକୁ ଆସିଲାଣି. ଜଗା ତା ମାଆଙ୍କ ସହ ଇଣ୍ଡିଆ ଗେଟ ପାଖରେ ବୁଲାବୁଲି କରୁଥିବାର...
ବରିଷ୍ଠ ରାଜନୀତିଜ୍ଞ ଏନ ଡି ତିୱାରିଙ୍କ ପରଲୋକ
ବରିଷ୍ଠ ରାଜନେତା ଏନ ଡି ତିୱାରିଙ୍କ ପରଲୋକ । ଦୀର୍ଘଦିନ ଅସୁସ୍ଥ ରହିବା ପରେ ଗୁରୁବାର ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ ନାରାୟଣ ଦତ୍ତ ତିୱାରୀ...
ଆକବରଙ୍କ ମିଠୁ ମାମଲା ଶୁଣାଣୀ, ୩୧ରେ ହେବ ବୟାନ ରେକର୍ଡ, ଲଢିବା ପାଇଁ 97 ଓକିଲ ପ୍ରସ୍ତୁତ
ମିଠୁ ମାମଲାରେ ଛନ୍ଦି ହୋଇ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଏମ ଜେ ଆକବରଙ୍କ ମାନହାନୀ ମୋକଦ୍ଦମାର ଶୁଣାଣି ଅତିରିକ୍ତ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହୋଇଛି. ମହିଳା ସାମ୍ବାଦିକ ପ୍ରିୟା ରମଣୀଙ୍କ ବିରୋଧରେ ଆକବର ମାନହାନୀ ମୋକଦ୍ଦମା ଦାୟର କରିଥିଲେ....
ଲେଭଲ କ୍ରସିଂ ଭାଙ୍ଗି ଟ୍ରେନକୁ ଧକ୍କା ଦେଲା ଟ୍ରକ
ବଡ ଧରଣର ଟ୍ରେନ ଦୂର୍ଘଟଣା । ମଧ୍ୟ ପ୍ରଦେଶର ଗୋଧରା ଓ ରତଲାମ୍ ମଧ୍ୟରେ ଥିବା ଲେଭଲ କ୍ରସିଂରେ ଏକ ଟ୍ରକ ତ୍ରିବେନ୍ଦ୍ରମ ରାଜଧାନୀ ଏକ୍ସପ୍ରେସକୁ ଜୋରରେ ଧକ୍କା ଦେଇଥିଲଶ । ଧକ୍କା ହେବା ପରେ ଟ୍ରେନର ଦୁଇଟି ଡବା...
ତିତଲି କ୍ଷୟକ୍ଷତି ୨୭୬୫ କୋଟିକୁ ବୃଦ୍ଧି
ସାମୁଦ୍ରିକ ଝଡ ତିତଲି କ୍ଷୟକ୍ଷତିର ପରିମାଣ ବୃଦ୍ଧି ପାଇ ୨୭୬୫ କୋଟିରେ ପହଞ୍ଚିଛି। ସରକାରୀସ୍ତରରେ କ୍ଷୟକ୍ଷତି ଆକଳନ କରାଯାଉଥିବା ବେଳେ ଏହାର ପରିମାଣ ବୃଦ୍ଧି ପାଉଛି। ଆଗାମୀ ଦିନରେ ଏହା ବଢ଼ିପାରେ ବୋଲି ସେ କହିଛନ୍ତି। ସହାୟତା ପାଇଁ କେନ୍ଦ୍ର...
ଏସିଆନ ଚାମ୍ପିୟନସିପ ହକି: ଭାରତ-ଓମାନ ମୁହାଁମୁହିଁ
ଗୁରୁବାର ଠାରୁ ଆରମ୍ଭ ହେଉଛି ଏସିଆନ ଚାନମ୍ପିଅନସିପ ହକି । ପ୍ରଥମ ମ୍ୟାଚରେ ଭାରତୀୟ ପୁରୁଷ ହକି ଟିମ ଓମାନ ସହିତ ଖେଳିବ । ଭାରତ ପାଇଁ ଏହି ମ୍ୟାଚରେ ବିଜୟୀ ହେବା ବହୁ ଗୁରୁତ୍ୱପୂର୍ଣ୍ଣ ଅଟେ । କହିବାକୁ...
ମା’ଙ୍କର ମହାନବମୀ ପୂଜା
ଆଜି ପବିତ୍ର ମହାନବମୀ । ଦେବୀପୀଠଗୁଡ଼ିକରେ ଆରମ୍ଭ ହୋଇ ଯାଇଛି ଜଗଦଜ୍ଜନନୀ ମା ଭଗବତୀ ଦୁର୍ଗାଙ୍କ ନବମୀ ପୂଜାର୍ଚ୍ଚନା । ମା’ ଦୁର୍ଗତିନାଶିନୀଙ୍କ ଆରାଧନା ସମଗ୍ର ସହରରେ ଏକପ୍ରକାର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଥିବା ବେଳେ ସକାଳୁ ବିଳମ୍ବିତ ରାତି...
କୋଣାର୍କରେ ଗଣଦୁଷ୍କର୍ମ: ବନ୍ଦ କୋଠରୀରେ ଯୁବତୀଙ୍କୁ ୧୦ ଦିନ ଗଣଦୁଷ୍କର୍ମ
କୋଣାର୍କରେ ଜଣେ ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ବସଷ୍ଟାଣ୍ଡ ମାର୍କେଟ୍ କମ୍ପେକ୍ସ ସ୍ଥିତ ଏକ ବନ୍ଦ କୋଠରୀରେ ୧୦ ଦିନ କାଳ ରଖି ଯୁବତୀଙ୍କୁ ଅନେକ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତାଲା ଭାଙ୍ଗି ଗୁରୁତର...
ପଡିଲା ମିଠୁ କ୍ୟାମ୍ପେନର ପ୍ରଭାବ: ଇସ୍ତଫା ଦେଲେ ଆକବର
ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ.ଜେ. ଆକବରଙ୍କ ଇସ୍ତଫା ଦେଇଛନ୍ତି । ମିଠୁ ଜାଲରେ ଫସିବା ପରେ ଇସ୍ତଫା ଦେଇଛନ୍ତି ଏମ.ଜେ ଆକବର । ଆକବରଙ୍କ ନାଁରେ ପ୍ରାୟ ୧୬ ଜଣ ସାମ୍ବାଦିକା ଅଭିଯୋଗ କରିବା ପରେ କେନ୍ଦ୍ର ସରକାରଙ୍କ ଉପରେ...
ବାପାଙ୍କ ଉପରେ ଆସିଥିବା ଅଭିଯୋଗ ପରେ ମଧ୍ୟ ମିଠୁକୁ ସର୍ପୋଟ କରିବେ ନନ୍ଦିତା ଦାସ!
ମିଠୁ ମାମଲାରେ ବାପାଙ୍କ ପ୍ରତି ଆସିଥିବା ଅଭିଯୋଗକୁ ନେଇ ମୁହଁ ଖୋଲିଛନ୍ତି ଝିଅ ନନ୍ଦିତା ଦାସ । । ଫେସବୁକ ପୋଷ୍ଟରେ ନନ୍ଦିତା କହିଛନ୍ତି ଯେ,ମହିଳାଙ୍କ ସହ ଦୁର୍ବ୍ୟବହାର ଓ ଯୌନ ଶୋଷଣ ପ୍ରତିବାଦରେ ସମସ୍ତେ ଆଗକୁ ଆସିବା ଆବଶ୍ୟକ...






