ମୋଦିଙ୍କ ଉପରେ ପ୍ରସ୍ତୁତ ହେବ ବିଶ୍ୱର ସବୁଠୁ ବଡ ଫଟୋ ଆଲବମ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନ ଚରିତ୍ର ଉପରେ ପ୍ରସ୍ତୁତ ହେବାକୁ ଯାଉଛି ଏକ ଫଟୋ ଆଲବମ୍ । ଆଠ ଫୁଟ ଲମ୍ବା, ଚାରି ଫୁଟ ଚଉଡାର ଏହି ଫଟୋ ଆଲବମ ରହିବ । ଏଥିରେ ପାଖାପାଖି ୧୦୦ଟି...
ଜାତୀୟ ପୋଲିସ ସ୍ମାରକୀ ଉଦଘାଟନ କଲେ ମୋଦି
ଜାତୀୟ ପୋଲିସ ସ୍ମାରକ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଧାନୀ ଦିଲ୍ଲୀର ଚାଣକ୍ୟପୁରୀ ଠାରେ ନିର୍ମିତ ‘ଜାତୀୟ ପୋଲିସ ସ୍ମାରକୀ’କୁ ଉଦଘାଟନ କରିଛନ୍ତି । ଭାରତ ସ୍ୱାଧୀନ ହେବା ପରେ ଦେଶପାଇଁ ପୋଲିସ ଯବାନଙ୍କ ବଳିଦାନକୁ ପ୍ରଶଂସା କରିବା...
ସୁନ୍ଦରୀ ବିରୁଦ୍ଧରେ ନରହତ୍ୟା ଅଭିଯୋଗ
ପୁଣି ମାତିଲା ବାଘୁଣୀ ସୁନ୍ଦରୀ । ପୁରୁଣା କୋଟ ଅନ୍ତର୍ଗତ ଟାଇଁସି ଗାଁରେ ପଶି ସୁନ୍ଦରୀ ଜଣେ ବ୍ୟକ୍ତିଙ୍କୁ ମାରି ଖାଇଥିବାର ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ତ୍ରିନାଥ ସାହୁ । ତାଙ୍କୁ ପାଖାପାଖି ୬୦ ବର୍ଷ ହେବ...
ଆଜାଦ୍ ହିନ୍ଦ୍ ଫୌଜର ୭୫ତମ ସ୍ଥାପନା ଦିବସ: ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ମୋଦି
ଆଜାଦ୍ ହିନ୍ଦ୍ ଫୌଜର ୭୫ ତମ ସ୍ଥାପନା ଦିବସ ରବିବାର ପାଳିତ ହୋଇଛି । ଏହାର ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ୍ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ସାଧାରଣତଃ ଗୋଟିଏ ବର୍ଷରେ ପ୍ରଧାନମନ୍ତ୍ରୀ କେବଳ...
ଟ୍ରେନ ଟ୍ରାକ ପାଖରେ ମେଳା ଓ ରାବଣପୋଡି ପାଇଁ ପୋଲିସ ଦେଇଥିଲା ଅନୁମତି
ଅମୃତସରରେ ରାବଣପୋଡ଼ି ସମୟରେ ହୋଇଥିବା ହୃଦୟ ବିଦାରକ ଦୁର୍ଘଟଣା ଉପରେ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଖି ପିଛୁଳାକେ ୬୧ଜଣ ଲୋକ ଆଖି ବୁଜି ଦେଇଛନ୍ତି ।ଅନେକ ଆହତ ମଧ୍ୟ ହୋଇଛନ୍ତି । ରେଳ ଧାରଣା ପାଖରେ...
‘ତିତଲି’ ରେ ୬୧ ଜଣଙ୍କ ମୃତ୍ୟୁ
ତିତଲି ବାତ୍ୟା ଓ ବନ୍ୟା ପ୍ରଭାବରେ ବର୍ତ୍ତମାନ ସୁଦ୍ଧା ୬୧ ଜଣଙ୍କ ମୃତ୍ୟୁ ଘଟିଥିବା ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇଛନ୍ତି । ଅନ୍ୟ ୧୧ ଜଣଙ୍କ ମୃତ୍ୟୁ ବିଷୟରେ ଯାଞ୍ଚ ଚାଲିଛି । ସେମାନଙ୍କ...
ଲୌହ ଦାନବ ହାତରେ ପ୍ରାଣ ହାରିଲେ ରାମଲୀଳା ରାବଣ
ଶୁଖୁନି ବିଧବା ମା’ ଆଖିର ଲୁହ । ବାହୁନି ବାହୁନି କାନ୍ଦୁଛି ମା’ । ଆଉ ଖୋଜୁଛି ତା’ର ଏକମାତ୍ର ସାହାରା ପୁଅକୁ । ଘଟଣାର ଯାଞ୍ଚ ସହ ପରିବାରକୁ ଥଇଥାନ କରିବାକୁ ଦାବି କରୁଛି ମା’ । ସେପଟେ...
ପରଲୋକରେ ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକ, ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର
ଓଡ଼ିଆ ସିନେଜଗତର ଲୋକପ୍ରିୟ ପ୍ରଯୋଜକ-ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକଙ୍କର ମରଶରୀର ଗତକାଲି ବିଳମ୍ବିତ ରାତିରେ ନୂଆଦିଲ୍ଲୀରୁ ଏୟାର ଆମ୍ବୁଲାନ୍ସ ଯୋଗେ ଆସି ଭୁବନେଶ୍ୱର ଠାରେ ପହଞ୍ଚିଛି। ଆଜି ଦିନ ୧ଘଣ୍ଟା ଯାଏ ତାଙ୍କ ମରଶରୀରକୁ ଆଇଆରସି ଭିଲେଜସ୍ଥିତ ଏନ-୨/୨୯ ବାସଭବନରେ ରଖାଯିବ।...
ମେଲାଣି ନେଉଛନ୍ତି ଜଗଦମ୍ବେ, ଅପେକ୍ଷା ଆର ବର୍ଷକୁ….
ସରିଛି ପାର୍ବଣର ଋତୁ । ଅଧର୍ମ ଉପରେ ଧର୍ମର ବିଜୟକୁ ନେଇ ମହାମାୟା ଧରାବତରଣ କରିଥିଲେ । ତେବେ ଶୁକ୍ରବାର ବିଜୟା ଦଶମୀ ଅବସରରେ ପରାକ୍ରମୀ ରାବଣର ପୁତ୍ତଳିକା ଦାହ କରି ଧରାପୃଷ୍ଟରୁ ମେଲାଣି ନେଉଛନ୍ତି ଜଗତଜନନୀ ମା’ ।...
ଅମୃତସର ଟ୍ରେନ ଦୁର୍ଘଟଣା : ପଞ୍ଜାବରେ ଶୋକର ଛାୟା, ଅଫିସ ଓ ଶିକ୍ଷାନୁଷ୍ଠାନ ବନ୍ଦ
ରେଳ ହେଲା କାଳ । ପଞ୍ଜାବ ରେଳ ଦୂର୍ଘଟଣାରେ ମୃତ୍ୟୁ ସଂଖ୍ୟା ୬୧ ଛୁଇଁଛି । ଆଗକୁ ଏହା ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି । କାରଣ ଗୁରୁତର ଅବସ୍ଥାରେ ଆହୁରି 72 ଜଣ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି. ...






