36 ବର୍ଷରେ ପାଦ ଦେଲେ ପ୍ରିୟଙ୍କା
ସଂପୂର୍ଣ୍ଣ ବଲିଉଡ ସହ ଅଗଣିତ ଫ୍ୟାନମାନେ ଦେଶୀ ଗାର୍ଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି. ପ୍ରିୟଙ୍କା ଏହି ଖାସ୍ ଦିନଟିକୁ ଲଣ୍ଡନରେ ନିକ୍ ଜୋନାସ୍ ଙ୍କ ସହ ସେଲିବ୍ରେଟ କରିଛନ୍ତି. 18 ଜୁଲାଇରେ ଜନ୍ମ ଗ୍ରହଣ କରିଥିବା ଏହି ଷ୍ଟାର ନିଜର...
ଆହୁରି ବର୍ଷିବ
ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡିଶାର ପାଖାପାଖି ସମସ୍ତ ଜିଲ୍ଲାରେ ସାମାନ୍ୟ ବର୍ଷାର ସମ୍ଭାବନା ରହିଛି . ଭବାନୀପାଟଣା ଓ କଳାହାଣ୍ଡି ଜିଲ୍ଲାରେ 297 ମିମି ବର୍ଷା ହେବାର ସମ୍ଭାବନା ରହିଛି. ଗଜପତି, ରାୟଗଡ଼ା ଓ କଳାହାଣ୍ଡିର ପ୍ରାୟ ସବୁ...
ଅଗଷ୍ଟରେ ଆସିବ ନୂଆ ନୋଟ
ଆସନ୍ତା ମାସରେ ଗ୍ରାହକଙ୍କ ପାଖରେ ଉପଲବ୍ଧ ହେବ ବାଇଗଣୀ ରଙ୍ଗର ନୂଆ 100 ଟଙ୍କିଆ ନୋଟ. ଏହି ନୂଆ ନୋଟ ଜାରି କରିବେ ଆରବିଆଇ . ଆକାରରେ ଏହି ନୋଟ ପୁରୁଣା ଶହେ ଟଙ୍କାଠାରୁ ଛୋଟ ଓ ଦଶ ଟଙ୍କିଆଠାରୁ...
ସ୍ମାର୍ଟ ସିଟିରେ ଗଡିବନି ଅଟୋ
ଆଗାମୀ ଦିନରେ ଭୁବନେଶ୍ୱରରୁ ହଟାଯିବ ସବୁ ଅଟୋ. ବର୍ତ୍ତମାନ ପାଖାପାଖି 30 ହଜାର ଅଟୋ ରାଜଧାନୀରେ ଚାଲୁଛି, ପରବର୍ତ୍ତୀ ସମୟରେ ଏଗୁଡିକୁ ହଟାଯିବାର ଯୋଜନା ରହିଛି. ଏହାବ୍ୟତୀତ ନୂତନ ଅଟୋ ପଞ୍ଜୀକରଣ କରାଯିବ ନାହିଁ. ଏଭଳି ପ୍ରସ୍ତାବ ରହିଛି ସ୍ମାର୍ଟ...
ପଲିଥିନ ମନା : ମୁଖ୍ୟମନ୍ତ୍ରୀ କଲେ ଘୋଷଣା
ଓଡିଶାରେ ବ୍ୟାନ ହେବ ପଲିଥିନ । ଏନେଇ ରାଜ୍ୟ ସଚିବାଳୟରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅକ୍ଟୋବର 2 ତାରିଖରେ ଏହା ଲାଗୁ ହେବ । ପ୍ରଥମେ ସହରାଞ୍ଚଳ ଓ ପରେ ରାଜ୍ୟବ୍ୟାପୀ ପଲିଥିନ ବନ୍ଦ କରିବାକୁ...
ସେଣ୍ଟ ପିଟର୍ସବର୍ଗରେ ବେଲଜିୟମ ଫ୍ରାନ୍ସ ଟକ୍କର
ଫିଫା ବିଶ୍ୱକପର ପ୍ରଥମ ସେମିଫାଇନାଲରେ ବେଲଜିୟମ୍ କୁ ସାମ୍ନା କରିବ ଫ୍ରାନ୍ସ . ଏହି ମ୍ୟାଚ ମଙ୍ଗଳବାର ଦିନ ସେଣ୍ଟ ପିଟର୍ସବର୍ଗରେ ଖେଳାଯିବ. ମ୍ୟାଚ ଭାରତୀୟ ସମୟ ଅନୁଯାୟୀ ରାତି 11.30 ରେ ଆରମ୍ଭ ହେବ. ଦୀର୍ଘ 32 ବର୍ଷ...
ତାଜମହଲରେ ନମାଜ ପାଠ ଉପରେ ଲାଗିଲା ରୋକ, ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ
ଏଣିକି ପ୍ରେମର ପ୍ରତୀକ ତାଜମହଲରେ ହୋଇପାରିବନି ନମାଜ ପାଠ, ସୋମବାର ସୁପ୍ରିମକୋର୍ଟ ଏହି ଆବେଦନର ବିଚାର କରି ରାୟ ଶୁଣାଇଛନ୍ତି ,ରାୟ ଅନୁଯାୟୀ ମସଜିଦ୍ ରେ କେବଳ ସ୍ଥାନୀୟ ମୁସଲମାନମାନେ ଜୁମା ନମାଜ ପାଠ କରିପାରିବେ . ବିଶ୍ୱର ସପ୍ତାଶ୍ଚର୍ଯ୍ୟ...
କୈଫୟତ ମାଗିଲେ, ଭୁଲ୍ ବି ମାଗିଲେ : ରାଜ୍ୟପାଳଙ୍କ ବିମାନ ବ୍ୟବହାର ପ୍ରସଙ୍ଗରେ ସରକାରୀ କଳର ଅପରିପକ୍ବ ବ୍ୟବହାର
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ବିମାନ ଖର୍ଚ୍ଚକୁ ନେଇ ତନାଘନା । ମେ 29ରେ ରାଜ୍ୟପାଳ ଦାୟିତ୍ବ ନେବା ପରେ ନିଜ ଘର ହରିୟାଣା ସ୍ଥିତ ସିର୍ସାକୁ ଭଡା ବିମାନରେ ଯିବା ଓ ପୁଣି ଜେଟ୍ ଏୟାରକ୍ରାଫ୍ଟରେ ଓଡିଶା ଆସିବା...
ଅଳ୍ପକେ ବର୍ତିଲେ ଯାତ୍ରୀ
ଅପରାହ୍ନ ୪.୦୫ ସମୟରେ ରାଜଧାନୀ ଦିଲ୍ଲୀର ଲାଜପତ୍ ନଗର ନିକଟରେ ମେଟ୍ରୋ କୋଚ୍ ଉପରେ କାନ୍ଥ ଭୁଶୁଡିପଡିଥିଲା । ଘଟଣା ପରେ ମେଟ୍ରୋ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଜଙ୍ଗପୁରା ଷ୍ଟେସନ ରୁ ବାହାରି ଲାଜପତ୍ ନଗର ଦିଗରେ...







